ମହିଳାଙ୍କ ଏହି ଗୁଣ ସ୍ୱାମୀଙ୍କୁ ରାତାରାତି କୋଟିପତିରୁ କରିଥାଏ କାଙ୍ଗାଳ , ଜାଣି ରଖନ୍ତୁ :-

ଅନେକ ବ୍ୟକ୍ତିଙ୍କ ସୌଭାଗ୍ୟ ଘରର ମହିଳାଙ୍କ ସ୍ୱଭାବ ଏବଂ ଗୁଣ ଉପରେ ନିର୍ଭର କରିଥାଏ । ପ୍ରାଚୀନ କାଳରୁ ହିଁ ଘରର ମହିଳାଙ୍କୁ ଲକ୍ଷ୍ମୀ ବୋଲି ମାନା ଯାଇଛି । ଜଣେ ମହିଳା ଚାହିଁଲେ ଘରକୁ ସ୍ୱର୍ଗ ବନାଇ ପାରେ କିମ୍ବା ଚାହିଁଲେ ନର୍କ ମଧ୍ୟ ବନାଇ ପାରେ । ମାତ୍ର ଆମ ଶାସ୍ତ୍ରରେ ଘର ପରିବାରର ମହିଳାଙ୍କ ଚରିତ୍ର ବିଷୟରେ କିଛି ଏପରି କଥା କୁହାଯାଇଛି ଏବଂ ଯଦି ସେମାନେ ଏପରି କାମ କିଛି କରନ୍ତି ତେବେ ଅନେକ ସମସ୍ୟା ଦେଖା ଦେଇଥାଏ । ତେଣୁ ଏମିତିରେ ଜାଣନ୍ତୁ ଯେ ମହିଳାଙ୍କର କେଉଁ ଭୁଲ ଦ୍ୱାରା କୋଟିପତି ଏବଂ ସମୃଦ୍ଧ ପରିବାର କୋଟିପତି ହୋଇଯାଏ ।

୧ . ଗୋଡ଼ ହଲାଇବା :-

ଯେଉଁ ଘରର ମହିଳା ଘରେ ଭୋଜନ କରିବା ସମୟରେ ଗୋଡ଼ ହଲାଇ ଥାଏ । ସେହି ଘର ବର୍ବାଦ ହୋଇଯାଏ । ଏହାଦ୍ବାରା ଘରର ମୁରବିଙ୍କ ଚାକିରୀ ମଧ୍ୟ ଯାଇପାରେ । ଏହାଦ୍ବାରା ପରିବାରରେ କ୍ଳେଶ ମଧ୍ୟ ଦେଖା ଦେଇଥାଏ ।

୨ . ଯେଉଁ ଘରର ମହିଳା ଝାଡୁରେ ଗୋଡ଼ ବଜାଇ ଥାଏ । ସେହି ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ । ଏପରି ଘରେ ସର୍ବଦା ରୋଗ ଏବଂ ସମସ୍ୟା ଲାଗିରହେ । ଝାଡୁରେ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଏହାକୁ ପାଦରେ ସ୍ପର୍ଶ କରନ୍ତୁ ନାହିଁ ।

୩ . ରାତିରେ ଅଇଁଠା ବାସନ କିମ୍ବା କରେଇ ଗ୍ୟାସରେ ରଖି ଶୁଅନ୍ତୁ ନାହିଁ । ଏହାଦ୍ବାରା ମଧ୍ୟ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଏହା ଦାରିଦ୍ର୍ୟତାର ସବୁଠାରୁ ବଡ଼ କାରଣ ଅଟେ ।

୪ . ଯେଉଁ ଘରେ ମହିଳା ଗୋଡ଼ରେ କବାଟ ଖୋଲିବା କିମ୍ବା ବନ୍ଦ କରିବା କାମ କରିଥାଏ ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ତେଣୁ ଯଦି ଆପଣଙ୍କ ଘରେ ଏପରି ହେଉଛି ତେବେ ତାହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ କାରଣ ମାତା ଲକ୍ଷ୍ମୀଙ୍କ ଆଗମନ ଏହିଠାରେ ହିଁ ହୋଇଥାଏ ।

୫ . ଯଦି ଘରର ମହିଳା ଘରର ଦ୍ୱାରରେ ବସି ଭୋଜନ କରେ ତେବେ ଏହା ଶାସ୍ତ୍ର ଅନୁଯାୟୀ ଅତ୍ୟନ୍ତ ଅଶୁଭ ଅଟେ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇପାରେ ନାହିଁ । କାରଣ ମାତା ଲକ୍ଷ୍ମୀ ଏବଂ ଅନ୍ୟାନ୍ୟ ଦେବଦେବୀ ଘରର ମୁଖ୍ୟଦ୍ୱାର ଦେଇ ଘରକୁ ପ୍ରବେଶ କରିଥାନ୍ତି ।

୬ . ଯେଉଁ ଘରର ମହିଳା ମାନେ ରାତିରେ ଝାଡୁ ଲଗାନ୍ତି । ସେହି ଘରକୁ ଦାରିଦ୍ର୍ୟ ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ରାତିରେ ପୋଛା ଲଗାଇବା ମଧ୍ୟ ଉଚିତ ନୁହେଁ ।

୭ . ଅନେକ ମହିଳାଙ୍କୁ ବିଳମ୍ବରେ ଶୋଇବା ଏବଂ ବିଳମ୍ବରେ ଉଠିବାର ଅଭ୍ୟାସ ରହିଛି । ଯାହାକି ପରିବାର ପାଇଁ ଅତ୍ୟନ୍ତ ଅଶୁଭ ଅଟେ । ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ଏପରି ମହିଳା ପରିବାର ସଦସ୍ୟଙ୍କ ଅସଫଳତାର କାରଣ ହୁଅନ୍ତି ।

୮ . ଯେଉଁ ଘରର ମହିଳା ଅଧିକ ଉଚ୍ଚ ଶବ୍ଦରେ ଗାଳିଗୁଲଜ କରିବା କିମ୍ବା କଥା କୁହନ୍ତି ସେହି ଘରେ ଦାରିଦ୍ର୍ୟତା ଆସିଥାଏ ।

୯ . ଯେଉଁ ଘରର ମହିଳା ସକାଳୁ ଉଠି ମୁଖ୍ୟଦ୍ୱାର ଏବଂ ଅଗଣା ସଫା କରନ୍ତି ନାହିଁ ସେହିଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇ ନଥାଏ । ଏହାଦ୍ୱାରା ଘରକୁ ଦାରିଦ୍ର୍ୟତା ମଧ୍ୟ ଆସିଥାଏ । ଘରର ମହିଳା ସକାଳୁ ଉଠିବା ମାତ୍ରେ ଘରର ଦ୍ୱାରରେ ପାଣି ପକାଇ ସଫା କରିବା ଉଚିତ ଏବଂ ପୂଜା କରିବା ଉଚିତ । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୧୦ . ଜଣେ ବିବାହିତା ମହିଳାଙ୍କୁ ନିଜର ଷୋହଳ ଶୃଙ୍ଗାରକୁ ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ପରିବାରରେ ସୁଖ ଶାନ୍ତି ବଜାୟ ରହେ ।

Leave a Reply

Your email address will not be published. Required fields are marked *