ମରିଗଲେ ବି ଦ୍ୱିପ୍ରହର ସମୟରେ ଏହି ପାଞ୍ଚଟି ଭୁଲ ଆଦୋୖ କରନ୍ତୁ ନାହିଁ ନଚେତ ନଷ୍ଟ ହୋଇଯିବ ସମ୍ପୂର୍ଣ୍ଣ ପରିବାର :-

ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କହିବୁ ଯେ ଦ୍ୱିପ୍ରହର ସମୟରେ କେଉଁ କାମ କରିବା ଆଦୋୖ ଉଚିତ ନୁହେଁ । ନଚେତ ସମ୍ପୂର୍ଣ୍ଣ ପରିବାର ନଷ୍ଟ ହୋଇଯାଏ ।

୧ . ଦ୍ୱିପ୍ରହର ସମୟରେ ପୂଜାପାଠ କରିବା ଉଚିତ ନୁହେଁ । ସାଧରଣତଃ ପୂଜାପାଠ ପାଇଁ ସକାଳ ସମୟ ଅତ୍ୟନ୍ତ ଉତ୍ତମ ମୁହୁର୍ତ୍ତ ଅଟେ । ଏହି ସମୟରେ ଦେବଶକ୍ତି ଏବଂ ସକାରାତ୍ମକ ବାତାବରଣ ରହିଥାଏ । ମାତ୍ର ଦ୍ୱିପ୍ରହର ସମୟରେ ନକରାତ୍ମକ ବାତାବରଣ ରହିଥାଏ । ତେଣୁ ଏହି ସମୟରେ ପୂଜାପାଠ କଲେ ତାହା ଦୁଷ୍ଟ ଶକ୍ତିକୁ ଚାଲିଯାଏ ଏବଂ ସେହି ପୂଜାର ଫଳ ବ୍ୟକ୍ତିକୁ ପ୍ରାପ୍ତ ହୁଏନାହିଁ । ତେଣୁ ଦ୍ୱିପ୍ରହର ସମୟରେ ପୂଜାପାଠ ବର୍ଜିତ ଅଟେ ।

୨ . ଦ୍ୱିପ୍ରହର ସମୟରେ ଝାଡୁ ପୋଛା କରିବା ଉଚିତ ନୁହେଁ । କାରଣ ଏହି ସମୟରେ ବାତାବରଣରେ ନକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ସାଧରଣତଃ ଝାଡୁ ପୋଛା କରିବା ପାଇଁ ସକାଳ ସମୟ ଅତ୍ୟନ୍ତ ଉପଯୁକ୍ତ ଅଟେ । କାରଣ ଏହି ସମୟରେ ସବୁ ଦେବଦେବୀ ଗୃହ ମଧ୍ୟରୁ ପ୍ରସ୍ଥାନ କରନ୍ତି । କିନ୍ତୁ ଯଦି ଆପଣ ଦ୍ୱିପ୍ରହରରେ ଝାଡୁ ପୋଛା କରନ୍ତି ତେବେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ଘର ଛାଡ଼ି ଚାଲିଯାଆନ୍ତି । ଯାହାଦ୍ୱାରା ଘରେ କେବେବି ଆର୍ଥିକ ଉନ୍ନତି ଏବଂ ସମୃଦ୍ଧି ଆସେ ନାହିଁ ।

୩ . ଦ୍ୱିପ୍ରହର ସମୟରେ ସ୍ନାନ କରିବା ଉଚିତ ନୁହେଁ । ନଚେତ ଶରୀରରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ସ୍ନାନ କରିବା ପାଇଁ ସକାଳ ସମୟ ଅତ୍ୟନ୍ତ ଉପଯୁକ୍ତ ସମୟ ଅଟେ । ଏହି ସମୟରେ ସ୍ନାନ କରିବା ଦ୍ୱାରା ସବୁ ପ୍ରକାରର ଦେବତାଙ୍କ ଆଶୀର୍ବାଦ ରହିଥାଏ । ଏହାବ୍ୟତୀତ ବ୍ୟକ୍ତିଙ୍କୁ ଦ୍ୱିପ୍ରହର ସମୟରେ ନିର୍ଜନ ସ୍ଥାନ ଏପରିକି ସ୍ମଶାନ କିମ୍ବା କବରସ୍ଥାନକୁ ଯିବା ଉଚିତ ନୁହେଁ ।

୪ . ସ୍ନାନ ପୂର୍ବରୁ ଭୋଜନ କରବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ସ୍ନାନ ପୂର୍ବରୁ ବଞ୍ଚିତ ରହେ ସେହି ବ୍ୟକ୍ତି ସବୁ ପ୍ରକାରର ସୁଖ ସମୃଦ୍ଧିରୁ ବଞ୍ଚିତ ରହେ ।

ଭୁଲରେବି ଏହିସବୁ କାମ ରାତିରେ କରିବା ଉଚିତ ନୁହେଁ :-

୧ . ରାତିରେ ଏକ ନିର୍ଦିଷ୍ଟ ସମୟରେ ହିଁ ପ୍ରେମ ସମ୍ବନ୍ଧ ସ୍ଥାପନ କରିବା ଉଚିତ । ଅର୍ଥାତ ରାତି ୧୨ ରୁ ୩ ମଧ୍ୟରେ ହିଁ ପ୍ରେମ ସମ୍ବନ୍ଧ ସ୍ଥାପନ କରିବାର ନିର୍ଦିଷ୍ଟ ସମୟ ଅଟେ । ମାତ୍ର ରାତି ୩ ରୁ ବ୍ରହ୍ମ ମୁହୁର୍ତ୍ତର ଆରମ୍ଭ ହୋଇଥାଏ । ଏହି ସମୟରେ ଦୈବୀ ଶକ୍ତିର ଉପସ୍ଥିତି ରହିଥାଏ । ଏହି ସମୟରେ ଭଗବାନଙ୍କ ପୂଜା ଆରାଧନା ଏବଂ ଆରତୀ ହୋଇଥାଏ । ତେଣୁ ଏହି ସମୟରେ ପ୍ରେମ ସମ୍ବନ୍ଧ ସ୍ଥାପନ କଲେ ପରିସ୍ଥିତି ଗମ୍ଭୀର ହୋଇଥାଏ ।

୨ . ବିଳମ୍ବିତ ରାତିରେ ପୂଜାପାଠ କରିବା ଉଚିତ ନୁହେଁ । ପୂଜାପାଠ ରାତି ୧୧ ଟା ପୂର୍ବରୁ ଶୁଭ ମୁହୁର୍ତ୍ତରେ କରିବା ଉଚିତ । କାରଣ ରାତି ୧୧ ପରେ ପୂଜାପାଠ କଲେ ତାହା ତାନ୍ତ୍ରିକକୁ ଚାଲିଯାଏ । ଯାହା ଦୁଷ୍ଟ ଆତ୍ମାକୁ ଯାଇଥାଏ । ତେଣୁ ରାତିରେ ଶୁଭ ମୁହୂର୍ତ୍ତରେହିଁ ପୂଜାପାଠ କରିବା ଉଚିତ ଅର୍ଥାତ ରାତି ୧୧ ପୂର୍ବରୁ ।

୩ . ରାତିରେ ବିଛଣାକୁ ଯିବା ପୂର୍ବରୁ ହାତ ଗୋଡ଼ ଏବଂ ମୁହଁ ଭଲ ଭାବରେ ଧୋଇବା ଉଚିତ । ନଚେତ ଶାରୀରିକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ

୪ . ରାତିରେ ଶୋଇବାର ଅଧା ଘଣ୍ଟା ପୂର୍ବରୁ ହାଲୁକା ଗରମ କ୍ଷୀର ପିଇବା ଉଚିତ । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଏହାଦ୍ବାରା ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ ।

୫ . ରାତିରେ ଶୋଇବା ପୂର୍ବରୁ ନିଜର ପୁରା ଦିନର ଆକଳନ କରି ନିଅନ୍ତୁ ଏବଂ କେଉଁ କାମ କରିବା ଉଚିତ ଥିଲା ଏବଂ କେଉଁ କାମ କରିବା ଉଚିତ ନଥିଲା ତାହା ନିର୍ଣ୍ଣୟ କରି ଶୋଇ ଯାଆନ୍ତୁ । ଆଗାମୀ ଦିନ ସକାଳୁ ଉଠି ନୂଆ ଦିନଚର୍ଯା ଆରମ୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *