ଏହି ଦିନ ଜଳାନ୍ତୁ ଅଟାରେ ତିଆରି ଦୀପ, ଦୂର ହେଇଯିବ ସବୁ ସମସ୍ୟା…

ବନ୍ଧୁଗଣ ଆମ ସନାତନ ଧର୍ମରେ ପୂଜା ସମୟରେ ଦୀପ ଚାଲିବାର ବହୁତ ମହତ୍ୱ ରହିଛି | ଏବଂ ସମସ୍ତ ଦେବା-ଦେବୀଙ୍କ ପୂଜା ସମୟରେ ଦୀପ ଜାଳିବା ବହୁତ ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ | ବନ୍ଧୁଗଣ ଆପଣମାନେ ପ୍ରାୟତଃ ଠାକୁରଙ୍କ ସାମ୍ନାରେ ପିତଳ, ତମ୍ଭା କିମ୍ବା ମାଟିର ଦୀପ ହିଁ ଜଳୁଥିବେ ଏବଂ ଏହା ମଧ୍ୟ ଦେଖିଥିବେ ଯେ କେହି କେହି ଘରେ ଅଟାର ଦୀପ ମଧ୍ୟ ଜାଳିଥାନ୍ତି |

ଆପଣ ବି ଭାବୁଥିବେ ଯେ ଅଟାର ଦୀପ କଣ ପାଇଁ ଜଳାହୁଏ? ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛୁ ଯେ ଅଟାର ଦୀପ ଜାଳିବା ମଧ୍ୟ କୋୖଣସି ଚମତ୍କାର ଠାରୁ କିଛି କାମ ନୁହେଁ | ଯଦି କୋୖଣସି ଖାସ ମନୋସ୍କାମନା ରଖାଯାଇଥାଏ ସେତେବେଳେ ହିଁ ଅଟାର ଦୀପ ଜଳାଯାଇଥାଏ | ଏବଂ ଏମିତି କରିବା ଦ୍ୱାରା ବହୁତ ଜଲ୍ଦି ପୁରଣ ହୋଇଥାଏ |

ପ୍ରଥମେ ଅଟାକୁ ଗଙ୍ଗା ଜଳରେ ଚକଟନ୍ତୁ ସେଥିରେ କିଛି ହଳଦୀ ପକେଇଦିଅନ୍ତୁ | ଏବଂ ସେଥିରେ ଦୀପ ଜଳାନ୍ତୁ | ଏହି ଦୀପରେ ଘିଅ ଆଉ ସଳିତା ଦେଇ ସେଇଥିରେ ଗୋଟେ ଚାଉଳ ଦେଇ ଜଳାନ୍ତୁ | ଆସନ୍ତୁ ଜାଣିବା କେମିତି ଆପଣ ଅସୁବିଧାରୁ ମୁକ୍ତି ପାଇବେ | କେମିତି ସବୁ ସମସ୍ୟାର ସମାଧାନ କରିହେବ | କରଜର ମୁକ୍ତି ପାଇଁ, ଜଲ୍ଦି ବାହାଘର ପାଇ, ଚାକିରୀ ବ୍ୟବସାୟରେ ଉନ୍ନତି ପାଇଁ, ସନ୍ତାନ ପ୍ରାପ୍ତି ପାଇଁ, ରୋଗରୁ ମୁକ୍ତି ପାଇଁ ଅଟାର ଦୀପ ଜଳାଯାଇଥାଏ |

ଯଦି ଆପଣ ଆର୍ଥିକ ସମସ୍ୟାରେ ଅଛନ୍ତି ତେବେ ଆପଣ ମାତା ଲଷ୍ମୀଙ୍କ ପାଖରେ ଲଗାତାର 11 ଦିନ ପର୍ଯ୍ୟନ୍ତ ସଂକଳ୍ପ ନେଇ ଏହି ଅଟାର ଦୀପ ଜଳାନ୍ତୁ | ଏହି ଦୀପରେ ତେଲ ନ ପକେଇ ସବୁବେଳେ ଘିଅ ହିଁ ପକାଇବେ | ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *