ନାମର ପ୍ରଥମ ଅକ୍ଷର S , R , B , P , M , N ଥିଲେ ୨୦୨୪ ରେ ସେମାନଙ୍କୁ ମିଳିବ ବଡ଼ ଖୁସି ଖବର । ଜାଣି ରଖନ୍ତୁ …….

ମନୁଷ୍ୟ ଜୀବନରେ ଯାହା କିଛି ଘଟୁଛି କିମ୍ବା ପରିବର୍ତ୍ତନ ହେଉଛି , ସେହି ସବୁକିଛି ଗ୍ରହର ଚଳନ କାରଣରୁ ହୋଇଥାଏ । ଏହି କାରଣରୁ ଅନେକ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡ଼ିଥାଏ । ପ୍ରତ୍ୟକ ମନୁଷ୍ୟ ଯେଉଁ ଗ୍ରହ ରାଶିରେ ଜନ୍ମ ହୁଅନ୍ତି ସେହି ଅନୁଯାୟୀ ହିଁ ସେମାନଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଥାଏ । ଆଜିକାର ଲେଖାରେ ଆମେ କିଛି ଅକ୍ଷରର ନାମର ବ୍ୟକ୍ତିଙ୍କ ବିଷୟରେ ଜାଣିବୁ ଯେଉଁମାନେ ଖୁବ ସ୍ୱତନ୍ତ୍ର ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିନେବା ।

୧ . S ନାମର ଲୋକ:-

ଏହି ଲୋକ ମାନେ ଖୁବ ପରିଶ୍ରମୀ ହୋଇଥାନ୍ତି । ଏମାନେ ଏତେ ସୁନ୍ଦର ହୋଇଥାନ୍ତି ଯେ ଲୋକେ ଏମାନଙ୍କ ପ୍ରତି ବହୁତ ଜଲଦି ଆକର୍ଷିତ ହୋଇଯାଆନ୍ତି । ପ୍ରେମ ମାମଲାରେ ଏମାନେ ଭଲ ହୋଇଥାନ୍ତି କିନ୍ତୁ କାହାକୁ କେବେ ପ୍ରୋପୋଜ କରି ପାରନ୍ତି ନାହିଁ । କୌଣସିବି କାର୍ଯ୍ୟକୁ ଏମାନେ ବୁଝି ସୁଝି କରିଥାନ୍ତି । ଏମାନଙ୍କୁ ନିଜ ଜିନିଷ କେବେ ସେୟାର କରିବା ପସନ୍ଦ ନଥାଏ । ଏମାନେ ଖରାପ ହୋଇ ନଥାନ୍ତି କିନ୍ତୁ ଏମାନଙ୍କ କଥା କହିବାର ଶୈଳୀ ଏମାନଙ୍କୁ ଖରାପ କରି ଦେଇଥାଏ ।

୨ . R ନାମର ଲୋକ:-

ଏମାନେ ସୋସିଆଲ ଲାଇଫ ପସନ୍ଦ କରନ୍ତି ନାହିଁ ଏବଂ ଖୁବ ସ୍ପୀଡ଼ରେ ଆଗକୁ ବଢ଼ିଥାନ୍ତି । ଧନ ସମ୍ପତ୍ତିରେ କୌଣସି ଅଭାବ ନରହିବା ସହିତ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଏବଂ ଆକର୍ଷିତ ହୋଇଥାନ୍ତି । ଏମାନଙ୍କ ପାଇଁ ପରିବାର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସମସ୍ତେ କରୁଥିବା କାମକୁ ଏମାନେ କରିବାକୁ ପସନ୍ଦ କରନ୍ତି ନାହିଁ । ଯେଉଁ କାମକୁ ଅନ୍ୟମାନେ କରି ପାରିବେ ନାହିଁ । ସେହି କାମକୁ ହିଁ ଏମାନେ କରିବାକୁ ପସନ୍ଦ କରିଥାନ୍ତି ।

୩ . B ନାମର ଲୋକ:-

ଏମାନେ କୌଣସି କାମ ପାଇଁ ନୂଆ ନୂଆ ରାସ୍ତାର ସନ୍ଧାନ କରିବାରେ ବିଶ୍ୱାସ ରଖନ୍ତି । ଏମାନଙ୍କ ଜୀବନର ରହସ୍ୟ ଖୁବ ନିକଟ ଲୋକଙ୍କୁ ମଧ୍ୟ ଜଣା ନଥାଏ । ଏମାନଙ୍କର ନିଜ ଲକ୍ଷକୁ ହାସଲ କରିବାର ଇଚ୍ଛା ରହିଥାଏ । ଏମାନେ ଟିକିଏ ସେନସିଟିଭ ହୋଇଥାନ୍ତି ଏବଂ ଜଲଦି କାହା ସହିତ ମିଶି ପାରନ୍ତି ନାହିଁ ।

4 . P ନାମର ଲୋକ:-

ଏହି ନାମର ଲୋକ କେତେକ ସମୟରେ ଅନ୍ୟର କଥାରେ ମୁଣ୍ଡ ପୁରେଇବା କାରଣରୁ ଏମାନଙ୍କୁ ନିଜକୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏମାନେ ପ୍ରଥମେ ନିଜକୁ ଅଧିକ ପ୍ରେମ କରନ୍ତି । ଏମାନଙ୍କୁ ଖୁବ ସୁନ୍ଦର ପାର୍ଟନର ମିଳିଥାଏ । ଯେଉଁ କାରଣରୁ ଏମାନେ ନିଜ ସହିତ ମଧ୍ୟ ଶତ୍ରୁତା କରି ନିଅନ୍ତି । ଯେତେ ଝଗଡ଼ା କଲେ ବି ସୁଦ୍ଧା ନିଜ ସାଥିର ସାଥ କେବେ ଛାଡ଼ନ୍ତି ନାହିଁ । ଏମାନେ ଯାହା ଚାହିଁଥାନ୍ତି ତାହା ଭିନ୍ନ ହୋଇଯାଏ । ଏମାନେ ଖୋଲା ବିଚାରର ହୋଇଥାନ୍ତି ଏବଂ ନିଜ ପାଖରେ ଥିବା ଲୋକଙ୍କର କେୟାର କରନ୍ତି ।

୫ . M ନାମର ଲୋକ:-

ଏମାନେ ସବୁ କଥାକୁ ମନରେ ଦବେଇ ରଖିଥାନ୍ତି । ଏହି ସ୍ଵଭାବ ଅନେକ ସମୟରେ କାହାରି ପାଇଁ ଖରାପ ମଧ୍ୟ ହୋଇଥାଏ । କିନ୍ତୁ ଏମାନେ ନିଜ ଫ୍ୟାମିଲିକୁ ଖୁବ ଭଲ ପାଇଥାନ୍ତି । ଏମାନେ ଖର୍ଚ୍ଚ କରିବା ପୂର୍ବରୁ ଅଧିକ ଭାବନ୍ତି ନାହିଁ । ଏମାନେ ସବୁଠାରୁ ଭଲ ଏବଂ ଆକର୍ଷିତ ହୋଇଥାନ୍ତି ।

୬ . N ନାମର ଲୋକ:-

ଏମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି । ଅନ୍ୟ ସହିତ କେମିତି କଥା ହେବା ଦରକାର ତାହା ଏମାନଙ୍କୁ ଜଣା ନଥାଏ । ଅନ୍ୟ ସହିତ ଝଗଡ଼ା କରିବାକୁ ଏମାନେ ଅଧିକ ସମୟ ନିଅନ୍ତି ନାହିଁ । ଏମାନଙ୍କୁ କେବେ କେଉଁ ଜିନିଷର ଅଭାବ ରହି ନଥାଏ । ଏମାନଙ୍କ ପାଖରେ ସବୁବେଳେ ଟଙ୍କା ରହିଥାଏ । ଏମାନେ ମହତ ଆକାଂକ୍ଷି ହୋଇଥାନ୍ତି । ଏମାନଙ୍କ ଦ୍ୱାରା ଅନ୍ୟ ମାନେ ଆକର୍ଷିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *