ଆଜି ସୋମବତୀ ଅମାବାସ୍ୟା : ଚୁପଚାପ ପକାଇ ଦିଅନ୍ତୁ ଏହି ସ୍ଥାନରେ ଲେମ୍ବୁ, ରାତାରାତି ହୋଇଯିବେ କୋଟିପତି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସୋମବତୀ ଅମାବାସ୍ୟା ଏଥର ବହୁତ ଖାସ ହେବାକୁ ଯାଉଛି। ଏହି ଅମାବାସ୍ୟା ସନାତନ ଧର୍ମରେ ଖୁବ୍ ପ୍ରଚଳିତ ଅଟେ। ମାନା ଯାଇଥାଏ କି, ସୋମବତୀ ଅମାବାସ୍ୟା ଦିନ କୌଣସି ନଦୀ ବା ପୋଖରୀରେ ସ୍ନାନ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହିଦିନ କିଛି ଖାସ ଉପାୟ କରିବା ଦ୍ଵାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ମାଘ ମାସକୁ ଭଗବାନ ବିଷ୍ଣୁଙ୍କର ପ୍ରିୟ ମାସ ବୋଲି କୁହାଯାଏ। ସୋମବାର ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହିଦିନ ଆପଣ କିଛି ଖାସ ଉପାୟ କଲେ ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କର କୃପା ଲାଭ କରି ପାରିବେ। ଉପାୟ ପ୍ରୟୋଗ କରିବା ପାଇଁ ଆପଣଙ୍କୁ ଗୋଟେ କାଗଜ, ଅଳ୍ପ ସିନ୍ଦୂର, ଗୋଟେ ସଫା ଲେମ୍ବୁ ଏବଂ ଛୁଞ୍ଚି। ଏହି ଛୁଞ୍ଚିକୁ ସିନ୍ଦୂରରେ ବୁଡାଇ ଲେମ୍ବୁ ଉପରେ ଆପଣଙ୍କୁ ଯେଉଁ ଶତ୍ରୁ ହଇରାଣ କରୁଛନ୍ତି, ତାଙ୍କର ନାମ ଲେଖନ୍ତୁ। କାଗଜରେ ମଧ୍ୟ ନିଜ ଶତ୍ରୁଙ୍କ ନାମ ଲେଖନ୍ତୁ।

ତାପରେ ସେହି ଲେମ୍ବୁ ମଧ୍ୟରେ ଛୁଞ୍ଚି ପୁରାଇ ଘର ବାହାରେ ମାଟିରେ ପୋତି ଦିଅନ୍ତୁ। ଯଦି ଆପଣଙ୍କୁ ନିଜ ଜୀବନରେ କେବଳ ଅସଫଳତା ମିଳିଛି ବା ଭାଗ୍ୟ ପ୍ରତି ଅସନ୍ତୁଷ୍ଟ ରହିଛନ୍ତି ରହିଲେ ଏହି ଲେମ୍ବୁକୁ ନେଇ ଆପଣଙ୍କୁ ଉପାୟ କରିବା ଆବଶ୍ୟକ। ଗୋଟେ ଲେମ୍ବୁ ନିଅନ୍ତୁ ଏବଂ ତାକୁ ନିଜ ମୁଣ୍ଡର ଚାରି ପଟରେ ବୁଲାଇ ଚାରି ଫାଳ କରି ନିଅନ୍ତୁ। ତାପରେ ଏହାକୁ କୌଣସି ଖୋଲା ସ୍ଥାନରେ ଫିଙ୍ଗି ଦିଅନ୍ତୁ। ଏହି ଉପାୟ ଆପଣ ସୋମବତୀ ଅମାବାସ୍ୟା ଦିନ କରିବା ଆବଶ୍ୟକ। ଦେଖିବେ ଶୋନଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ।

ଯଦି ଆପଣଙ୍କୁ ବ୍ୟବସାୟରେ ବାରମ୍ବାର କ୍ଷତି ସହିବାକୁ ପଡୁଛି, ତାହେଲେ ଗୋଟେ ଲେମ୍ବୁ , ଲଙ୍କାକୁ ସୂତାରେ ବାନ୍ଧି ଆପଣଙ୍କ କାର୍ଯ୍ୟସ୍ଥଳରେ ଟାଙ୍ଗି ଦିଅନ୍ତୁ। ଦେଖିବେ ଏହାଦ୍ବାରା ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବା ସହିତ ଧନ ବୃଦ୍ଧି ହେବ। ବେଳେବେଳେ ଆପଣଙ୍କ କାର୍ଯ୍ୟରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ। ଏହାର ମୁଖ୍ୟ କାରଣ କୁଣ୍ଡଳୀରେ ଗ୍ରହ ଚଳନ ଅଶୁଭ ହୋଇଥାଏ ଏବଂ ଘରେ ବାସ୍ତୁ ଦୋଷ କାରଣରୁ ମଧ୍ୟ ଏଭଳି ହୋଇଥାଏ। ତେବେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟେ ଲେମ୍ବୁକୁ ଦୁଇ ଫାଳ କରି ଘର ବାହାରକୁ ଯାଆନ୍ତୁ ଏବଂ ଆପଣଙ୍କ ବାମ ଓ ଡାହାଣ ହାତରେ ଅଲଗା ଅଲଗା ଦୁଇଟି ଧରି ଫିଙ୍ଗି ଦିଅନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ସୁଫଳ ମିଳିବ।

Leave a Reply

Your email address will not be published. Required fields are marked *