ମହାଶିବରାତ୍ରିରେ କରନ୍ତୁ ନାହିଁ ଏହି 5 ଭୁଲ । ନଚେତ ଭଗବାନ ହୋଇ ପାରନ୍ତି କ୍ରୋଧିତ ।

ମହାଶିବରାତ୍ରି ଯେଉଁ ସମୟରେ ବି ପଡୁ ନା କାହିଁକି , କିନ୍ତୁ ମନୁଷ୍ୟ ଏହି ଭୁଲ କରିବା ଉଚିତ ନୁହେଁ । ଶିବରାତ୍ରି ଦିନ ଏହି ପାଞ୍ଚଟି ଭୁଲ କରିବା ମନୁଷ୍ୟ ଉପରେ ଭାରି ପଡ଼ିପାରେ । ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା ଶୁଭ କାଳରେ ହିଁ କରିବା ଉଚିତ । ମହାଶିବରାତ୍ରି ଦିନ ବ୍ରତ କରନ୍ତୁ ଏବଂ ସକାଳୁ ଜଲଦି ଉଠି ସ୍ନାନ କରନ୍ତୁ । ସ୍ନାନ ପରେ ସ୍ୱଚ୍ଛ ବସ୍ତ୍ର ଧାରଣ କରି ଶିବ ମନ୍ଦିର ଯାଇ କ୍ଷୀର ଏବଂ ଜଳ ଅର୍ପିତ କରନ୍ତୁ । ଓଁ ନମଃ ଶିବାୟ ଜପ କରନ୍ତୁ । ଏହିଦିନ ଅନ୍ନ ସେବନ କରିବା ଉଚିତ ନୁହେଁ । ତେଣୁ ପୁରାଦିନ ହିଁ ଫଳାହାର କରି ବ୍ରତ ପୂରଣ କରନ୍ତୁ ।

ଶିବରାତ୍ରି ଦିନ ମାଂସ ମଦ ସେବନ କରନ୍ତୁ ନାହିଁ । ମହାଶିବରାତ୍ରି ଦିନ ବିଳମ୍ବ ସମୟ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ ନଚେତ ମହାଦେବ କ୍ରୋଧିତ ହେବେ । ଏହିଦିନ ଗହମରେ ପ୍ରସ୍ତୁତ ଖାଦ୍ୟ କିମ୍ବା ଡାଲିରେ ପ୍ରସ୍ତୁତ ଖାଦ୍ୟ ସେବନ କରିବା ଉଚିତ ନୁହେଁ । କଳା ରଙ୍ଗର ବସ୍ତ୍ର ଧାରଣ ନକରି ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ସ୍ୱାମୀ ସ୍ତ୍ରୀ ଏହିଦିନ ଶାରୀରିକ ସମ୍ବନ୍ଧ ବନାଇବା ଉଚିତ ନୁହେଁ ।

ଏହିଦିନ ଦାନ ପୁଣ୍ୟ କରିବାର ନିୟମ ମଧ୍ୟ ରହିଛି । ଭଗବାନ ଶିବଙ୍କୁ ତୁଳସୀ ପତ୍ର ଅର୍ପିତ କରିବା ଉଚିତ ନୁହେଁ । କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କ ଅର୍ଧଆଙ୍ଗିନୀ ଅଟନ୍ତି । ଏହାଦ୍ବାରା ଆପଣ ପାପର ଭାଗିଦାର ହୋଇ ପାରନ୍ତି । ଏହାବ୍ୟତୀତ ସିନ୍ଦୁର ମଧ୍ୟ ଭଗବାନ ଶିବଙ୍କୁ ଅର୍ପିତ କରନ୍ତୁ ନାହିଁ ।

କଳା ବସ୍ତ୍ର ଧାରଣ କରି ମନ୍ଦିରକୁ ପ୍ରବେଶ କରନ୍ତୁ ନାହିଁ ଏବଂ ମହାଦେବଙ୍କୁ ହଳଦୀ ମଧ୍ୟ ଅର୍ପିତ କରିବା ଉଚିତ ନୁହେଁ । ମହାଦେବଙ୍କୁ କେତକୀ ଫୁଲ ଚଢାନ୍ତୁ ନାହିଁ କାରଣ ମହାଦେବ କେତକୀ ଫୁଲକୁ ଅଭିଶାପ ଦେଇଥିଲେ । ମହାଦେବଙ୍କୁ ନଡ଼ିଆ ପାଣି ମଧ୍ୟ ଅର୍ପିତ କରିବା ଉଚିତ ନୁହେଁ । ମହାଦେବଙ୍କୁ ଶଙ୍ଖ କିମ୍ବା ତିଳ ଅର୍ପିତ କରନ୍ତୁ ନାହିଁ । କାରଣ ତିଳ ମହାଦେବଙ୍କ ମଳରୁ ତିଆରି ହୋଇଥିଲା । ମାହାଦେବଙ୍କୁ ଗୋଟା ଚାଉଳ ଅର୍ପିତ କରନ୍ତୁ । ଆଉ କିଛି ଜିନିଷ ଅଛି ଯାହା ମହାଦେବନ୍କ ଅର୍ପିତ କରିବା ଉଚିତ ।

ଗଙ୍ଗା ମହେଦେଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହାଦ୍ୱାରା ମହାଦେବଙ୍କୁ ଅଭିଷେକ କରିବା ଦ୍ୱାରା ଜୀବନରେ ସବୁ ସୁଖ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଆଖୁ ରସ ମଧ୍ୟ ମହାଦେବଙ୍କୁ ଚଢାନ୍ତୁ ନାହିଁ । ଏହାଦ୍ବାରା ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ । ତିନି ପତ୍ର ଥିବା ବେଲପତ୍ର ମଧ୍ୟ ମହାଦେବଙ୍କୁ ଇଅର୍ପିତ କରଣତୂ .

Leave a Reply

Your email address will not be published. Required fields are marked *