ଜଳିଲେ କର୍ପୁର ଦୂର ହୋଇଯିବ ସମସ୍ତ କଷ୍ଟ ! ଜାଣନ୍ତୁ କର୍ପୁରର ୧୦ ଟି ଚମତ୍କାରି କାମ !

କପୁର ଏକ ଉଡନ ସିଲ ଦିବ୍ୟ ପଦାର୍ଥ। ଏହା ପ୍ରାୟତ ଆରତୀ ପରେ କିମ୍ବା ଆରତୀ କରିବା ସମୟରେ ଜଳିଥାଏ, ଯାହା ବାୟୁମଣ୍ଡଳରେ ସୁଗନ୍ଧ ବିସ୍ତାର କରିଥାଏ ଏବଂ ମନକୁ ଶାନ୍ତି ଦେଇଥାଏ। କପୁରକୁ ସଂସ୍କୃତରେ କାପୁର, ପାର୍ସିରେ କାଫୁର ଏବଂ ଇଂରାଜୀରେ କାଇଫର କୁହାଯାଏ।

ଏହାର ଗୁରୁତ୍ୱ ଏବଂ ବ୍ୟବହାରକୁ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଅନେକ ଔଷଧ ଆକାରରେ କପୁରର୍ ଅନେକ ଲାଭ ମଧ୍ୟ ଅଛି। କିନ୍ତୁ ଯଦି କପୁରକୁ ଏପରି କିଛି କାମ ପାଇଁ ବ୍ୟବହାର କରିବା ଯାହା ଆମର ଧନ ବଢାଇବ ଏବଂ ଆମକୁ ନେଗେଟିଭ ଏନର୍ଜୀ ଠାରୁ ରକ୍ଷା କରିବା ତେବେ ଚାଲନ୍ତୁ ତାହା ବିଷୟରେ ଜାଣିବା।

ଯଦି ଅପଣଙ୍କ ପାଖରେ ଧନ ରହୁନାହିଁ କିମ୍ବା ଫସିକି ଅଛି ତେବେ ଆପଣ ଏକ ଗୋଲାପ ଫୁଲ ଉପରେ କପୁର ଜଳାଇ ମାତା ଦୁର୍ଗାଙ୍କୁ ଅର୍ପଣ କରି ଦିଅନ୍ତୁ ଏହାକୁ 45 ଦିନ ପର୍ଯ୍ୟନ୍ତ କରନ୍ତୁ କଷ୍ଟ ଦୂର ହୋଇଯିବ। ଏବଂ ଯଦି ଆପଣ ଧନ ବଢ଼େଇବା କୁ ଚଂହାନ୍ତି ତେବେ ଆପଣ ଏକ ପିତଳ ଧୂପ ଦାନୀରେ ଲବଙ୍ଗ ଉପରେ କପୁର ଜାଳି ଦିଅନ୍ତୁ ଏଥିରେ ଅପଣଙ୍କ ଧନ ବଢିବ। ଯଦି ଘରେ ସୁଖସାନ୍ତି ନାହିଁ ତେବେ କଳି ଝଗଡା ହଉଚି ଆପଣ ଯେଉଁଠି ସବୁ ଲୋକ।ମିଶିକି ବସନ୍ତି ସେଠି କପୁର ସହ ଘିଅ ଜଳାଇ ଦିଅନ୍ତୁ,ଏହାର ସୁଗନ୍ଧରେ ସବୁ ନେଗେଟିଭ ଏନର୍ଜୀ ଚାଲିଯିବ ଏବଂ ଘରେ ଖୁସିର ବାତାବରଣ ପୁଣି ଥରେ ଦେଖାଯିବ।

ଯଦି ଆପଣଙ୍କୁ ଲାଗୁଛି ଅପଣଙ୍କ ପାର୍ଟନରକୁ କେହି ବଶୀଭୂତ କରିଦେଇଛନ୍ତି ତେବେ ଆପଣ ତାଙ୍କ ଶୋଇବା ତକିଆ ତଳେ କପୁର ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠିଲା ପରେ ଜଳାଇ ଦିଅନ୍ତୁ ସବୁ ଠିକ ହୋଇଯିବ। ଯଦି ଘରେ ନେଗେଟିଭ ଏନର୍ଜୀ ବାସ କରୁଛନ୍ତି ଆପଣ ସବୁଦିନ ହନୁମାନ ଚାଳିସା ପାଠ କରନ୍ତୁ ଏବଂ କପୁର ଜଳାନ୍ତୁ ଏଥିରେ ନେଗେଟିଭ ଏନର୍ଜୀ ନଷ୍ଟ ହୋଇଯିବେ ଏବଂ କପୁର ଜଳିବା ଦ୍ୱାରା ସବୁ ଜୀବାଣୁ ନଷ୍ଟ ହୋଇଯାଇ ଥାନ୍ତି ଏବଂ ଆପଣଙ୍କ ପରିବାର ସୁସ୍ଥ ରହିଥାଏ।

ଯଦି ଆପଣଙ୍କ ଉପରେ ରାହୁ କେତୁ ଙ୍କର କୋପ ପଡିଥାଏ ତେବେ ଆପଣ ବାଥରୁମ ରେ କପୁର ରଖିଦିଅନ୍ତୁ ଏବଂ ଯଦି ଆପଣଙ୍କ ଜୀବନ ମରଣ ପରି କିଛି ଅସୁବିଧା ଆସେ ତେଶ ଏକ ନଡ଼ିଆ ଉପରେ ଲବଙ୍ଗ ଏବଂ କପୁର ଜାଳି ଦିଅନ୍ତୁ ସବୁ ଠିକ ହୋଇଯିବ। ଏବଂ ଧନ ସମ୍ପତ୍ତି ବଢ଼େଇବା ପାଇଁ ଆପଣ ପାଣିରେ କପୁରଟେଲ ଢାଳିକି ଗାଧାନ୍ତୁ ସବୁ ଠିକ ହୋଇଯିବ।

Leave a Reply

Your email address will not be published. Required fields are marked *