ରାତିରେ ଶୋଇବା ସମୟରେ କେବେବି ଭୁଲରେ ପାଖରେ ରଖନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ । ନଚେତ ହୋଇଯିବ ମୃତ୍ୟୁ ।

ଆମ ନୀତି ଦିନର ଜୀବନରେ ବ୍ୟବହାର କରୁଥିବା ଜିନିଷ ବାସ୍ତୁ ଅନୁଯାୟୀ କିଭଳି ଆମ ସହିତ ଜଡ଼ିତ ତାହା ବାସ୍ତୁ ଶାସ୍ତ୍ରରେ ଦର୍ଶା ଯାଇଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶୋଇବା ସମୟରେ ପାଖରେ କେଉଁ ଜିନିଷ ରଖିଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ । ତେବେ ଚାଲନ୍ତୁ ଜାଣିନେବା ।

କେଉଁ ଜିନିଷ ଶୋଇବା ସମୟରେ ପାଖରେ ରଖିବା ଉଚିତ:-

ଯଦି ଆପଣଙ୍କୁ ଶୋଇବାରେ ସମସ୍ୟା ହେଉଛି ତେବେ କିଛି କର୍ପୂର ଖଣ୍ଡ ଏକ ରୁମାଲରେ ନେଇ ଶୁଙ୍ଘି ପାରିବେ । ଏଥିରେ ଥିବା ସୁଗନ୍ଧ ସକାରାତ୍ମକ ଅଟେ ଏବଂ ଏହାକୁ ଶୁଙ୍ଘିବା ଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଯିବ । ଶୋଇବା ସମୟରେ ଖରାପ ଚିନ୍ତାଧାରା କିମ୍ବା ଭାବନା ଆସୁଥିଲେ ଏକ ନାଲି କପଡ଼ାରେ ଚାଉଳ ବାନ୍ଧି ତକିଆ ତଳେ ରଖି ଦିଅନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂର ହୋଇଥାଏ । ନିଜ ରୁମରେ ଆପଣ ମୟୁର ପର ମଧ୍ୟ ରଖି ପାରିବେ ଯାହାକି ନକରାତ୍ମକ ଶକ୍ତିକୁ ଅବଶୋଷିତ କରି ସକାରାତ୍ମକ ଶକ୍ତିକୁ ବିସ୍ତାର କରିଥାଏ ।

କେଉଁ ଜିନିଷ ଶୋଇବା ସମୟରେ ରଖିବା ଉଚିତ ନୁହେଁ:-

ଅନେକ ଲୋକ କାମରୁ ଆସି ଶୋଇବା ବିଛଣା ପାଖରେ ବ୍ୟବହାର ହୋଇଥିବା ପୋଷାକ ରଖି ଦିଅନ୍ତି । ତେଣୁ ଏପରି ପୋଷାକ ରଖନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ ସମୟରେ ମଧ୍ୟ ଏଭଳି ପୋଷାକ ଧାରଣ କରନ୍ତୁ ନାହିଁ । କାରଣ ଏହା ନକରାତ୍ମକତାର କାରଣ ହୋଇଥାଏ । ଏହାବ୍ୟତୀତ ଜୋତା , ଚପଲ , ମାସ୍କ ଏବଂ ରୁମାଲ ମଧ୍ୟ ରଖନ୍ତୁ ନାହିଁ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ରଖିବା ଉଚିତ ନୁହେଁ ଏବଂ ଏହାଦ୍ବାରା ବାସ୍ତୁ ଦୋଷ ମଧ୍ୟ ଲାଗିପାରେ । ଲୁଣ , ହଳଦୀ , ତୁଳସୀ , ସିନ୍ଦୁର ଏହିସବୁ ଜିନିଷକୁ ରାତିରେ ଶୋଇବା ସମୟରେ ଭୁଲରେବି ପାଖରେ ରଖନ୍ତୁ ନାହିଁ ନଚେତ ଏହା ଆପଣଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇବ ।

ଏହାଦ୍ବାରା ତୁଳସୀ ମାତାଙ୍କ ଅପମାନ ମଧ୍ୟ ହୋଇଥାଏ । ରାତିରେ ଶୋଇବା ସମୟରେ ପାଖରେ ଭୁଲରେବି ବହି ରଖି ଶୁଅନ୍ତୁ ନାହିଁ । ନଚେତ ଏହାଦ୍ବାରା ମାତା ସରସ୍ୱତୀଙ୍କ ଅପମାନ ହୋଇଥାଏ । କାରଣ ଏହାକୁ ବିଛଣାରେ ରଖିଲେ ଭୁଲରେବି ଏଥିରେ ପାଦ ଲାଗି ପାରେ । ଶୋଇବା ସମୟରେ ମୋବାଇଲ , ଲାପଟପ , ବ୍ଲୁଟୁଥ ଇତ୍ୟାଦି ରେଡିଏସନ ଆସୁଥିବା ଜିନିଷ ରଖନ୍ତୁ ନାହିଁ । ନଚେତ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ ।

Leave a Reply

Your email address will not be published. Required fields are marked *