୯୯% ଲୋକେ ଦରିଦ୍ର ହୋଇ ରହିଥାନ୍ତି, ଏହି ଉପାୟ ନଜାଣି, ନବରାତ୍ରି ପରେ ଏହି ସ୍ଥାନରେ ରଖି ଦିଅନ୍ତୁ ନିଜର ସୁନା ଗହଣା। ରାତାରାତି ହୋଇଯିବେ କୋଟିପତି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଚୈତ୍ର ନବରାତ୍ରି ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ। ଚୈତ୍ର ମାସର ଦଶମୀ ତିଥିରେ ଲୋକେ ଅନେକ ଉପାୟ କରି ମାଆ ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ଥାଆନ୍ତି। ଦଶମୀ ତିଥିର ବ୍ରହ୍ମ ମୁହୂର୍ତ୍ତ ୪ ଘଟିକା ଠାରୁ ଆରମ୍ଭ ହୋଇଯିବ। ଅଭିଜିତ ମୁହୂର୍ତ୍ତ ୧୨:୪୧ ମିନିଟରୁ ଆରମ୍ଭ ହୋଇ ୧୨:୩୩ ପର୍ଯ୍ୟନ୍ତ ରହିବ। ଗୋଧୂଳି ମୁହୂର୍ତ୍ତ ହେଉଛି ସନ୍ଧ୍ୟା ୬:୨୩ ଘଟିକାରୁ ୬:୪୮ ମିନିଟ ପର୍ଯ୍ୟନ୍ତ ରହିଛି।

ଶୁକ୍ଳ ପକ୍ଷ ଦଶମୀ ତିଥିରେ ଅଧିକାଂଶ ସ୍ଥାନରେ ଯଜ୍ଞ ଆଦି କରାଯାଇଥାଏ।ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି ନବରାତ୍ରିରେ ବସିଥିବା କଳସର ଜଳକୁ କଣ କରିବା ଆବଶ୍ୟକ। ତେବେ ଏହି ଜଳକୁ ପାଣିରେ ପକାଇବା ପୂର୍ବରୁ ପ୍ରଥମେ ଆପଣ ନିଜ ଘରର ପ୍ରତ୍ୟେକ କୋଣରେ ସିଞ୍ଚନ କରନ୍ତୁ। ଏହାଦ୍ବାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। କାରଣ କଳସର ଜଳ ଅତ୍ୟନ୍ତ ପବିତ୍ର ଅଟେ।

ନବରାତ୍ରିରେ କଳସରେ ସର୍ବଦା ଜଟା ଓ ପାଣି ଥିବା ନଡ଼ିଆ ଅର୍ପଣ କରାଯାଇଥାଏ। ନଡ଼ିଆରେ ଲାଲ ସୂତା ବାନ୍ଧି ଥିଲେ, ଏହାକୁ ବାହାରେ ଫୋପାଡି ଦିଅନ୍ତୁ ନାହିଁ। ଏହାକୁ ନିଜ ହାତରେ ବାନ୍ଧି ଦିଅନ୍ତୁ। ଯାହାଫଳରେ ଆପଣଙ୍କ ଉପରେ ମାଆ ଦୁର୍ଗାଙ୍କର ଆଶୀର୍ବାଦ ରହିବ। କହିବକୁ ଗଲେ କଳସ ସ୍ଥାପନା ସମୟରେ କଳସ ମଧ୍ୟରେ ପାଣି ଦେଇ ଗୋଟେ ଏକ ଟଙ୍କା ମୁଦ୍ରା ରଖା ଯାଇଥାଏ।

ସେହି ଏକ ଟଙ୍କା ମୁଦ୍ରାକୁ ନବରାତ୍ରି ସରିବା ପରେ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ। ନବରାତ୍ରି ସରିବା ପରେ ପାନ ପତ୍ର ଖିଆ ଯାଇଥାଏ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *