ଏହି ଚେର ମିଳିଯାଏ ତ ଛାଡ଼ନ୍ତୁ ନାହିଁ,ରାତା ରାତି ଭାଗ୍ୟ ବଦଳିଯିବ..

ଆଜି ଆମେ ଆପଣଙ୍କୁ ଗୋଟିଏ ଛୋଟ ପ୍ରୟୋଗ ବିଷୟରେ କହିବୁ, ଏହି ଗଛର ନାମ ହେଉଛି ଅମରବେଲ | ଏହା ଏକ ପରଜୀବି, ଅନ୍ୟ ବୃକ୍ଷ ର ଖାଦ୍ୟ ଗ୍ରହଣ କରି ବଢିଥାଏ | ତେବେ ଆଜି ଆମେ ଆପଣଙ୍କୁ 5ଟି ଉପାୟ କହିବୁ | ତେବେ ଆସନ୍ତୁ ଜାଣିବା..

ତେବେ ପତି ପତ୍ନୀ ମଧ୍ୟରେ ଯଦି କେହି ତୃତୀୟ ଲୋକ ଆସିଯାଇଛି ଏବଂ ଆପଣ ଚାହୁଁଛନ୍ତି ତାଙ୍କୁ ଆୟତ୍ତ ରେ କରିବାକୁ ତେବେ ଏହିପରି ପରିସ୍ଥିତିରେ ଅମରବେଲର ଲତା ଆଣନ୍ତୁ | ଯଦି ମହିଳା କରୁଛନ୍ତି ତେବେ ସ୍ୱାମୀଙ୍କ ଲମ୍ବ ହିସାବରେ ଆଣିବେ ଯଦି ପୁରୁଷ କରୁଛନ୍ତି ତେବେ ମହିଳାଙ୍କ ଲମ୍ୱ ଯେତିକି ସେତିକି ବଡ ଲତା ଆଣନ୍ତୁ | ଏହା ପରେ ସେଥିରେ 3ଟି ଗଣ୍ଠି ପକେଇଦିଅନ୍ତୁ, ତାପରେ ତାକୁ ନେଇ କୌଣସି ଏକ ଶୁନଶାନ ସ୍ଥାନରେ ପାଦ ତଳେ ଚାପି ଦିଅନ୍ତୁ | ପୁରୁଷ ହୋଇଥିଲେ ଡାହାଣ ପାଦ ରେ ଏବଂ ମହିଳା ହେଇଥିଲେ ବାମ ପାଦରେ ଚାପିଦିଅନ୍ତୁ ଏବଂ ପଛକୁ ନବୁଲି ସିଧା ଘରକୁ ଆସିଯାନ୍ତୁ ଦେଖିବେ ସେ ଆପଣଙ୍କ ବଶରେ ହୋଇଯିବେ |

ଏହା ଶତ୍ରୁମାନଙ୍କ ପାଇଁ ମଧ୍ୟ କାମ କରିଥାଏ,ଯଦି ଆପଣଙ୍କର ଅନେକ ଶତ୍ରୁ ଅଛନ୍ତି ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆପଣ ଏହାର ପ୍ରୟୋଗ କରିପାରିବେ | ତେବେ ଅମରବେଲ ଏବଂ ଦୁଦୁରା ର ରସକୁ ନେଇ ଗୋଟିଏ କାଗଜ ଉପରେ ଶତ୍ରୁର ନାମ ଲେଖନ୍ତୁ | ଏହାକୁ କୌଣସି ଏକ ଶୂନଶାନ ଜାଗାରେ ମାଟିରେ ପୋତି ଦିଅନ୍ତୁ, ଦେଖିବେ ଆପଣଙ୍କର ଶତ୍ରୁ ବିରୋଧୀ କମ ହୋଇଯିବେ |

ଅମରବେଲ ବଶୀକରଣ ମଧ୍ୟ କରିଥାଏ, ଯେମିତିକି ଆପଣ ଯଦି କୌଣସି ପ୍ରେମ ସମ୍ପର୍କ ରେ ଅଛନ୍ତି କିମ୍ବା ପତି ପତ୍ନୀ ଅଛନ୍ତି | ତେବେ ଆପଣ ଏହି ଲତାରୁ ଟିକିଏ ଜାଳିଦେବେ ଏହାର ପାଉଁଶ କୁ ରାତିରେ ତାଙ୍କ ଶୋଇବା କକ୍ଷରେ ଛିଞ୍ଚି ଦେବେ | ଦେଖିବେ ଏହା ପରେ ଆପଣଙ୍କ ମଧ୍ୟ ତୃତୀୟ ଲୋକ କେହି ଆସିବେ ନାହିଁ ଏବଂ ପ୍ରେମ ମଧ୍ୟ ବଢିବ |

ତେବେ ଏହାର ଟୀକା ଆପଣ ସବୁଦିନ ଲଗେଇ ପାରିବେ | ଏହା ମଧ୍ୟ ବଶୀକରଣର ଉପାୟ ହୋଇଥାଏ ଟିକିଏ ଅମରବେଲ ଆଣନ୍ତୁ ଏହାକୁ ପେଶି ଦିଅନ୍ତୁ | ଏହା ପରେ ଏହାର ଟୀକା ଲଗାନ୍ତୁ | ଏହା ଲୋକଙ୍କୁ ବଶିକରଣ କରିଥାଏ ଏବଂ ଆପଣଙ୍କ ଶତ୍ରୁ କୁ କମ କରିଥାଏ |

Leave a Reply

Your email address will not be published. Required fields are marked *