ମାର୍ଚ୍ଚ ୭ ବଡ଼ ମଙ୍ଗଳବାର : ” ହୋଲିକା ଦହନ ” ରେ ଚୁପଚାପ ଏହି ତିନୋଟି ଜାଗାରେ ରଖି ଦିଅନ୍ତୁ ଲୁଣ , ପ୍ରସନ୍ନ ହେବେ ମାତା ଲକ୍ଷ୍ମୀ ।

ହୋଲିକା ଦହନ ଅତ୍ୟନ୍ତ ଖାସ ଏବଂ ପବିତ୍ର ପର୍ବ ହୋଇଥାଏ । ଯାହାକୁ ମାର୍ଚ୍ଚ ୮ ବୁଧବାର ଦିନ ପାଳିତ ହେବ । ଏହିଦିନ ଭଗବାନ ଗଣେଶଙ୍କ ଦିନ ମଧ୍ୟ ଅଟେ । ତେଣୁ ଏହିଦିନ ଅନେକ ଦୁର୍ଲଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି । ଏଥର ହୋଲିକା ଦହନର ଶୁଭ ମୁହୂର୍ତ୍ତ ୨ ଘଣ୍ଟା ପର୍ଯ୍ୟନ୍ତ ରହିବ । ରଙ୍ଗ ହୋଲି ବୁଧବାର ଦିନ ପାଳିତ ହେବ । ତେବେ ଏହିଦିନ କିଛି ସ୍ଥାନରେ ଲୁଣ ରଖିଦେଲେ ସବୁ ପ୍ରକାରର ଗ୍ରହ ଦୋଷ ଏବଂ ପିତୃ ଦୋଷ ଦୂର ହେବା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

ଲୁଣକୁ ବିଶେଷ ଉପଯୋଗ କରି ଆମେ ଜୀବନକୁ ବଦଳାଇ ପାରିବା । ଲୁଣ ମନୁଷ୍ୟର ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ଏହା ଶରୀରରେ ଅଧିକ ହୋଇଗଲେ କ୍ଷତି କରିଥାଏ ଏବଂ ଅତି କମ ହୋଇଗଲେ ମଧ୍ୟ କ୍ଷତି କରିଥାଏ । ଏହାଦ୍ବାରା ଜୀବନରୁ ନକରାତ୍ମକତା ଦୂର ହୋଇଥାଏ ଏବଂ ମନୁଷ୍ୟ କୋଟିପତି ମଧ୍ୟ ହୋଇଥାଏ ।

ତେବେ ସେହି ଉପାୟକୁ କରିବା ପାଇଁ ଆବଶ୍ୟକୀୟ ଜିନିଷ ହେଉଛି ଶହେ ଗ୍ରାମ ମୁଗ ଡାଲି , ପଚାଶ ଗ୍ରାମ ଚାଉଳ , ପଚାଶ ଗ୍ରାମ ନାଲି ଲଙ୍କା , ଏକ ପ୍ୟାକେଟ ଲୁଣ , ପଚାଶ ଟଙ୍କା , ଶହେ ସୋରିଷ ତେଲ ଏବଂ ଗୋଟିଏ ପାଣି ବୋତଲ । ଏହାକୁ ଏକ ଥଳିରେ ନେଇ କୌଣସି ବୟସ୍କ ବ୍ୟକ୍ତିଙ୍କୁ ଦାନ କରି ଦିଅନ୍ତୁ । ଏହାପରେ ଘରକୁ ଫେରି ଆସନ୍ତୁ । ଏପରି କଲେ ଚମତ୍କାର ହୋଇଥାଏ ।

ଏହାଦ୍ବାରା ଧନ ସମ୍ବନ୍ଧୀୟ ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି , ଶନିଦେବଙ୍କ କୃପା ଦୃଷ୍ଟି ବର୍ଷିଥାଏ ଏବଂ ବୃହସ୍ପତି ମଧ୍ୟ ମଜବୁତ ହୋଇଥାନ୍ତି । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ମାତ୍ର ଏହି ଉପାୟକୁ କରିବା ସମୟରେ କାହାକୁବି କୁହନ୍ତୁ ଲନାହିଁ ।

ଚନ୍ଦ୍ର ଏବଂ ଶୁକ୍ର ଲୁଣର ପ୍ରତିନିଧିତ୍ୱ କରିଥାଏ । ଯଦି ଆପଣ ଏହାକୁ କୌଣସି ଷ୍ଟିଲ ପାତ୍ରରେ ରଖନ୍ତି ତେବେ ଏହାଦ୍ବାରା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହୋଇଥାଏ , ଯାହା ଅତ୍ୟନ୍ତ ଘାତକ ହୋଇଥାଏ । ତେଣୁ ଏହାକୁ ଷ୍ଟିଲ କିମ୍ବା ପ୍ଲାଷ୍ଟିକରେ ମଧ୍ୟ ରଖନ୍ତୁ ନାହିଁ । ଏହାକୁ କେବଳ କାଚ ପାତ୍ରରେ ରଖିବା ଉଚିତ । ଲୁଣକୁ ଲୁହା ପାତ୍ରରେ ରଖିଲେ ଶନି ଏବଂ ଚନ୍ଦ୍ର କ୍ରୋଧିତ ହୁଅନ୍ତି । ଲୁଣକୁ ଫିଙ୍ଗିବା ମଧ୍ୟ ଦାରିଦ୍ର୍ୟତାର କାରଣ ହୋଇଥାଏ । ଲୁଣ ଫିଙ୍ଗିବା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ଦୁର୍ବଳ ହୋଇଥାଏ । କୌଣସି ବ୍ୟକ୍ତିକୁ ଧାର କରି ଲୁଣ ଖାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ମନୁଷ୍ୟର ଖରାପ ଦିନର ପ୍ରାରମ୍ଭ ହୋଇଥାଏ ।

ଯଦି ଆପଣ କାହାଠାରୁ ସନ୍ଧ୍ୟା ସମୟରେ ଲୁଣ ଧାର ନେଉଛନ୍ତି କିମ୍ବା କାହାଠାରୁ ନେବା ପରେ ଭୁଲି ଯାଇଛନ୍ତି ତେବେ ମଧ୍ୟ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା କିମ୍ବା କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ଚାଲିଯାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ସପ୍ତାହରେ ୨ରୁ ତିନି ଥର ଲୁଣ ମିଶା ପାଣିରେ ପୋଛା ଲଗାଇବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ । ମାତ୍ର ଦ୍ୱିପ୍ରହର ସମୟରେ ଏହି ଲୁଣ ମିଶା ପାଣିରେ ପୋଛା ଲଗାଇଲେ ଘରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲି ଯାଆନ୍ତି ।

Leave a Reply

Your email address will not be published. Required fields are marked *