ଚଳିତ ବର୍ଷ ଅଗଷ୍ଟ ୨୩ ରୁ ୩୦ ତାରିଖ ମଧ୍ୟରେ କିଛି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଦୀର୍ଘ ୧୭୨ ବର୍ଷ ପରେ ଏହି ସଂଯୋଗ ସୃଷ୍ଟି ହେଉଛି । ଯାହାକି କିଛି ରାଶିର ଜୀବନ ବଦଳାଇ ଦେବ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ କାରଣରୁ ଜୀବନରେ କୌଣସି ଅଭାବ ରହିବ ନାହିଁ । ତେବେ ଚାଲନ୍ତୁ ସେହି ସବୁ ଭାଗ୍ୟଶାଳୀ ରାଶିଙ୍କ ସୁଲଭ ବିଷୟରେ ଜାଣିନେବା ।
୧ . କନ୍ୟା ରାଶି:-
ଅଗଷ୍ଟ ୨୩ ରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ବର୍ଷିବାକୁ ଯାଉଛି । ମାତାଙ୍କ କୃପା କାରଣରୁ ଆର୍ଥିକ ବୃଦ୍ଧି ହେବ ଏବଂ ଆପଣ ନୂଆ ଗାଡ଼ି କିମ୍ବା ଇଲେକ୍ଟ୍ରିକଟ୍ରୋନିକ ଜିନିଷ କିଣି ପାରନ୍ତି । ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବାକୁ ଯାଉଛି ଏବଂ ଆପଣ ବ୍ୟବସାୟରେ ଅଗ୍ରଗତି କରିବକୁ ଯାଉଛନ୍ତି । ବିଦ୍ୟାର୍ଥୀ ମାନେ ମଧ୍ୟ ସଫଳତା ପାଇବାକୁ ଯାଉଛନ୍ତି । ପୂର୍ବରୁ ଥିବା ଶାରୀରିକ ସମସ୍ୟା ଦୂର ହେବା ସହିତ ବେରୋଜଗାର ସମସ୍ୟା ମଧ୍ୟ ଦୂର ହେବାକୁ ଯାଉଛି ।
୨ . କୁମ୍ଭ ରାଶି:-
କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ବର୍ଷିବାକୁ ଯାଉଛି । ଧନ ଧାନ୍ୟରେ ବୃଦ୍ଧି ହେବାକୁ ଯାଉଛି । ଉଭୟ ଚାକିରୀ ଏବଂ ବିଜନେସ କରୁଥିବା ବ୍ୟକ୍ତି ଲାଭ ପାଇବାକୁ ଯାଉଛନ୍ତି । ପରିବାରରେ ସୁଖ ସମୃଦ୍ଧି ଏବଂ ପ୍ରେମ ଜୀବନରେ ଖୁସି ଆସିବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି ।
୩ . ବୃଷ ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଅପାର ଖୁସି ଆସିବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିବା ସହିତ ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । କୋର୍ଟ କଚେରୀ ମାମଲା ଥିଲେ ସେଥିରେ ସଫଳ ହେବାକୁ ଯାଉଛନ୍ତି । ବେରୋଜଗାର ଥିବା ବ୍ୟକ୍ତିଙ୍କୁ ମନ ପସନ୍ଦର ଚାକିରୀ ମିଳିବାକୁ ଯାଉଛି ।
୪ . ତୁଳା ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ଖୁସି ରହିବେ ଏବଂ ଏମାନଙ୍କୁ ଚାକିରୀରେ ପଦୋନ୍ନତି ମିଳିବାକୁ ଯାଉଛି । ଏମାନେ ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବାକୁ ଯାଉଛନ୍ତି । ସମାଜରେ ମାନ ସମ୍ମାନ ଏବଂ ଯଶ ଖ୍ୟାତି ବୃଦ୍ଧି ହେବାକୁ ଯାଉଛି । ମାତାଙ୍କ କୃପାରୁ ବେରୋଜଗାର ଥିବା ଲୋକଙ୍କୁ ମନ ପସନ୍ଦର ଚାକିରୀ ପ୍ରାପ୍ତ ହେବାକୁ ଯାଉଛି ।
୫ . ସିଂହ ରାଶି:-
ମାତା ଲକ୍ଷ୍ମୀଙ୍କ କୃପାରୁ ପୂର୍ବରୁ ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ପୂର୍ବରୁ ଯେଉଁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ଆସୁଥିଲା ସେଥିରେ ଆଉ ବାଧା ସୃଷ୍ଟି ହେବ ନାହିଁ । ଚାକିରୀ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବାକୁ ଯାଉଛି । ବେରୋଜଗାର ଥିବା ବ୍ୟକ୍ତିଙ୍କୁ ମଧ୍ୟ ମନ ପସନ୍ଦର ଚାକିରୀ ମିଳିବାକୁ ଯାଉଛି ।
୬ . ମିଥୁନ ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ । ଯେଉଁ କାରଣରୁ ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । ପରିବାରରେ ଖୁସିର ବାତାବରଣ ଖେଳିବାକୁ ଯାଉଛି । ବିବାହ ହେଉନଥିବା ବ୍ୟକ୍ତିଙ୍କର ବିବାହର ଯୋଗ ସୃଷ୍ଟି ହେବାକୁ ଯାଉଛି । ନିଜର କ୍ରୋଧ ଉପରେ ସଂଯମତା ରକ୍ଷା ଆବଶ୍ୟକ ନଚେତ କିଛି ସମସ୍ୟା ଉପୁଜିପାରେ ।