ଏହି ୩ ରାଶିର ଉତ୍ତମ ସମୟର ହେଉଛି ଶୁଭାରମ୍ଭ, ସ୍ୱୟଂ ହନୁମାନ କରିବେ ମାର୍ଗ ଦର୍ଶନ, ହେବ ବଡ଼ ଲାଭ।

ଏହି ସଂସାରରେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ସମସ୍ୟା ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ପରିସ୍ଥିତି ବ୍ୟକ୍ତି ଅନୁସାରେ ଆସିଥାଏ, ତାହା ଗ୍ରହର ଚଳନକୁ ମୁଖ୍ୟ ମାନା ଯାଇଥାଏ। ପ୍ରତ୍ୟହ ଗ୍ରହ ମାନଙ୍କ ମଧ୍ୟରେ ଛୋଟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଯାହାଦ୍ବାରା ବ୍ୟକ୍ତିର ଜୀବନ ପ୍ରଭାବିତ ହୋଇଥାଏ। ଯେବେ ଖୁସି ଆସିଥାଏ ତ କେବେ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଯେଭଳି ସ୍ଥିତି ବ୍ୟକ୍ତିର ରାଶିର ଗ୍ରହ ମାନଙ୍କର ହୋଇଥାଏ, ସେହି ଅନୁସାରେ ବ୍ୟକ୍ତିର ଜୀବନରେ ଫଳ ମିଳିଥାଏ ।

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବ ଯୋଗୁଁ କିଛି ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ରହିଥାଏ। ଯାହାଦ୍ବାରା ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ। ଏମାନଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଅଛି। ଏମାନଙ୍କୁ ଲାଭ ମିଳିବାର ଯୋଗ ରହିଛି।

ଆସନ୍ତୁ ଜାଣିବା କେଉଁ ରାଶିର ରହିବ ଶୁଭ ସମୟ।

ମେଷ ରାଶି –

ମେଷ ରାଶିର ଲୋକଙ୍କ ପାଇଁ ଶୁଭ ସମୟ ରହିଛି। ଆୟରେ ବୃଦ୍ଧି ହେବା ଯୋଗୁଁ ଆପଣଙ୍କ ମନ ପ୍ରସନ୍ନ ହେବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ଲାଭର ଅନେକ ଅବସର ମିଳିବ। ଘର ପରିବାରରେ ସୁଖ ଶାନ୍ତି ବନି ରହିବ। ବିବାହିତ ଲୋକଙ୍କ ଜୀବନରେ ସମସ୍ୟା ଦୂର ହେବ। କୌଣସି ବଡ଼ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆପଣଙ୍କର କୌଣସି ଅଧୁରା ଇଛା ପୂରଣ ହୋଇପାରେ।

Google

ବୃଷ ରାଶି –

ଏହି ରାଶିର ଲୋକଙ୍କ କାର୍ଯ୍ୟରେ ମନ ଲାଗିବ, ଯାହାଦ୍ବାରା ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଭଗବାନ ହନୁମାନଙ୍କ କୃପାରୁ ସବୁ ଦୁଃଖକଷ୍ଟ ଦୂର ହେବ। ପୁରୁଣା କୌଣସି ବାଦବିବାଦ ଦୂର ହୋଇପାରେ। ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ପ୍ରେମ ଜୀବନରେ ମଧୁରତା ଆସିବ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଆପଣଙ୍କ ମନରେ ଧାର୍ମିକ ବିଚାର ଉତ୍ପନ୍ନ ହୋଇପାରେ।

କୁମ୍ଭ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ଉତ୍ତମ ରହିଛି। ହନୁମାନଙ୍କ କୃପାରୁ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ହେବ। ଗୃହସ୍ଥ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହିତ ମହତ୍ୱପୂର୍ଣ୍ଣ ସମୟ ଅତିବାହିତ କରିବେ। ବାପାଙ୍କ ପରାମର୍ଶ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। କାର୍ଯ୍ୟ ପାଇଁ ଯେଉଁ ଯୋଜନା କରିଥିବେ, ସେଥିରେ ଲାଭ ମିଳିବ। ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ସାମାଜିକ ରୂପରେ ଆପଣଙ୍କର ଲୋକପ୍ରିୟତା ବଢିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଦିନ।

ମିଥୁନ ରାଶି –

ଏହି ରାଶିର ଲୋକଙ୍କର ମାନସିକ ଚିନ୍ତା ବଢିବ। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା କଠିନ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ, ଏଥିପାଇଁ ସ୍ବାସ୍ଥ୍ୟ ପ୍ରତି ଦାୟିତ୍ବହୀନ ହୁଅନ୍ତୁ ନାହିଁ। ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ରଖନ୍ତୁ । ଘରୋଇ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ। ଚାକିରୀ କ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ।

କର୍କଟ ରାଶି –

ଏହି ରାଶିର ଲୋକଙ୍କ ଜୀବନ ସାମାନ୍ୟ ରହିବ। ନିଜ ଗୃହସ୍ଥ ଜୀବନକୁ ସୁଖମୟ କରିବାକୁ ଆପଣ ପ୍ରୟାସ ଜାରି ରଖିବେ। ନିଜ ଲଭ ପାର୍ଟନରଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରନ୍ତୁ। ପ୍ରେମ ଜୀବନରେ ନିରାଶା ମିଳିପାରେ। କାର୍ଯ୍ୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଆପଣଙ୍କୁ କୌଣସି ବଡ଼ ନିବେଶ ମିଳିପାରେ।

ସିଂହ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି । ଆପଣଙ୍କୁ ନିଜ ଭାଗ୍ୟ ଉପରେ ଅଧିକ ଭରସା ରଖିବାର ଆବଶ୍ୟକତା ରହିଛି । ଚାକିରୀରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ଖୁସି ରହିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଆପଣଙ୍କୁ ନିଜ ମହତ୍ୱପୂର୍ଣ୍ଣ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ନିଜର ହୃଦୟର କଥା ପ୍ରେମୀଙ୍କୁ କହି ପାରନ୍ତି ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଆପଣଙ୍କୁ ଧର୍ଯ୍ୟ ଧରି ରହିବାକୁ ପଡ଼ିବ। ଖର୍ଚ୍ଚ ବଢିପାରେ, ଯାହାକୁ ନେଇ ଆପଣ ଚିନ୍ତିତ ରହିବେ। ଆପଣଙ୍କୁ ବିରୋଧୀଙ୍କ ସାମ୍ନା କରିବାକୁ ପଡିପାରେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଧନ ଦେବାନେବା ସମୟରେ ସାବଧାନ ରୁହନ୍ତୁ। ଆପଣଙ୍କୁ ପରିସ୍ଥିତିକୁ ଦେଖି କାର୍ଯ୍ୟ କରିବା ଆବଶ୍ୟକ।ତୁଳା ରାଶି –

ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ

ରହିଛି। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କୁ ନିଜ ପରିବାର ଏବଂ ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ପାଇଁ ଯୋଜନା କରିବା ଆବଶ୍ୟକ। ପାରିବାରିକ ମାହୋଲ ଅଶାନ୍ତି ରହିପାରେ। ଭାଇଭଉଣୀଙ୍କ ସହିତ ବିବାଦ ହୋଇପାରେ। ଆପଣଙ୍କୁ କାର୍ଯ୍ୟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ, ଜଗ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାର ସହିତ ଜଡିତ ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ନିଜ ବ୍ୟାପାର ରେ ଅଧିକ କାହାକୁ ଭରସା କରନ୍ତୁ ନାହିଁ।

ବିଛା ରାଶି –

ଏହି ରାଶିର ଲୋକଙ୍କୁ ନିଜ ଅଫିସ ଏବଂ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ସମ୍ଭାଳିବାକୁ ପଡିପାରେ। କାର୍ଯ୍ୟ ଭାର ଅଧିକ ରହିବା ଦ୍ଵାରା ଆପଣ ଶ୍ରିରିକ ରୂପରେ ଥକା ଅନୁଭବ କରିବେ। ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କାରବାରରେ ଜଡ଼ିତ ଲୋକଙ୍କୁ ଅଧିକ ସମ୍ଭାଳି ଚାଲିବା ଆବଶ୍ୟକ, ନଚେତ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ଆପଣଙ୍କୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରିବା ଆବଶ୍ୟକ।

ଧନୁ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କୁ କୌଣସି ଯାତ୍ରାରେ ଯିବାରୁ ବଞ୍ଚିତ ହେବା ଉଚିତ। ଧର୍ମ କର୍ମ ପ୍ରତି ଆସ୍ଥା ବଢିବ। ପତି ପତ୍ନୀଙ୍କ ମଧ୍ୟରେ ମତଭେଦ ହୋଇପାରେ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନଚେତ ବିବାଦ ହେବାର ସମ୍ଭାବନା ରହିଛି। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ବଢିପାରେ। ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ପ୍ରୟାସ କରିବେ।

Google

ମକର ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଘରୋଇ ଆବଶ୍ୟକତା କୁ ନେଇ ଅଧିକ ଖର୍ଚ୍ଚ ହୋଇପାରେ। ଆପଣଙ୍କୁ ଗୁପ୍ତ ଶତ୍ରୁଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। ଆପଣଙ୍କ ପଛରେ ଷଡ଼ଯନ୍ତ୍ର ହୋଇପାରେ। ଆପଣଙ୍କ ମନରେ ଅନେକ ବିଚାର ଉତ୍ପନ୍ନ ହୋଇପାରେ, ଯାହାକୁ ନେଇ ଆପଣ ବିଚଳିତ ହୋଇପାରନ୍ତି। ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

ମୀନ ରାଶି –

ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ଆପଣଙ୍କୁ ନିଜର ଆମଦାନୀ ଏବଂ ଖର୍ଚ୍ର ବଜେଟକୁ ନେଇ ଚାଲିବା ଉଚିତ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରି ପାରନ୍ତି।ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ।  ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ରଖନ୍ତୁ, ନଚେତ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କର ଆଶୀର୍ବାଦ ହେଲେ ସବୁ ଦୁଃଖ କଷ୍ଟ ଆପଣଙ୍କର ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *