ଏକାଦଶୀ ପୂଜା 3 ମହିଳାଙ୍କୁ ଏକାଦଶୀ ପୂଜା ଭୁଲରେ ବି କରିବା ଉଚିତ ନୁହେଁ ଘୋର ଅନର୍ଥ ହୋଇଥାଏ ପାପ ଲାଗିଥାଏ |

ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ, ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ଏହି ବ୍ରତ କରିଥାଏ ସେ କେବେ ବି ସଙ୍କଟ ରେ ପଡ଼ିନଥାଏ | ଏକାଦଶୀ ବ୍ରତ କରିବାର ଅନେକ ଫାଇଦା କୁହା ଯାଇଛି | ଏହା ଦ୍ୱାରା ପାପ କ୍ଷୟ ହୋଇଥାଏ, ଭୁତ ପିଚାଶ ଆଦି ଜଗତ ରେ ଜନ୍ମ ମିଳିନଥାଏ ବ୍ୟକ୍ତି କୁ ମୋକ୍ଷ ମିଳିଯାଇଥାଏ | ସ୍ଵଭାଗ୍ୟ ପ୍ରାପ୍ତି ହୋଇଥାଏ, ସର୍ବ କାର୍ଯ୍ୟ ଏବଂ ନିରୋଗ ପ୍ରାପ୍ତି ହୋଇଥାଏ |

ବୈବାହିକ ଜୀବନ ସୁଖମୟ ହୋଇଯାଏ, ଧନ ରେ ଜୀବନ ଭରିଯାଏ, ଶାନ୍ତି ମିଳିଥାଏ ଏବଂ ସମସ୍ତ ପ୍ରକାରର ମନୋ କାମନା ପୂର୍ଣ୍ଣ ହୋଇଥାଏ | ଏହା ବ୍ୟତୀତ ସିଦ୍ଧି ମିଳିଥାଏ, ମୋହ ମାୟା ରୁ ମୁକ୍ତି ମିଳିଥାଏ,ପିତୃ ଙ୍କୁ ମୋକ୍ଷ ମିଳିଥାଏ, ଭାଗ୍ୟ ବଦଳି ଯାଏ | କିନ୍ତୁ ଏହି ବ୍ରତ ସମସ୍ତ ମନୁଷ୍ୟ କୁ ଶୁଭ ଫଳ ଦେଇ ନଥାଏ | ଘରେ ଏହିପରି ମହିଳାଙ୍କୁ କେବେ ବି ଏକାଦଶୀ ବ୍ରତ କରିବା ଉଚିତ ନୁହେଁ, ନହେଲେ ଅନର୍ଥ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ;

ଏକାଦଶୀ ବ୍ରତ ଭଗବାନ ଶ୍ରୀହରି ଙ୍କୁ ସମର୍ପିତ ହୋଇଥାଏ | ତେବେ ଏହି ବ୍ରତ ଏହି ମହିଳାଙ୍କୁ କଦାପି କରିବା ଉଚିତ ନୁହେଁ | ଏହି ପରି କରିବା ଦ୍ୱାରା ଭଗବାନ ଶ୍ରୀହରି କ୍ରୋଧିତ ହୋଇଯାଇଥାନ୍ତି | ଏହିପରି କରିବା ଲୋକକୁ ନର୍କରେ ସ୍ଥାନ ମିଳିଥାଏ,ତେବେ କେବେ ବି ଛାଡ଼ପତ୍ର କରିଥିବା ଲୋକ ଏହି ବ୍ରତ କରିବା ଉଚିତ ନୁହେଁ | ପତି ପତ୍ନୀ ଉଭୟ ଙ୍କ ପରିପୂରକ ହୋଇଥାନ୍ତି,ଉଭୟ ଉଭୟ ଙ୍କ ବିନା ଅଧୁରା ହୋଇଥାନ୍ତି |

ସେଥିପାଇଁ ଯେତେବେଳେ ଉଭୟ କୌଣସି ବ୍ରତ କରିଥାନ୍ତି ତ ନିଶ୍ଚିନ୍ତ ସଫଳତା ପାଇଥାନ୍ତି | ଏହିପରି ମହିଳା ବ୍ରତ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କୁ ଅପମାନ ହୋଇଥାଏ ଏବଂ ଏହିପରି କରୁଥିବା ଲୋକ ଙ୍କୁ ପାପ ଲାଗିଥାଏ ସେଥିପାଇଁ ଛାଡ଼ପତ୍ର ହୋଇଥିବା ମହିଳାଙ୍କୁ କେବେ ବି ଏକାଦଶୀ ବ୍ରତ କରିବା ଉଚିତ ନୁହେଁ |

ସନାତନ ଧର୍ମ ରେ ଖରାପ ବିଚାର ଏବଂ ଖରାପ ଭାବନା ରଖୁଥିବା ନାରୀ କିମ୍ବା ପୁରୁଷ ଙ୍କୁ କେବେ ବି ଏକାଦଶୀ ର ବ୍ରତ ରଖିବା ଉଚିତ ନୁହେଁ | ମାନାଯାଏ କି ମନ ସୁଦ୍ଧ କରି ବ୍ରତ କରିବା ଦ୍ୱାରା ସଠିକ ଫଳ ମିଳିଥାଏ ତେଣୁ ଏହି ବ୍ରତ କେବେ ବି ମନ ରେ ଖରାପ ବିଚାର ରଖି କରିବା ଉଚିତ ନୁହେଁ | ତେବେ ବନ୍ଧୁଗଣ ମାସିକ ଧର୍ମ ହୋଇଥିବା ମହିଳା ଏହି ବ୍ରତ କରିବା ଉଚିତ ନୁହେଁ ଯଦି ବ୍ରତ କରିବା ମଝିରେ ହୁଏ |

ତେବେ ଭଗବାନ ଙ୍କୁ ସ୍ପର୍ଶ ନକରି ଆପଣ ଏହି ବ୍ରତ କରିପାରିବେ | ତେବେ ବନ୍ଧୁଗଣ ମାସିକ ଧର୍ମ ପ୍ରକୃତି ର ଚକ୍ର ଅଟେ | ଏହା ଦ୍ୱାରା କୌଣସି ଭୁଲ ହୋଇନଥାଏ, ତେଣୁ ଆପଣ ଏହି ସମୟ ରେ ସାବଧାନତା ସହିତ ଏହି ବ୍ରତ କରିପାରିବେ | କିନ୍ତୁ ଧ୍ୟାନ ରଖନ୍ତୁ ଭଗବାନ ଙ୍କୁ ଛୁଇଁବା ଏବଂ କୌଣସି ପୂଜା ସାମଗ୍ରୀ କୁ ଛୁଇଁ ବେ ନାହିଁ |

ମନରେ କ୍ରୂର ବିଚାର ରଖୁଥିବା ମହିଳା ଏହି ବ୍ରତ କରି ପାରିବେ ନାହିଁ । ଯେଉଁ ମହିଳା ଙ୍କ ବିବାହ ବିଛେଦ ହୋଇଛି ସେମାନେ ମଧ୍ୟ ଏହି ବ୍ରତ ତଥା ମହାଦେବ ଙ୍କ ଆରାଧାନା କରିପାରିବେ ନାହିଁ | ଜଣେ ବେଶ୍ୟା ର ପୂଜା ମଧ୍ୟ ଇଶ୍ଵର କେବେ ସ୍ଵୀକାର କରି ନଥାନ୍ତି | ପୁରାଣ ଅନୁସାରେ ଅନ୍ୟ ପୁରୁଷ ପ୍ରତି ଖରାପ ବିଚାର ରଖୁଥିବା ମହିଳା ଏକାଦଶୀ ବ୍ରତ କରିପାରିବେ ନାହିଁ ।

ଏକାଦଶୀ ରେ କରନ୍ତୁ ତୁଳସୀର ଏହି ଉପାୟ ; ବନ୍ଧୁଗଣ ଧ୍ୟାନ ରଖନ୍ତୁ ଏହି ଦିନ ତୁଳସୀ କୁ ଛୁଇଁବା କିମ୍ବା ଜଳ ଅର୍ପଣ କରିବା ଉଚିତ ନୁହେଁ | କିନ୍ତୁ ଏହି ଦିନ ସନ୍ଧ୍ୟା ସମୟ ରେ ତିଲ ର ତେଲ ରେ ତୁଳସୀ ମୂଳରେ ଗୋଟିଏ ଦୀପ ନିଶ୍ଚିନ୍ତ ଜଳାନ୍ତୁ | ଏହା ସହ କୌଣସି ମିଠା ବସ୍ତୁ ସହ ତୁଳସୀ ପତ୍ର ମିଶାଇ ଭଗବାନ ବିଷ୍ଣୁ ଙ୍କୁ ଅର୍ପଣ କରନ୍ତୁ | ପୂଜା କରିବା ସମୟ ରେ ଓଁ ନମଃ ଭଗବତେ ବାସୁ ଦେବାୟ ଏହି ମନ୍ତ୍ର ପାଠ କରନ୍ତୁ |

ଏହା ଦ୍ୱାରା ଆପଣଙ୍କ ଗୁରୁ ଗ୍ରହ ସଠିକ ହୋଇଥାନ୍ତି |ଏହି ଦିନ ଦୀପ ରେ ଗୋଟିଏ ଲବଙ୍ଗ ରଖି ଜଳେଇବା ଦ୍ୱାରା ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ | ଏକାଦଶୀ ରେ ଏହି ଉପାୟ ଆପଣଙ୍କ ଭାଗ୍ୟ ଚମକେଇ ଦେବ ; ଯଦି ଆପଣଙ୍କ ଚାକିରୀ, ବ୍ୟବସାୟ, ଘର ପରିବାର ରେ କୌଣସି ସମସ୍ୟା ରହିଛି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ |

ଏହି ଦିନ ସିନ୍ଦୁର ଏବଂ ତେଲ ନେଇ କୌଣସି ବି ପାଖରେ ଥିବା ମନ୍ଦିର କୁ ଯାଆନ୍ତୁ ଏବଂ ସେହି ମନ୍ଦିରର କାନ୍ଥ ରେ ଓଲଟା ସ୍ୱସ୍ତିକ ଚିହ୍ନ ବନାନ୍ତୁ | ଏହା ସହ ଭଗବାନ ଙ୍କୁ ପ୍ରଣାମ କରି ନିଜର ମନୋକାମନା ଏବଂ ସମସ୍ୟା ବିଷୟ ରେ ଜାଣନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ମନୋସ୍କାମନା ପୂର୍ଣ୍ଣ ହେବ |

Leave a Reply

Your email address will not be published. Required fields are marked *