ଦିଆସିଲ ରେ ରଖନ୍ତୁ ଏହି 1 ଜିଣିଷ ଦରିଦ୍ରତା ଭୁଲିଯିବ ଘର ରାସ୍ତା, କୋଟି କୋଟିରେ ନଖେଳିବ ତ କହିବ..

ଆଜି ଆମେ ଆପଣଙ୍କ ପାଇଁ ବହୁତ ଖାସ ପ୍ରୟୋଗ ନେଇକି ଆସିଛୁ,ଆଜି ଆମେ ଦିଆସିଲ ବିଷୟରେ କହିବୁ ଏବଂ ରାହୁ ବିଷୟରେ କହିବୁ | ଯଦି କୁଣ୍ଡଳୀରେ ରାହୁ ବିଗିଡି ଯାଏ ତ ସମସ୍ୟା ବଢ଼େଇଦିଏ କିନ୍ତୁ ଦିଆସିଲ ସହ ଏହାର ସମ୍ପର୍କ କଣ ଏହା ମଧ୍ୟ ଆମେ ଆପଣଙ୍କୁ କହିବୁ | ରାହୁ ଯଦି ସୁପ୍ରଭାତ ଦିଏ ତେବେ ବ୍ୟକ୍ତିକୁ ବାଣୀର ଶକ୍ତି ଦେଇଥାଏ |ସେମାନେ ଲୋକଙ୍କୁ ବହୁତ ଶୀଘ୍ର ପସନ୍ଦ ଆସନ୍ତି |

ବଡ ରୁ ବଡ଼ ଶତ୍ରୁ ବି ମିତ୍ର ହୋଇଯାନ୍ତି,ଅନେକ ସମସ୍ୟା ରୁ ବାହାରକୁ ବାହାରିବା ପାଇଁ ମଧ୍ୟ ରାହୁ ସାହାଯ୍ୟ କରିଥାଏ | କାରଣ ରାହୁ ପ୍ରଭାବ ରେ ବିଦେଶ ରେ ଚାକିରୀ ବି ମିଳିଥାଏ ଏବଂ ରାଜନୀତି ରେ ସଫଳତା ବି ମିଳିଥାଏ | ବ୍ୟକ୍ତି କୁ ଥକାନ ଅନୁଭବ ହୁଏ ନାହିଁ |

କିନ୍ତୁ ଯଦି ଏହି ରାହୁ କମ ଜୋର ହୋଇଯାଏ ତେବେ ଏହା ବହୁତ ହଇରାଣ କରିଥାଏ | ଆପଣଙ୍କୁ କଳ୍ପନାର ସମସ୍ୟା ହେବ ଯେମିତିକି ବିନା କାରଣ ରେ କିଛି ନା କିଛି ଆପଣ ଭାବିବାକୁ ଲାଗିବେ | ଆପଣଙ୍କୁ ଲାଗିବ ଆପଣଙ୍କ ପଛ ରେ କିଏ ଅଛି,ଆପଣଙ୍କ ଘରେ ବି ଆଉ କେହି ଅଛି | କିମ୍ଵା ଯେବେ ଆପଣ ରାସ୍ତାରେ ଚାଲିକି ଯାଉଥିବେ ତ ଆପଣଙ୍କୁ ଲାଗିବ ଆପଣଙ୍କ ପଛରେ କିଏ ଚାଲୁଚି? ଏହା ଠାରୁ ମୁକ୍ତି ପାଇବା ପାଇଁ ଦିଆସିଲ ରେ ଏହି ଗୋଟିଏ ଜିଣିଷ ରଖିବା ଦ୍ୱାରା ରାହୁ ର ସବୁ ନକାରାତ୍ମକ ଉର୍ଜା ସମାପ୍ତ ହୋଇଯିବ | ଆପଣ ଏହି ଦିଆସିଲ ଆପଣଙ୍କ ଘରେ ରଖିପାରିବେ | କିମ୍ଵା ନିଜ ସହ ମଧ୍ୟ ରଖି ପାରିବେ |

ଏବଂ ରାହୁର ପ୍ରଭାବ ରେ ନାମ ବି ମିଳିଥାଏ ଏବଂ କଳଙ୍କ ବି ଲାଗିଥାଏ | ରାହୁ ର କୁପ୍ରଭାବ ରେ ଆପଣ ଠକାମୀ ରେ ପଡି ପାରନ୍ତି |ଏମିତି ରେ ବି ଆପଣଙ୍କ ବାଣୀ ରାହୁ ର ପ୍ରଭାବରେ ଖରାପ ହେଇପାରେ | ରାହୁ ଭଲ ଥିଲେ ସବୁ ଭଲ ହୁଏ ଏବଂ ଖରାପ ହୋଇଗଲେ ସବୁ ଖରାପ ମଧ୍ୟ ହୋଇଯାଏ | ରାହୁ ଦ୍ୱାରା ଅନେକ କୁପ୍ରଭାବ ମଧ୍ୟ ପଡିଥାଏ | ତେବେ ସେଥିରୁ ବଞ୍ଚିବା ପାଇଁ ଆପଣ ଦିଆସିଲ ଡବା ରେ ଗୋଟିଏ ଛୋଟ ପ୍ରୟୋଗ କରିପାରିବେ |

ଆପଣ ଚନ୍ଦନ ର ଛୋଟ ଖଣ୍ଡ ନିଅନ୍ତୁ ସେଥିରେ ବ୍ଲୁ ରଙ୍ଗର ସୁତା ଗୁଡ଼େଇକି ଦିଆସିଲ ରେ ରଖନ୍ତୁ | ଏହା ଦ୍ୱାରା ରାହୁ ଶାନ୍ତ ହୋଇଥାଏ ଏବଂ ସମସ୍ତ ନକାରାତ୍ମକ ଉର୍ଜା ଚାଲିଯାଏ | ଏହା ଛଡା ଆପଣ ଦୁଇ ଚାରି ହଳଦିଆ ସୋରିଷର ଦାନ ମଧ୍ୟ ରଖିପାରିବେ | ଏହା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ | ରାହୁ ଦୋଷରୁ ମୁକ୍ତି ମିଳିଥାଏ..

Leave a Reply

Your email address will not be published. Required fields are marked *