ଶ୍ରୀକୃଷ୍ଣ କୁହନ୍ତି ଘରର ମହିଳା ଏହି ପରି ଶୋଇଲେ ଘର ପାଇଁ ଶୁଭ ହୁଏ..

ହିନ୍ଦୁଧର୍ମ ଅନୁଯାୟୀ ମହିଳାମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ | ତେବେ ଶାସ୍ତ୍ରରେ ମହିଳାମାନଙ୍କ ର ଖାଇବା,ଶୋଇବା,ଚାଲିବା,ବସିବା ଉପରେ ଅନେକ ତଥ୍ୟ ବର୍ଣିତ ହୋଇଅଛି | ତେବେ ବନ୍ଧୁଗଣ ମହିଳା ମାନଙ୍କ ଶୋଇବା ଉପରେ ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି ଯେ ମହିଳା ମାନେ ରାତିରେ ଏହିପରି ଶୋଇବା ଦ୍ୱାରା ଘରକୁ ଅନେକ ଧନ ଆସି ଥାଏ |

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ମହିଳାଙ୍କ ଶୋଇବା ବିଷୟରେ କହିବାକୁ ଯାଉଛୁ କେଉଁ ପରି ଶୋଇଲେ ଧନର ବର୍ଷା ହୋଇଥାଏ | ତେବେ ବନ୍ଧୁ ଯେମିତି ବଂଚିବା ପାଇଁ ଖାଦ୍ୟ ଦରକାର ଠିକ ସେହିପରି ଉତ୍ତମ ମାନସିକ ଶାନ୍ତି ପାଇଁ ଶୋଇବା ନିତାନ୍ତ ଆବଶ୍ୟକ କିନ୍ତୁ ବନ୍ଧୁଗଣ ଶାସ୍ତ୍ର ରେ ଶୋଇବାକୁ ନେଇ ଅନେକ କଥା କୁହାଯାଇଛି ତେବେ ଚାଲନ୍ତୁ ସେହି ବିଷୟରେ ଜାଣିବା | ମହିଳାମାନେ କେଉଁ ପରି ଶୋଇଲେ ହୋଇଥାଏ ଧନର ବର୍ଷା..

ତେବେ ବନ୍ଧୁଗଣ ମହିଳାମାନେ ବିଳମ୍ଭ ରାତ୍ରିରେ ଶୋଇବା ଏବଂ ବିଳମ୍ବ ସକାଳେ ଉଠିବା ମଧ୍ୟ ଉଚିତ ହୋଇନଥାଏ | ତେବେ ଯେଉଁ ମହିଳା ସକାଳେ ଡେରି ରେ ଉଠିଥାଏ, ସେହି ଘରେ ମାତା ଲକ୍ଷ୍ମୀ ଆଦୌ ରହି ନଥାନ୍ତି | ଯେଉଁ ନାରୀ ସକାଳୁ ଶୀଘ୍ର ଉଠି ସବୁ କାମ ସାରି ଭଗବାନଙ୍କୁ ପୂଜା କରେ ସେହି ଘରେ ଧନର ବର୍ଷା ହୋଇଥାଏ | ତେବେ ବନ୍ଧୁଗଣ ଭଗବାନ କୃଷ୍ଣ କହିଛନ୍ତି ମହିଳାମାନେ ସକାଳେ ଶୀଘ୍ର ଉଠିବା ଉଚିତ |

ବନ୍ଧୁଗଣ ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି, ତେବେ ଶୋଇବାର କିଛି ସମୟ ପୂର୍ବରୁ କୌଣସି ପ୍ରକାରର ନକାରାତ୍ମକ ଚିନ୍ତା କିମ୍ବା ନକରାତ୍ମକ ଭାବନା ରେ ଭାବିବା ଉଚିତ ନୁହେଁ | କାରଣ ଏହିପରି କରିବା ଦ୍ୱାରା ଏହାର କୁପ୍ରଭାବ ମଣିଷ ଉପରେ ପଡିଥାଏ, ତେବେ ବନ୍ଧୁଗଣ ଯେଉ ମହିଳା ଏହିପରି କରନ୍ତି ତାଙ୍କ ଘରେ ଲକ୍ଷ୍ମୀ ରୁହନ୍ତିନି |

ତେବେ ଶାସ୍ତ୍ର ରେ ଏହା ଉଲ୍ଲେଖ କରାଯାଇଛି କି ମହିଳା ମାନେ କୌଣସି ବିଶେଷ ଦିନ ରେ ଶୀଘ୍ର ଉଠିବା ଉଚିତ ହୋଇଥାଏ, ତେବେ ଏହି ପରି ଯେଉ ମହିଳା ଡେରିରେ ଉଠନ୍ତି ତାଙ୍କ ଘରେ ରାହୁ,କେତୁ ଏବ ଶନିଙ୍କର ପ୍ରଭାବ ପଡିଥାଏ | ତେବେ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଶୀଘ୍ର ଉଠିବା ଉଚିତ | ଶୀଘ୍ର ଶୋଇକି ଉଠିବାର ଠିକ ସମୟ ସକାଳ 4ଟା ରୁ 5ଟା ହୋଇଥାଏ | ଏହି ସମୟରେ ମହିଳା ଉଠିଲେ ସେହି ଘରେ ଲକ୍ଷ୍ମୀ ବାସ କରନ୍ତି |

ଶାସ୍ତ୍ରରେ ମାନ୍ୟତା ଅଛି କି ଦକ୍ଷିଣ ପୂର୍ବ ଦିଗରେ ମୁଣ୍ଡ ରଖି ଶୋଇଲେ ବହୁତ ପୁଣ୍ୟ ହୋଇଥାଏ | ଯେଉ ମହିଳା ଦକ୍ଷିଣ ପୂର୍ବ ଦିଗକୁ ମୁଣ୍ଡ ରଖି ସୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି | ତେବେ ଭାବବାନ କୃଷ୍ଣ କହିଛନ୍ତି ଯେ ଏହି ଦିଗରେ ମୁଣ୍ଡ ରଖି ଶୋଇବା ଦ୍ଵାରା ସମସ୍ତ ପରିବାରର ମଙ୍ଗଳ ହୋଇଥାଏ |

Leave a Reply

Your email address will not be published. Required fields are marked *