ଭଗବାନ ଏହି ୩ ଲୋକଙ୍କ କଥା କେବେବି ଶୁଣନ୍ତି ନାହିଁ, ଏମିତି ଘରେ ସବୁବେଳେ ଲାଗିରହିଥାଏ ଗରିବୀ..

ଭଗବାନ ନିଜେ କହିଛନ୍ତି ଯେ ଏପରି 3ଲୋକଙ୍କ ଡାକ ସେ କେବେବି ଶୁଣାନ୍ତି ନାହିଁ | ଏମିତି ଲୋକଙ୍କ ଘରେ ସବୁବେଳେ ଲାଗିରହିଥାଏ ଗରିବୀ | ଏହା ସହ ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ ବି କହିବୁ ଯାହାକୁ ଆପଣ ନିଜ ଘରକୁ ଆଣିବା ଦ୍ୱାରା ଗରୀବରୁ ମିଳିବ ମୁକ୍ତି | ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଯେ ଆମ ହିନ୍ଦୁ ଧର୍ମରେ ଏମିତି କିଛି ପ୍ରଥା ଅଛି ଯାହା ଅନେକ କାଳରୁ ଚାଲି ଆସୁଛି | ଏବଂ ଅନେକ ଲୋକ ଆଜି ବି ସେହି ପ୍ରଥାକୁ ଆପଣଉଛନ୍ତି |

କିଛି ଲୋକ ଏହାକୁ ବିଶ୍ୱାସ କରୁନାଥୁବା ବେଳେ ଅନେକ ଲୋକ ଏହି ସବୁ ପ୍ରଥାକୁ ଅତି ନିଷ୍ଟାର ସହ ପାଳନ କରନ୍ତି | ଏବଂ ଏହା ଆପଣ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ସଭା ପର୍ବ ଏତେ ମହତ୍ୱପୁର୍ଣ ଏଥିପାଇଁ ହେଇଥାଏ ଯେ ଏହି ପର୍ବ ସହ କିଛି ନା କିଛି ବିଶେଷ କାରଣ ଯୋଡି ହୋଇ ରହିଥାଏ | ଆମ ଶାସ୍ତ୍ରରେ ମଣିଷର ଜନ୍ମ ତଥା ବାହାଘର ବ୍ରତଘର ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ କୋୖଣସି କୋୖଣସି ନିତୀନିୟମ ନିଶ୍ଚୟ ରହିଥାଏ | ଯାହାକୁ ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାନି ମଧ୍ୟ ଥାଏ |

ବନ୍ଧୁଗଣ ଆଜିକାଲି ପ୍ରତ୍ୟେକ ବ୍ୟାକ୍ତି ନିଜ ନିଜର ଅଲଗା ଜୀବନ ବଂଚୁଛନ୍ତି | ଏବଂ ଏମିତିରେ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ନିଜ ଇଚ୍ଛାରେ ବଞ୍ଚି ପାରୁନାହାନ୍ତି | ସେ ଏଥିପାଇଁ କି ଲୋକ ଭୁଲ ବାସ୍ତୁ ଦୋଷପାଇଁ ଗରିବୀକୁ ଚାଲିଯାନ୍ତି | ଏହି ଭୁଲ ପାଇଁ ସେ ନିଜର ଏକ ସୁନ୍ଦର ଜୀବନକୁ ବଂଚିପାରନ୍ତି ନାହିଁ | କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏପରି ଜିନିଷ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ଜୀବନ ସୁଧୁରି ଯିବ |

ବଂଶୀ :- ବାସ୍ତୁ ଦୋଷ ଦୂର କରିବା ପାଇଁ ବଂଶୀ ବହୁତ ମହତ୍ୱ ରଖିଥାଏ | ଆର୍ଥିକ ସ୍ଥିତିକୁ ସୁଧାର କରିବା ପାଇଁ ବ୍ୟକ୍ତିଙ୍କୁ ନିଜ ଘରେ ଚାନ୍ଦିର ବଂଶୀ ରଖିବା ଆବଶ୍ୟକ ହୋଇଥାଏ | ଶାସ୍ତ୍ରରେ ଏହା କୁହାଯାଇଛି ଯେ ବଂଶୀ ଘରେ ରଖିବା ଦ୍ୱାରା ଘରେ ମାତା ଲଷ୍ମୀଙ୍କର ବାସ ରହିଥାଏ ଏବଂ ଏହା ସହ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ | ଏବଂ ଧନର ଆଗମନ ହୋଇଥାଏ |

ଶଙ୍ଖ :- ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଦୋଷକୁ ନାଶ କରିବା ପାଇଁ ଶଙ୍ଖ ବହୁତ କାର୍ଯ୍ୟକାରୀ ହୋଇଥାଏ | ଘରେ ସର୍ବଦା ଶଙ୍ଖର ସ୍ୱର ବାଜିଲେ ଘରେ ଥିବା ସବୁ ନକାରାତ୍ମକ ଉର୍ଜା ଚାଲିଯାଇଥାଏ ଏହା ସହ ଘରେ ଶଙ୍ଖ ବଜେଇବା ଦ୍ୱାରା ଘରର ପରିବେଶ ସୁଖ, ଶାନ୍ତି ତଥା ସମୃଦ୍ଧିରେ ଭାରି ଯାଇଥାଏ |

ଲକ୍ଷ୍ମୀ-କୁବେରଙ୍କ ମୂର୍ତ୍ତି :- ଆପଣମାନଙ୍କ ଘରେ ମାତା ଲଷ୍ମୀଙ୍କର ଫୋଟ କିମ୍ବା ମୂର୍ତ୍ତି ନିଶ୍ଚୟ ଥିବ କିନ୍ତୁ ଧନର ଆଗମନ କରେଇବା ପାଇଁ ମାତା ଲଷ୍ମୀଙ୍କ ସହ ଭଗବାନ କୁବେର ଦେବଙ୍କର ମୂର୍ତ୍ତି ମଧ୍ୟ ଆଣିବା ନିହାତି ଆବଶ୍ୟକ ହୋଇଥାଏ | ଯାହା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ |

କର୍ପୁର :- ଗରିବୀ ହଟେଇବା ତଥା ଘରେ ସୁଖ ଶାନ୍ତି ଚାହୁଁଥିଲେ ଘରେ ପ୍ରତିଦିନ କର୍ପୁର ଜାଳନ୍ତୁ | ଘରର ମାଝି ସ୍ଥାନରେ ନିୟମିତ ଭାବେ କର୍ପୁର ଜଳେଇଲେ ଘରର ସମସ୍ତ ନକାରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ | ଏବେ ଆପଣଙ୍କର ବିଗୁଡ଼ୁଥିବା କାର୍ଯ୍ୟ ମଧ୍ୟ ଶୀଘ୍ର ଶୀଘ୍ର ହୋଇଥାଏ |

ଏତ ଥିଲା କେଉଁ ଜିନିଷ ଘରକୁ ଆଣିବା ଦ୍ୱାରା ଭଗବାନ ଆପଣଙ୍କ ଉପରେ ଖୁସି ହୋଇଥାନ୍ତି ଏବଂ ଧନର ଆଗମନ କିପରି କରିବାକୁ ହୋଇଥାଏ | ଏବେ ଚାଲନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ଡାକ ଭଗବାନ କେବେବି ଶୁଣନ୍ତି ନାହିଁ ଯିଏ ସବୁବେଳେ ରହିଥାନ୍ତି ଗରିବୀ ରେ |

ଘରର ଯତ୍ନ ନେଉନଥିବା ଲୋକ :-

ଭଗବାନ କହିଥାନ୍ତି ଯେଉଁ ପୁରୁଷ କିମ୍ବା ନାରୀ ନିଜ ଘରର ଭଲରେ ଯତ୍ନ ନିଅନ୍ତି ନାହିଁ ତାଙ୍କୁ ଧନର ଆବଶ୍ୟକତା ହିଁ ନାହିଁ |ଶାସ୍ତ୍ରରେ ଏହା କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନିଜ ଘରର ଯତ୍ନ ନିଏନି ଘର ଭାଙ୍ଗିଗଲେ ବି ତାକୁ କୋୖଣସି ଫରକ ପଡ଼େନି ସେମିତିକା ଲୋକର ଘରେ ଭଗବାନ କେବେବି ବାସ କରନ୍ତି ନାହିଁ | ଏବଂ ଏମିତି ଘରେ ପଇସା ମଧ୍ୟ ରୁହେ ନାହିଁ ଏବଂ ସବୁବେଳେ ଗରିବୀରେ ହିଁ ବଞ୍ଚିବାକୁ ପଡ଼ିଥାଏ | ଏଥିପାଇଁ ଘରର ଚିନ୍ତା କରୁଥିବା ବ୍ୟାକ୍ତିହିଁ ବିଜୟ ପ୍ରାପ୍ତ କରିଥାଏ |

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଘର ପୋଛା ଲଗେଇବା ଉଚିତ ହୋଇନଥାଏ | ଯଦି ଆପଣ ଏମିତି କରନ୍ତି ତେବେ ଏହା ବାସ୍ତୁ ଦୋଷର ମୁଖ୍ୟ କାରଣ ମଧ୍ୟ ହୋଇପାରେ | ଗୁରୁବାର ଦିନ ଆପଣ ଘରକୁ ଭଲରେ ସଫା କରିପାରିବେ କିନ୍ତୁ ପୋଛା ଲଗାନ୍ତୁ ନାହିଁ | ଏହା ଛଡ଼ା ଏହି ଦିନ କୋୖଣସି ବି ନୂଆ ଝାଡୁ ଆଣନ୍ତୁ ନାହିଁ | ଏହା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୁଭ ହୋଇଥାଏ |

ଯେଉଁମାନେ ଘରେ ଖାଇବା ଖାଇ ଅଇଁଠା ବାସନ ରଖିଥାନ୍ତି | ବନ୍ଧୁଗଣ ଅନେକ ଏପରି ଲୋକ ଥାନ୍ତି ଯେଉଁମାନେ ଖାଇବା ପରେ ଅଇଁଠା ବାସନକୁ ଥୋଇଦିଅନ୍ତି ଏବଂ ଅନେକ ଏପରି କରନ୍ତି କି ରାତିରେ ଖାଇବା ପରେ ଅଇଁଠା ବାସନକୁ ରଖିଦିଅନ୍ତି ସକାଳକୁ ମାଜିବା ପାଇଁ | କିନ୍ତୁ ଏହା ସମ୍ପୂର୍ଣ ଭାବେ ଖରାପ ହୋଇଥାଏ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କେବେବି ଅଇଁଠା ବାସନକୁ ଖେଳେଇକି ରଖିବା ଉଚିତ ନୁହେଁ | ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ଘରୁ ଗରିବୀ କେବେ ବି ଦୂର ହୋଇନଥାଏ |

Leave a Reply

Your email address will not be published. Required fields are marked *