ସକାଳ ହେବା ମାତ୍ରେ ମହିଳାଙ୍କର ଏହି 2 ଜିଣିଷ ଦେଖିନିଅନ୍ତୁ ପୂଜା ପାଠ ବିନା ହୋଇଯିବେ ମାଲାମାଲ..

ବନ୍ଧୁଗଣ ଆମ ବେଦ ପୂରାଣରେ ମହିଳାଙ୍କ ବିଷୟରେ ଏମିତି ଅନେକ କଥା କୁହାଯାଇଛି ଯାହାକୁ ଆପଣ ପୂଜା ପାଠ ବିନା କଲେ ମଧ୍ୟ ମାଲାମାଲ | ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏହିପରି କିଛି ଜିଣିଷ ବିଷୟରେ ଯାହାକୁ ପୁରୁଷ ନିଜ ଜୀବନରେ କରିବା ଦ୍ୱାରା ରାତା ରାତି ମାଲାମାଲ ହୋଇଯାଏ | ଆପଣଙ୍କୁ କହିରଖୁଛୁ ଯଦି ପୁରୁଷ ସକାଳ ହେବା ମାତ୍ରେ ମହିଳାଙ୍କର ଏହି 2 ଜିଣିଷ ଦେଖିନିଏ ତେବେ ପୂଜା ପାଠ ବିନା ସେମିତି ହୋଇଯାନ୍ତି ମାଲାମାଲ | ମହିଳାଙ୍କର ଏହି ଜିଣିଷ ବହୁତ ଖାସ ହୋଇଥାଏ, ଆପଣ ସକାଳୁ ସକାଳୁ ଏହାର ଦର୍ଶନ କରନ୍ତୁ ଆପଣ କଳ୍ପନା ବି କରିପାରିବେ ନାହିଁ ଯାହା ଆପଣ ଇଛା କରିବେ ସବୁ ପୂର୍ଣ୍ଣ ହେବ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

କର୍ଣ୍ଣର ଭାଗରେ ମାତା ଲକ୍ଷ୍ମୀ ବାସ କରନ୍ତି :

ବନ୍ଧୁଗଣ ସକାଳୁ ସକାଳୁ ଯେବେ ଆପଣ ବିଛଣା ରୁ ଉଠନ୍ତି, ସର୍ବପ୍ରଥମେ ମହିଳାଙ୍କର ଏହି ଅଂଶ କୁ ଦେଖନ୍ତୁ ଆପଣ କୋଟିପତି ହୋଇଯିବେ | ତେବେ ବନ୍ଧୁଗଣ ହିନ୍ଦୁଶାସ୍ତ୍ର ରେ ମହିଳାଙ୍କର କର୍ଣ୍ଣର ପଛ ଭାଗ କୁ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ | ତେବେ ପୁରୁଷ ଙ୍କୁ ସକାଳୁ ଉଠି ଏହି ଭାଗକୁ ଦର୍ଶନ କରିବା ଉଚିତ | ବେଦ ପୁରାଣ ରେ କୁହାଯାଇଛି ମହିଳାଙ୍କର ଏହି ଅଂଶ ରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ତେବେ ଯେଉ ପୁରୁଷ ଏହାକୁ ଦର୍ଶନ କରେ ତାହାର ଭାଗ୍ୟ ବଦଳିଯାଏ | ସମସ୍ତ ମନୋସ୍କାମନା ଧୀରେ ଧୀରେ ପୂର୍ଣ୍ଣ ହେବାକୁ ଲାଗେ | ସେ ବହୁତ ଧନବାନ ହୋଇଯାଏ ତେବେ ସକାଳୁ ଉଠି ଏହି ଅଂଶ ନିଶ୍ଚିନ୍ତ ଦର୍ଶନ କରନ୍ତୁ | କିନ୍ତୁ ଧ୍ୟାନ ରଖନ୍ତୁ ମହିଳାଙ୍କୁ ଦୁର୍ବ୍ୟବହାର କରନ୍ତୁ ନାହିଁ ଏହା ଦ୍ୱାରା ମାତା ଦୁର୍ଗା କ୍ରୋଧିତ ହୋଇଥାନ୍ତି |

ମଥାରେ ରହିଛି ଦିବ୍ୟଶକ୍ତି :

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ମହିଳାଙ୍କ ମସ୍ତକର ଉପର ଭାଗରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ | ସକାଳୁ ସକାଳୁ ଯେଉ ବ୍ୟକ୍ତି ମହିଳାଙ୍କର ଏହି ଭାଗକୁ ଦର୍ଶନ ତାହାର ଭାଗ୍ୟର ବନ୍ଦ କବାଟର ତାଲା ଖୋଲିଯାଏ | ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦା ସର୍ବଦା ତାଙ୍କ ଉପରେ ରହିଥାଏ | ତେବେ ବନ୍ଧୁଗଣ ସକାଳୁ ଉଠି ମହିଳାଙ୍କ ଏହି ଅଙ୍ଗ କୁ ଦର୍ଶନ କରିବା ଦ୍ୱାରା ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ | ସିନ୍ଦୁର ଲଗାଯାଉଥିବା ଭାଗରେ ମାତା ଲକ୍ଷ୍ମୀ ସର୍ବଦା ଅସ୍ଥାୟୀ ରୂପରେ ବାସ କରିଥାନ୍ତି | ଆପଣ ମଧ୍ୟ ସକାଳୁ ଏହି କାର୍ଯ୍ୟ ନିଶ୍ଚିନ୍ତ କରନ୍ତୁ ଭାଗ୍ୟ ବଦଳିଯାଇଥାଏ |

ପାଦ ଦେଖିଦେଲେ ଚମତ୍କାର ହୋଇଯାଏ :

ଶାସ୍ତ୍ର ରେ କୁହାଯାଇଛି ମହିଳାଙ୍କ ପାଦ କୁ ଦେଖିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଯାଇଥାଏ | ଭଗବାନ କୃଷ୍ଣ କହିଛନ୍ତି ଯେଉ ବ୍ୟକ୍ତି ମହିଳାଙ୍କ ପାଦକୁ ସମ୍ମାନ କରେ, ତାଙ୍କୁ ଜୀବନରେ ସବୁ ସୁଖ ସମୃଦ୍ଧି ମିଳିଥାଏ | କାରଣ ମହିଳା ହେଉଛନ୍ତି ଜନନୀ ନାରୀ ପାଇଁ ସୃଷ୍ଟି ତେବେ ଯଦି ନାରୀ କୁ ସମ୍ମାନ କରନ୍ତି ତେବେ ଜୀବନ ବଦଳି ଯାଇ ପରେ | ମହିଳାଙ୍କର ଏହି ଅଂଶ କୁ ସକାଳୁ ସକାଳୁ ଦର୍ଶନ କରିବା ଦ୍ୱାରା ପୁରୁଷ ଧନୀ ହୋଇଯାଇଥାଏ | ଜୀବନ ରେ ସବୁ ସୁଖ ସେହି ପୁରୁଷ କୁ ମିଳିଥାଏ |

ନାଭିରେ ଅଛନ୍ତି ମାତା ପାର୍ବତୀ :

ହିନ୍ଦୁ ବେଦ ଏବଂ ପୁରାଣ ରେ ବର୍ଣନା କରାଯାଇଛି କି ମହିଳାଙ୍କ ନାଭିରେ ମାତା ପାର୍ବତୀଙ୍କର ବାସ ରହିଛି | ଯେଉ ପୁରୁଷ ସକାଳୁ ସକାଳୁ ଉଠି ମହିଳାଙ୍କ ନାଭି କୁ ଦର୍ଶନ କରେ ଏବଂ ତାହାକୁ ସାମ୍ମନ କରେ ସେହି ବ୍ୟକ୍ତି ଜୀବନ ରେ ବହୁତ ଉନ୍ନତି କରିଥାଏ | ତେବେ ବନ୍ଧୁଗଣ ମହିଳାଙ୍କ ଏହି ଅଂଶ କୁ ସକାଳୁ ସକାଳୁ ପୁରୁଷ ଦର୍ଶନ କରିବା ଦ୍ୱାରା ମାଲାମାଲ ହୋଇଯାଇଥାଏ |

Leave a Reply

Your email address will not be published. Required fields are marked *