ମହିଳାଙ୍କର ଏହି ପାଞ୍ଚଟି ଭଲ କାମ ସ୍ୱାମୀଙ୍କୁ ବିନା ପରିଶ୍ରମରେ ବି କରିଥାଏ କୋଟିପତି

ବାସ୍ତବରେ ଜଣେ ପୁରୁଷର ଉନ୍ନତି ଏବଂ ଅବନତି ସ୍ତ୍ରୀର କର୍ମ ଉପରେ ନିର୍ଭର କରେ । ଯଦି ଜଣେ ନାରୀ ଚାହେଁ ତେବେ ନିଜ ସ୍ୱାମୀକୁ କୋଟିପତି କରିପାରେ କିମ୍ବା ବର୍ବାଦ ମଧ୍ୟ କରିପାରେ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ମହିଳା କେଉଁ ପାଞ୍ଚଟି କାମ କରିବା ଦ୍ୱାରା ସ୍ୱାମୀ ଉପରେ ଅତ୍ୟନ୍ତ ଭଲ ପ୍ରଭାବ ପଡ଼ିଥାଏ ଏବଂ ତାର ସ୍ୱାମୀର ବ୍ୟବସାୟରେ ଉନ୍ନତି ହୋଇଥାଏ । ତେବେ ଚାଲନ୍ତୁ ଜାଣିନେବା ।

୧ . ଯଦି ମହିଳା ସକାଳୁ ବ୍ରହ୍ମ ମୁହୂର୍ତ୍ତ ଉଠି ଘରକୁ ସଫା ସୁତୁରା କରିଥାଏ ଏବଂ ନିଜ କର୍ତ୍ତବ୍ୟକୁ ଭଲ ଭାବରେ ପାଳନ କରିଥାଏ ତେବେ ସେହି ମହିଳାଙ୍କ ସ୍ୱାମୀର ଜୀବନରେ ଉନ୍ନତି ଆସିଥାଏ । କର୍ମ କ୍ଷେତ୍ରରେ ଲାଭ ହିଁ ଲାଭ ହୋଇଥାଏ । କାରଣ ସେହି ମହିଳା ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ କରିଥାନ୍ତି ।

୨ . ଯେଉଁ ମହିଳାଙ୍କ ଠାରେ ହଠାତ ଈଶ୍ୱରଙ୍କ ପ୍ରତି ଆସ୍ଥା ରୁଚି ବଢ଼ିଯିବା , ଅର୍ଥାତ ଯଦି କେହି ସ୍ତ୍ରୀ ସଚ୍ଚା ହୃଦୟରେ ପୂଜା ପାଠରେ ଲୀନ ହୋଇଯାଏ ତେବେ ସେ ସମସ୍ତ ଦେବଦେବୀଙ୍କ କୃପା ପ୍ରାପ୍ତ କରିଥାଏ । ଏପରି ନାରୀଙ୍କ ସହିତ ସ୍ୱୟଂ ମାତା ଲକ୍ଷ୍ମୀ ରହନ୍ତି । ଏପରି ନାରୀର ସ୍ୱାମୀ ବହୁତ ଜଲଦି ମାଲାମାଲ ହୋଇଯାଏ । ତାଙ୍କର ବ୍ୟାପାର ଅନେକ ଗୁଣା ବଢ଼ିଯାଏ ।

୩ . ହଠାତ ଯେଉଁ ମହିଳା ବଡ଼ଙ୍କ ସମ୍ମାନ କରିବାରେ ଲାଗିଥାଏ ଏବଂ ତାଙ୍କ ମୁଖରୁ ସର୍ବଦା ମଧୁର ବଚନ ବାହାରିଥାଏ , ସେଠାରେ ଅସ୍ଥାୟୀ ରୂପରେ ମାତା ସରସ୍ୱତୀ ବାସ କରନ୍ତି । ଏପରି ମହିଳାଙ୍କ ସ୍ୱାମୀଙ୍କର ଉନ୍ନତି ହୋଇଥାଏ ଏବଂ ସେ ଧନବାନ ହୋଇଥାନ୍ତି । ଏପରି ମହିଳାଙ୍କ ଦର୍ଶନ କରିବା କୌଣସି ଚମତ୍କାର ଠାରୁ କମ ନୁହେଁ ।

୪ . ହଠାତ ଯଦି ସ୍ତ୍ରୀ ସକାଳୁ ସ୍ୱାମୀର ପାଦ ଦବାଇ ଥାଏ ତେବେ ଶନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ଧନ ପ୍ରାପ୍ତି ହୋଇଥାଏ । କାରଣ ସେତେବେଳେ ଧନର ଯୋଗ ବନିଥାଏ , ଯାହା ବ୍ୟକ୍ତିକୁ ମାଲାମାଲ କରିଥାଏ । ଏହାଦ୍ବାରା ଭବିଷ୍ୟତରେ କେବେ ଧନର ସମସ୍ୟା ହୁଏ ନାହିଁ ।

୪ . ଆଶ୍ଚର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ପୁରୁଷର ସ୍ତ୍ରୀର ଇଚ୍ଛା ସୀମିତ ହୋଇଯାଏ ସେହି ବ୍ୟକ୍ତି ମାଲାମାଲ ହୋଇଯାଏ । ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଧନର ଅଭାବ ହୁଏ ନାହିଁ । ଏହାଦ୍ବାରା ମାନ ସମ୍ମାନ ମଧ୍ୟ ପ୍ରତିଷ୍ଠା ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ଯଦି ପୁରୁଷ ସକାଳୁ ସକାଳୁ ସ୍ତ୍ରୀର ଏହି ଜିନିଷ ଦେଖି ନିଏ ତେବେ ସେ ବହୁତ ଜଲଦି ମାଲାମାଲ ହୋଇଯାଏ ଏବଂ ତାର ଭାଗ୍ୟ ଖୋଲିଯାଏ । ସକାଳୁ ଉଠି ସ୍ତ୍ରୀର କାନକୁ ଦେଖିବା ଉଚିତ । ଶାସ୍ତ୍ର ଅନୁଯାୟୀ ସ୍ତ୍ରୀଙ୍କ କାନର ପଛ ଭାବରେ ମାତା ଲକ୍ଷ୍ମୀ ଅସ୍ଥାୟୀ ଭାବରେ ବାସ କରନ୍ତି । ତେଣୁ ଏମିତିରେ କାନର ପଛ ଭାଗକୁ ଚୁମ୍ବନ କରି ମାତା ଲକ୍ଷ୍ମୀଙ୍କ ସମ୍ମାନ ନିଶ୍ଚୟ କରନ୍ତୁ । ଏପରି କରୁଥିବା ବ୍ୟକ୍ତି ମାତା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ କରିଥାଏ ।

ସକାଳୁ ଉଠି ମଥାରେ ସିନ୍ଦୁର ନାଇଁଥିବା ମହିଳାଙ୍କ ମୁହଁ ନିଶ୍ଚୟ ଦେଖନ୍ତୁ । ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଶାସ୍ତ୍ର ଅନୁଯାୟୀ ମହା ଲକ୍ଷ୍ମୀ ସ୍ତ୍ରୀଙ୍କ ମୁଣ୍ଡରେ ବାସ କରନ୍ତି । ତେଣୁ ଏହାଦ୍ବାରା ଧନର ଯୋଗ ହୋଇଥାଏ ଏବଂ ବ୍ୟକ୍ତିର ସବୁ କ୍ଷେତ୍ରରେ ଉନ୍ନତି ହୋଇଥାଏ । ସକାଳୁ ଉଠିବା ମାତ୍ରେ ସ୍ତ୍ରୀର ଚରଣର ଦର୍ଶନ ନିଶ୍ଚୟ କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ସ୍ତ୍ରୀ ର ଚରଣରେ ସବୁ ପ୍ରକାରର ସୁଖ ରହିଥାଏ । ବ୍ୟକ୍ତିର ଖରାପ କର୍ମକୁ କମ କରିବା ପାଇଁ ସ୍ତ୍ରୀ ର ଚରଣ ଦର୍ଶନ କରିବା ଜରୁରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *