ଦିଅର ନିଜ ଭାଉଜକୁ କିପରି କରିବେ ପୂଜା , ଏହି ସମୟରେ ରଖନ୍ତୁ କିଛି ଖାସ ଧ୍ୟାନ

ଦିଅର ଭାଉଜର ପୂଜା କରିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ , ଯେମିତି ଭାଉଜକୁ କୌଣସି ପ୍ରକାରର କଷ୍ଟ ନହେଉ । ସେ ଯେମିତି କହୁଛନ୍ତି ଆପଣ ସେମିତି ହିଁ କରନ୍ତୁ । ଏହାଦ୍ବାରା ଭାଉଜ ଖୁସି ହେବେ । ବଡ଼ ଭାଇର ସ୍ତ୍ରୀ ସାନ ଭାଇର ଭାଉଜ ହିଁ ହୋଇଥାଏ । ଯାହାକି ଅତ୍ୟନ୍ତ ପବିତ୍ର ସମ୍ପର୍କ ଅଟେ । ଯେତେବେଳେ ଜଣେ କୁଆଁରୀ ଝିଅ ବିବାହ କରେ ସେତେବେଳେ ସେ ନିଶ୍ଚିତ ଭାବରେ କାହାରି ଭାଉଜ ହୋଇଯାଏ । ବିବାହ ପରେ ସବୁ ସ୍ତ୍ରୀର ସୌନ୍ଦର୍ଯ୍ୟ ଅନେକ ଗୁଣା ବଢ଼ିଯାଏ ଏବଂ ସେହି ସୁନ୍ଦରତା ଦେଖିବା ଯୋଗ୍ୟ ହୋଇଥାଏ ।

ଭାଉଜ ଶବ୍ଦଟି ଅତ୍ୟନ୍ତ ସ୍ନେହର ଶବ୍ଦ ଅଟେ । କହିରଖିବୁ ଯେ ନିଜ ଠାରୁ ବଡ଼ କେହି ସମ୍ପର୍କୀୟ କିମ୍ବା ମିତ୍ର ଲୋକଙ୍କ ଠାରୁ ବଡ଼ କହି ବିବାହିତ ମହିଳାଙ୍କୁ ଖୁସି କରିବା ପାଇଁ ଭାଉଜ ଶବ୍ଦର ବ୍ୟବହାର କରିଥାଏ । କିନ୍ତୁ କିଛି ଏପରି ଅନ୍ୟ କଥା ଅଛି ଯାହାକୁ ଦିଅର ନିଜ ଭାଉଜ ସହିତ କରିବା ଉଚିତ । ଏହି କାମ ଅତ୍ୟନ୍ତ ଜରୁରୀ ଅଟେ । ଏପରି କରିବା ଦ୍ୱାରା ମହିଳାଙ୍କୁ ଅତ୍ୟନ୍ତ ଖୁସି ମିଳିଥାଏ ଏବଂ ଆପଣଙ୍କୁ ଆଶୀର୍ବାଦ ମଧ୍ୟ ମିଳିଥାଏ ।

ପ୍ରଥମତଃ ଦିଅର ନିଜ ଭାଉଜଙ୍କୁ ଖୁସି କରିବା ପାଇଁ ଯଦି ମା’ ଶବ୍ଦ ଉଚ୍ଚାରଣ କରେ ତେବେ ଅଧିକ ଭଲ ହୋଇଥାଏ । ଦିଅର ଯଦି କେବେ କେବେ ନିଜ ଭାଉଜକୁ ଭାବି ମା କହି ଡାକେ ତେବେ ଦିଅର ଏବଂ ଭାଉଜ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଯାଏ । କହିରଖିବୁ ଯେ ଭାଉଜକୁ ମା’ ସମାନ ମାନା ଯାଇଥାଏ । ଯେଉଁଠି ବଡ଼ ଭାଇ ପିତା ସମାନ ହୋଇଥାନ୍ତି । ଯେଉଁ ଘରେ ଭାଇ ଭାଉଜଙ୍କ ସମ୍ମାନ ହୋଇ ନଥାଏ ସେହି ଘରେ ମମତାର ନାଶ ହୋଇଥାଏ । ତାସହିତ ସମ୍ପର୍କରେ କଳଙ୍କ ମଧ୍ୟ ଲାଗିଯାଏ । ଭାଉଜ ଉପରେ ଖରାପ ନଜର ପକାଇବା ମା’ ଉପରେ ଖରାପ ନଜର ପକାଇବା ସଦୃଶ୍ୟ ହୋଇଥାଏ । ଯେଉଁ ବ୍ୟକ୍ତି ଏପରି କରିଥାଏ ସେଠାରେ ସମ୍ପର୍କ କଳୁଷିତ ହୋଇଥାଏ ।

ଏହାବ୍ୟତୀତ ସେହି ବ୍ୟକ୍ତି ପାପର ଭାଗିଦାର ମଧ୍ୟ ହୋଇଥାଏ । ଏପରି ମାନା ଯାଇଥାଏ ଯେ ଯେଉଁ ଘରେ ଭାଉଜକୁ ମା’ ର ସ୍ଥାନ ଦିଆଯାଏ ଏବଂ ଭାଇକୁ ପିତାଙ୍କ ସ୍ଥାନ ଦିଆଯାଏ , ସେହି ଘର ସ୍ୱର୍ଗ ହୋଇଯାଏ । ପ୍ରଥମତଃ ଭାଉଜ ଏବଂ ମା’ ମଧ୍ୟରେ କିଛି ଫରକ ନଥାଏ । ତେଣୁ ମା’ ସହିତ ଆପଣ ଯେଉଁଭଳି ବ୍ୟବହାର କରୁଛନ୍ତି ସେହିଭଳି ବ୍ୟବହାର ଆପଣ ନିଜ ମା’ ସହିତ ମଧ୍ୟ କରି ପାରିବେ । ଭାଉଜ ସହିତ ଦିଅର ଖେଳି ପାରିବ , ଖାଇ ପାରିବ ଏବଂ ସକାଳୁ ଉଠି ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇ ପାରିବ । ଦିଅର ନିଜ ଭାଉଜକୁ ନିଜର ସବୁ ରହସ୍ୟ କରି ପାରିବ । ମାତ୍ର ମନେ ରଖନ୍ତୁ ଯେ ଏହି ସମ୍ପର୍କକୁ ଖରାପ କଲେ ଅନେକ ପାପର ଭାଗିଦାରୀ ହେବାକୁ ପଡ଼ିଥାଏ ଏବଂ ମା’ ର ପବିତ୍ରତା ମଧ୍ୟ ଭଙ୍ଗ ହୋଇଥାଏ ।

Leave a Reply

Your email address will not be published. Required fields are marked *