ମରିଯିବେ କିନ୍ତୁ ଦ୍ୱିପ୍ରହରରେ ଭୁଲ କରି ମଧ୍ୟ 5 ଭୁଲ କରନ୍ତୁ ନାହିଁ ପୁରା ଘର ନଷ୍ଟ ହୋଇଯାଏ |

ବନ୍ଧୁଗଣ ଅନେକ ଲୋକ ସକାଳ କୁ ଛାଡି ଅପରାହ୍ନ ରେ ପୂଜା ପାଠ କରିଥାନ୍ତି | ଯାହାକୁ ଶାସ୍ତ୍ର ରେ ଘୋର ପାପ କୁହାଯାଏ, ଏହିପରି ବ୍ୟକ୍ତି କୁ ଫଳ ର ପ୍ରାପ୍ତି ହୋଇନଥାଏ | ଶାସ୍ତ୍ର ଅନୁସାରେ ସକାଳ ସମୟ ରେ ଦୈବୀୟ ଶକ୍ତି ସବୁଠୁ ଅଧିକ ସକ୍ରିୟ ରହିଥାନ୍ତି କିନ୍ତୁ ଅପରାହ୍ନ ରେ ଖରାପ ଶକ୍ତି ଙ୍କ ବାସ ହୋଇଥାଏ | ଏମିତି ରେ ଯଦି ଆମେ ଅପରାହ୍ନ ରେ ପୂଜା ପାଠ କରୁ ତେବେ ସେହି ପୂଜା ପାଠ ପ୍ରେତ ଙ୍କୁ ଯାଇଥାଏ ସେଥିପାଇଁ ଆମକୁ କିଛି ଫଳ ମିଳେ ନାହିଁ | ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରେ ମହାଲକ୍ଷ୍ମୀ ଘର ଛାଡି ଚାଲିଯାନ୍ତି | ପୂଜା ପାଠ ଅପରାହ୍ନ ରେ ସେତବେଳେ ହୋଇଥାଏ ଯେତେବେଳେ ଶୁଭ ବେଳା ଥାଏ | ତେବେ ଆସନ୍ତୁ ଜାଣିବା ଅପରାହ୍ନ ରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଯାହାକୁ ଶାସ୍ତ୍ର ରେ ମନା କରାଯାଇଛି |

1. ବନ୍ଧୁଗଣ ଅପରାହ୍ନ ସମୟ ରେ ପୋଛା ଲଗାନ୍ତୁ ନାହିଁ, କୁହାଯାଏ ଏହି ସମୟ ରେ ପୋଛା ଲଗେଇବା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି | କୁହାଯାଏ ସକାଳ ସମୟ ରେ ଦୈବୀକ ଶକ୍ତି ଅଧିକ ସଂଚାର ହୋଇଥାନ୍ତି | କିନ୍ତୁ ଯଦି ତୁମେ ଏହି ସମୟ ଛାଡ଼ି ଅପରାହ୍ନ ରେ ସଫେଇ କରିବ ତେବେ ଆପଣ ଙ୍କୁ କୌଣସି ଫଳ ମିଳିବ ନାହିଁ |

2. ବନ୍ଧୁଗଣ ଭଗବାନ କୃଷ୍ଣ କହିଛନ୍ତି କି ଅପରାହ୍ନ ରେ ସ୍ନାନ କରିବା ଠୁ ଭଲ ସକାଳ ସମୟ ରେ ସ୍ନାନ କରିବା | ପୁରାଣ ରେ କୁହାଯାଏ କି ଯେଉଁ ବ୍ୟକ୍ତି ସକାଳେ ସ୍ନାନ କରେ ତାକୁ ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ କିନ୍ତୁ ଯେଉଁ ବ୍ୟକ୍ତି ଅପରାହ୍ନ ରେ ସ୍ନାନ କରେ ତାକୁ କୌଣସି ଫଳ ମିଳେ ନାହିଁ |

3. ଅପରାହ୍ନ ସମୟ ରେ କୌଣସି ନିଛାଟିଆ ସ୍ଥାନ କୁ ଯିବା ଉଚିତ ନୁହେଁ କାରଣ ଏହି ସମୟ ରେ ଦୁନିଆ ରେ ସବୁଠାରୁ ଅଧିକ ନକାରାତ୍ମକ ଶକ୍ତି ବାସ କରିଥାନ୍ତି | କବର ସ୍ଥାନ, ଶ୍ମାଶନ, କିମ୍ବା କୌଣସି ଏକୁଟିଆ ସ୍ଥାନ କୁ ଯିବା ଉଚିତ ନୁହେଁ ଏହା ଦ୍ୱାରା ଆପଣ ନକାରାତ୍ମକ ଉର୍ଜାର ଶିକାର ହୋଇପାରନ୍ତି |

4. ଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳା ଙ୍କୁ ଅପରାହ୍ନ ଖରା ରେ କୁଆଡେ ଯିବା କିମ୍ବା ସୂର୍ଯ୍ୟ ଙ୍କୁ ଚାହିଁବା ଉଚିତ ନୁହେଁ | ଏହି ପରି କରିବା ଦ୍ୱାରା ଅଶୁଭ ହୋଇଥାଏ ବୋଲି ଶାସ୍ତ୍ର ରେ କୁହାଯାଇଛି |

5.ଅପରାହ୍ନ ସମୟ ରେ ସ୍ନାନ ନକରି ଆମିଷ ଭୋଜନ କରିବା କିମ୍ବା ଭୋଜନ କରିବା ଶୁଭ ହୋଇନଥାଏ | ବନ୍ଧୁଗଣ ଶାସ୍ତ୍ର ରେ କୁହାଯାଇଛି ଯେଉ ବ୍ୟକ୍ତି ସ୍ନାନ ନକରି ଅପରାହ୍ନ ରେ ଖାଦ୍ୟ ଗ୍ରହଣ କରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହୁଏ |

ଏହି 5 କାର୍ଯ୍ୟ ରାତିରେ କରିବା ଦ୍ୱାରା ଅତ୍ୟନ୍ତ ଅଶୁଭ ହୋଇଥାଏ :

1.ବନ୍ଧୁଗଣ ରାତିରେ ଶାରୀରିକ ସମ୍ପର୍କ ରଖିବା ସାଧାରଣ କଥା ହୋଇଥାଏ କିନ୍ତୁ ରାତି 3 ଟାରୁ 6 ଟା ଏହି କାର୍ଯ୍ୟ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ | କାରଣ ଶାସ୍ତ୍ର ରେ ଏହି ସମୟ କୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ ଏହି ସମୟ ରେ ପୂଜା ପାଠ, ଆଳତି କରାଯାଇଥାଏ | ତେବେ ବନ୍ଧୁଗଣ ଏହି ସମୟ ରେ ସମ୍ପର୍କ ରଖିବା ମହାପାପ ହୋଇଥାଏ |

2.ବନ୍ଧୁଗଣ ରାତିରେ ମୁହୂର୍ତ ନଦେଖି ପୂଜା କରିବା ଅଶୁଭ ହୋଇଥାଏ | ଗରୁଡ଼ ପୁରାଣ ଅନୁଯାୟୀ ରାତି 11 ଟା ରୁ ସକାଳ ପର୍ଯ୍ୟନ୍ତ କୌଣସି ପୂଜା ପାଠ କରିବା ଉଚିତ ନୁହେଁ ଏହାକୁ ତାନ୍ତ୍ରିକ ବୋଲି କୁହାଯାଇଥାଏ | ତେବେ ଏହି ସମୟ ରେ ପୂଜା କରିବା ଦ୍ୱାରା ଘରକୁ ନକାରାତ୍ମକ ଉର୍ଜା ବାସ କରନ୍ତି | ତେଣୁ ଅଶୁଭ ହୋଇଥାଏ |

3.ବନ୍ଧୁଗଣ ବୟସ୍କ ଲୋକ କହିଛନ୍ତି ରାତିରେ ଶୋଇବା ପୂର୍ବରୁ ହାତ ମୁହଁ ଗୋଡ ଧୋଇ ଶୋଇବା ଉଚିତ ହୋଇଥାଏ | ଯଦି ଏହି ପରି ନକରି ଶୁଅନ୍ତି ତେବେ ଘରେ ରୋଗ ବ୍ୟାଧି ବଢିବାର ସମ୍ଭାବନା ବହୁତ ରହିଥାଏ ଏବଂ ନକାରାତ୍ମକ ଉର୍ଜା ବହୁତ ହୋଇଥାଏ | ଯାହା ଫଳ ରେ ଘରେ ବହୁତ ଅସୁବିଧା ହୋଇଥାଏ |

4.ରାତିରେ ଶୋଇବା ପୂର୍ବରୁ ନିଶ୍ଚିନ୍ତ ହାଲକା ଗରମ କ୍ଷୀର ପିଇ ଶୋଇବା ଉଚିତ ହୋଇଥାଏ | ଏହା ଦ୍ୱାରା ଆମ ଶରୀରକୁ ଜରୁରୀ ପୋଷାକ ତତ୍ୱ ମିଳିଥାଏ ଏବଂ ସକାଳୁ ଉଠି କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଶକ୍ତି ମିଳିଥାଏ | ତେଣୁ ରାତିରେ ଶୋଇବାର ଅଧା ଘଣ୍ଟା ପୂର୍ବରୁ କ୍ଷୀର ନିଶ୍ଚିନ୍ତ ପିଇକି ସୁଅନ୍ତୁ |

5. ବନ୍ଧୁଗଣ ରାତି ରେ ଶୋଇବା ପୂର୍ବରୁ ନିଶ୍ଚିନ୍ତ ନିଜକୁ ଏହା ପଚାରନ୍ତୁ କି ଆଜି କଣ ଠିକ କରିଛନ୍ତି? ପୁରା ଦିନ ରେ କଣ ଭୁଲ କରିଛନ୍ତି କାଲି କଣ କରିବେ ଏବଂ ଆଜି ଦିନ ଠୁ କଣ ଶିଖିଲେ ଆପଣ? ଏହା କରିବା ଦ୍ୱାରା ଆପଣ ନିଜକୁ ଆହୁରି ମଜବୁତ କରିଥାନ୍ତି ଏବଂ ଲୋକଙ୍କ ପାଇଁ ଭଲ ମଣିଷ ଟିଏ ହୋଇଥାନ୍ତି |ବୈଜ୍ଞାନିକ ମାନେ କହିଛନ୍ତି ରାତି ରେ ନଳ ରୁ ପଡୁଥିବା ପାଣି ଏବଂ ଅଇଁଠା ବାସନ ସକାଳ ଯାଏଁ ସେମିତି ରଖିବା ଉଚିତ ନୁହେଁ |ଏହା ଦ୍ୱାରା ରୋଗ ହୋଇଥାଏ ଏବଂ ପରିବାର ବହୁତ କଷ୍ଟ ପାଇଥାଏ |

Leave a Reply

Your email address will not be published. Required fields are marked *