ଏହି ଜାଗାରେ ରଖି ଦିଅନ୍ତୁ ଫିଟିକିରି,ରାତା ରାତି ହୋଇଯିବେ କୋଟିପତି ! ଆପଣ ମଧ୍ୟ ବନନ୍ତୁ ସବୁଠୁ ଶୀଘ୍ର କୋଟିପତି..

କାର୍ତ୍ତିକ ମାସ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ମାସ | ଶ୍ରାବଣ ମାସ ପରି କାର୍ତ୍ତିକ ମାସ ମଧ୍ୟ ଅତ୍ୟନ୍ତ ଧାର୍ମିକ ମାସ ଅଟେ | ଏହି କାରଣ ରୁ ଯଦି ମହାଦେବଙ୍କର କୌଣସି ବି ଭକ୍ତ ସଚ୍ଚା ମନଋ ତାଙ୍କୁ ଏହି ମାସରେ ପୂଜା ଆରାଧନା କରନ୍ତି ତାଙ୍କର ସମସ୍ତଙ୍କ ଇଛା ପୁର୍ଣ ହୋଇଥାଏ ଏହା ସହ ମହାଦେବଙ୍କ ଆଶ୍ରିବାଦ ରେ ସମସ୍ତ 9 ଟି ଗ୍ରହ ମଧ୍ୟ ସେମାନଙ୍କ ସହ ଚାଲିବା ଆରମ୍ଭ କରିଦିଅନ୍ତି | ଯେଉ ବି ବ୍ୟକ୍ତିଙ୍କୁ 9ଗ୍ରହ ସାଥ ଦିଅନ୍ତି ସେଭଳି ବ୍ୟକ୍ତିଙ୍କ ଜୀବନରେ କେବେ ବି ଦୁର୍ଭାଗ୍ୟ ଆସେ ହିଁ ନାହିଁ | ଏହି ନବଗ୍ରହ ସେତେବେଳେ ସାଥ ଦିଅନ୍ତି ଯେତେବେଳେ ଜଣେ ଭଗବାନ ଶିବଙ୍କର ପୂଜା ଆରାଧନା କରି କେହି ଶିବଙ୍କ କୃପା ହାସଲ କରନ୍ତି |

କୁହାଯାଏ ଯେ ଯେକୌଣସି ବି ଭୁତ ହେଉ ପେତ ହେଉ କିମ୍ଭା ପିଚାଶ କେହି ବି ଦେବା ଦେବି ହୁଅନ୍ତୁ ନା କାହିଁକି ସମସ୍ତେ ମହାଦେବଙ୍କର ଭକ୍ତ ହୋଇଥାନ୍ତି ଏବଂ ସେମାନେ ସମସ୍ତେ ମହାଦେବଙ୍କ ଆଗରେ ସବୁବେଳେ ନତମସ୍ତକ କରିଥାନ୍ତି | ଆମେ ଆଜି ଆପଣଙ୍କୁ କିଛି ଉପାୟ କହିବୁ ଯାହା କେବଳ ଶ୍ରାବଣ ମାସରେ ହିଁ କରାଯାଇ ଥାଏ | ଏବଂ ଯେକୌଣସି ବି ଭକ୍ତ ଶ୍ରାବଣ ମାସରେ ଏହି ବ୍ରତ କରେ ସେ ବହୁତ ଭାଗ୍ୟଶାଳୀ ହୋଇଯାଏ |

ଯେତେବେଳେ ଆମେ ଧନର କଥା କହୁ ଆପଣ ମାନେ ଜାଣିଥିବେ ପ୍ରାଚୀନ କାଳଋ ହିଁ ଧନର ଅନେକ ଗୁରୁତ୍ୱ ରହିଛି ଆମ ମାନଙ୍କ ଜୀବନରେ | ଏବଂ ଆପଣ ମାନେ ଜାଣିଥିବେ ଯେ ଯାହାଙ୍କ ପାଖରେ ପଇସା ଥାଏ ସେମାନେ ତାହାର ପ୍ରକୃତ ମୂଲ୍ୟ ବୁଝିପାରନ୍ତି ନାହିଁ | ଏବଂ ଯେଉ ମାନଙ୍କ ଉପରେ ନିଜ ପରିବାର ଏବଂ ନିଜର ଦାୟିତ୍ୱ ଥାଏ ତାଙ୍କୁ ଜଣା ଥାଏ ଯେ ଜୀବନରେ ପଇସାରେ ପ୍ରକୃତ ମୂଲ୍ୟ କଣ ହୋଇଥାଏ |

ଧନ ପାଇଁ ପ୍ରତ୍ୟକ ବ୍ୟକ୍ତି ନିଜ ନିଜ ହିସାବରେ ନିଜର ବାଳ-ବୁଦ୍ଧି ଖର୍ଚ୍ଚ କରି ଉପାର୍ଜନ କରିବାକୁ ଚେଷ୍ଟା କରନ୍ତି | ସମସ୍ତେ ଚାହାଁନ୍ତି ନିଜର ଏକ ଘର ହେଉ ଏବଂ ନିଜର ଗାଡି ମଧ୍ୟ ଥାଉ କିନ୍ତୁ ଏହି ପଇସା କେବେ ବି ପାଖରେ ରହେ ନାହିଁ ସବୁବେଳେ ଆସେ ଆଉ ଖର୍ଚ୍ଚ ହିଁ ହେଇଯାଏ |

ଶାସ୍ତ୍ର ଅନୁଯାୟୀ ଏହା କୁହାଯିଛି ଯେ ଯେଉ ଘରର ଲଷ୍ମୀ ଘରରେ ସ୍ତ୍ରୀ ମାନେ ହିଁ ହେଇଥାନ୍ତି ଏବଂ ଯେଉ ଘରର ଚଳିବା ବୁଲିବା ସଂସାର ଭଲ ଥିବ ସେଇ ଘରେ ସବୁବେଳେ ମା ଲଷ୍ମୀଙ୍କର ବାସ ଥାଏ | ଶାସ୍ତ୍ରରେ ଅନେକ କଥା ଅଛି ଯେଉ ଉପାୟରେ ଆପଣ ନିଜେ ନିଜ ଘରେ ମା ଲଷ୍ମୀଙ୍କୁ ବାସ ଦେଇପାରିବେ | ଏବଂ ଘରରେ ସ୍ତ୍ରୀ ମାନେ ସବୁବେଳେ ମାତା ଲଷ୍ମୀଙ୍କର ଆରାଧନା କରିଥାନ୍ତି |

ଶାସ୍ତ୍ର ଅନୁଯାୟୀ ଆମର ଗ୍ରହ ନକ୍ଷେତ୍ର ସହିତ ଆମ ଘରରେ ବାସ୍ତୁରେ କିଛି ଏପରି ଜିନିଷ ଥାଏ ଘରର ଯାହା ପଜେଟିଭିଟି ଥାଏ ଯାହା ନେଗେଟିଭିଟି ଥାଏ ତାହା ମଧ୍ୟ ଆମ ଜୀବନରେ ପ୍ରଭାବ ପକାଇ ଥାଏ | ଆମକୁ ଆମ ଘରର ଛୋଟ ଛୋଟ କଥାରେ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ଅଟେ |ଯେତେବେଳେ ଆମେ ଆମ ଘରରେ ମୁଖ୍ୟ କବାଟ ବିଷୟରେ କଥା ହେଉଁଛେ ତେବେ କେବଳ ଆମେ ନୁହେଁ ବରଂ ଏହି କବାଟ ଦେଇ ଘରର ସବୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମଧ୍ୟ୍ୟ ଯିବା ଆସିବା କରେ | ସେଥିପାଇଁ ଘରରେ କବାଟ ପାଇଁ କିଛି ବାସ୍ତୁ ଶାସ୍ତ୍ର ବିଷୟରେ କୁହାଯାଇଛି |

ଯେତେବେଳେ ଆମେ ଘରରେ ମୁଖ୍ୟ କବାଟ ବିଷୟରେ କହୁଛେ ତେବେ ମନେ ରଖନ୍ତୁ ଘରରେ ମୁଖ୍ୟ କବାଟ ସାମ୍ନାରେ କେବେ ବି କୌଣସି ଗଛ କିମ୍ଭା କୌଣସି ଖମ୍ଭ ରଖନ୍ତୁ ନାହିଁ | ଏହାର ଛାଇ ଆପଣଙ୍କ ଘର ଉପରେ ଖରାପ ପ୍ରଭାବ ପକାଇଥାଏ | ଯଦି ଆପଣ ଭଡା ଘରେ ରହୁଛନ୍ତି ଆଉ ଆପଣଙ୍କ ମୁଖ୍ୟ କବାଟ ସାମ୍ନାରେ କୌଣସି ଗଛ ଅଛି ତେବେ ଚେଷ୍ଟା କରନ୍ତୁ ଜଲ୍ଦି ଋ ଜଲ୍ଡୁ ଆପଣ ସେହି ଘର ଛାଡି ଅନ୍ୟ ଘରକୁ ଯିବାକୁ |

ଆପଣଙ୍କ ନିଜ ଘରରେ ବାସ୍ତୁ ଦୋଷକୁ ଦୂର କରିବାକୁ ହେଲେ ଆପଣ ଘରର ଅଖା ପାଖରେ ତୁଳସୀ ଗଛ ନିଶ୍ଚିତ ଭାବରେ ଲଗାନ୍ତୁ | ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଆମ ଘରକୁ ଅନେକ ପବିପଦଋ କେବଳ ତୁଳସୀ ମାତା ହିଁ ବଂଚେଇ ଦେଇଥାନ୍ତି | ସେଥିପାଇଁ ଆପଣଙ୍କୁ ଆପଣଙ୍କ ଘରରେ ସାମ୍ନା ପଟ ଏବଂ ପଛ ପଟେ ଉଭୟ ପଟରେ ତୁଳସୀ ଗଛ ଲଗାଇବା ନିହାତି ଆବଶ୍ୟକ ଅଟେ | ଏହିକରଣଋ ଆପଣଙ୍କ ଘଋକୁ କୌଣସି ପ୍ରକାରର ବି ନକାରାତ୍ମକ ଉର୍ଜା ଆସିପାରେ ନାହିଁ |

ଯଦି ଆପଣଙ୍କ କବାଟ ସାଉଥ କର୍ଣ୍ଣରରେ ଅଛି ତେବେ ଏହା ଆପଣଙ୍କ ଘରକୁ ବହୁତ ମାତ୍ରାରେ ହାନି ପହଞ୍ଚାଇ ଥାଏ | ଯଦି ଆପଣ ଭଡା ଘରେ ରହୁଛନ୍ତି ଆଉ ଆପଣଙ୍କ ଘରର କବାଟ ଦକ୍ଷିଣ ପଟେ ଅଛି ତେବେ ଆପଣ ଏହି ଘରକୁ ଶୀଘ୍ର ବଦଳେଇ ଦିଅନ୍ତୁ | ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ପଞ୍ଚମୁଖୀ ହନୁମାନଙ୍କ ଫୋଟୋ ଘରର ମୁଖ୍ୟ କବାଟରେ ଲଗେଇ ରଖନ୍ତୁ | ଯଦି ଆପଣ ନିଜ ଘର ଆଡକୁ ଧନର ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ ଘରର ଦ୍ୱାରାଋ ଆରମ୍ଭ କରିବା ଉଚିତ | ଧ୍ୟାନ ରଖିବା ଆବଶ୍ୟକ ଯେ ଆପଣଙ୍କ ଘରର ଦ୍ୱାରା ଠାରୁ ଡ୍ରଇଂ ଋମ ଯାଏ ରାସ୍ତା ପୁରା ସଫା ହେବା ଦରକାର |

ଘରର ମୁଖ୍ୟ ଦ୍ୱାରା ସଦା ସର୍ବଦା ସୁନ୍ଦର ହେବ ଦରକାର, ଏହାକୁ ଆହୁରି ସୁନ୍ଦର କରିବା ପାଇଁ ମୁଖ୍ୟ ଦ୍ଵାରା ସାମ୍ନା ରେ ଗୁଲଦସ୍ତ ରେ ଫୁଲ କିମ୍ବା କିଛି ଗଛ ଲଗାଇ ସାମ୍ନା ରେ ରଖିବା ଦ୍ୱାରା ବହୁତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *