ସରସ୍ବତୀ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ,ନହେଲେ …….

ବନ୍ଧୁଗଣ ବସନ୍ତପଞ୍ଚମୀକୁ ବସନ୍ତଋତୁର ଆରମ୍ଭର ପ୍ରତୀକ ବୋଲି ବିବେଚନା କରାଯାଇଥାଏ | ମାତା ସରସ୍ବତୀଙ୍କ ଆରାଧନା କରିବା ପାଇଁ ଏହିଦିନ ସବୁଠାରୁ ଭଲ ହୋଇଥାଏ | ଜ୍ଞାନ, ବିବେକ, ବୁଦ୍ଧି, ବାଣୀ, ବିଦ୍ୟା ସବୁ କଳାକୁ ପ୍ରାପ୍ତ କରିବା ପାଇଁ ମାତା ସରସ୍ବତୀଙ୍କ ଆରାଧନା କରାଯାଇଥାଏ | ମାତା ସରସ୍ବତୀଙ୍କ ମହିମା ବହୁତ ଅପାର ହୋଇଥାଏ |

ଆମ ଭିତରେ ଯେଉଁ ଆଚାର ଏବଂ ବ୍ୟବହାର ତଥା ବୁଦ୍ଧି ରହିଚି ସେହି ସବୁର ଆଧାର ହେଉଛନ୍ତି ମାତା ସରସ୍ବତୀ | ଜ୍ଞାନର ଅଧିଷ୍ଟ୍ରାତ୍ରି ଦେବୀ ସରସ୍ବତୀଙ୍କର ଅବତାରଣ ଦିନ ହୋଇଥାଏ | ଶବ୍ଦ ଏବଂ ରସର ସଞ୍ଚାର କରିଦେଇଥିବା ଏହି ଦେବୀଙ୍କର ନା ରଖିଲେ ବାଣୀର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀ କହିଲେ |

ମଧୁର ବାଣୀରେ ଅସମ୍ଭବ କଥା ବି ସମ୍ଭବ ହୋଇଥାଏ, ଅନେକ ସମ୍ପର୍କ ଗଢ଼ିହୋଇଯାଏ ଅନେକ ସମ୍ପର୍କ ଭାଙ୍ଗିବାରୁ ରହିଯାଏ | ସବୁ ବିଜୟର ଏକ ମାତ୍ର କାରକ ହୋଇଥାନ୍ତି ମାତା ସରସ୍ବତୀ | ସେଇଥିପାଇଁ ଜ୍ଞାନ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀଙ୍କର ବିଶେଷ ମହତ୍ୱ ରହିଛି | ଏହିଦିନ ଆପଣ ଜଲ୍ଦି ଉଠି ଗଙ୍ଗାଜଳରେ ସାନ୍ନ ସାରି ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ |

ଆପଣ ଏହି ଦିନ ପ୍ରଥମେ ସାନ୍ନ ସାରି ହଳଦିଆର ରଙ୍ଗର ପୋଷାକ ପିନ୍ଧି ନିଜ ଘରର ମନ୍ଦିରକୁ ସଫା କରନ୍ତୁ | ସେଠାରେ ଯଦି ମାତା ସରସ୍ବତୀଙ୍କର ମୂର୍ତ୍ତି ଅଛି ତେବେ ତାକୁ ଧୋଇଦିଅନ୍ତୁ ନଚେତ ଯଦି ଫୋଟ ରଖିଛନ୍ତି ତେବେ ତାହାକୁ ପୋଛି ଦିଅନ୍ତୁ ତାଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ | ଏହା ପାରେ ତାଙ୍କୁ ପୁଜା କରିବା ସମୟରେ ତାଙ୍କ ପାଖେ ଆପଣଙ୍କର ପାଠ ଜନିତ ଜିନିଷ ଯେମିତି କି ବହି, ଖାତା, ପେନ ରଖି ପୁଜା କରନ୍ତୁ | ବସନ୍ତ ପଞ୍ଚମୀ ସମୟରେ ହିଁ ପ୍ରଥମ କରି ଭଗବାନ ଶ୍ରୀକୃଷ୍ଣ ମାତା ସରସ୍ବତୀଙ୍କର ଆବାହନ କରିଥିଲେ ସେଇଥିପାଇଁ ମାତା ସରସ୍ବତୀଙ୍କ ପୁଜାରେ ମୟୁରଚୂଳ ନିଶ୍ଚୟ ରହିଥାଏ |

ଏବଂ ଯଦି ଆପଣଙ୍କର କୋୖଣସି କାର୍ଯ୍ୟ ଅଧାରେ ପଡ଼ିଛି ସେହି କାର୍ଯ୍ୟ ସଫଳତାର ସହ ସଂପୂର୍ଣ ହୋଇପାରୁନାହିଁ କିମ୍ବା ଆପଣଙ୍କର କୋୖଣସି ସମସ୍ୟା ଅଛି ତେବେ ଆପଣ ସରସ୍ବତୀଙ୍କ ପାଖରେ ଥିବା ମୟୁରଚୂଳକୁ ପ୍ରାସାଦ ଆକାରରେ ଆଣି ନିଜ ସହ ସବୁବେଳେ ରଖନ୍ତୁ | ଏହା କରିବା ଦ୍ୱାରା ଆପଣ ପରୀକ୍ଷା, ଇଣ୍ଟର୍ଭା୍ୟୁ ସଫଳତା ମିଳିଥାଏ | ଚାକିରୀ ଜୀବନରେ ସବୁ କାର୍ଯ୍ୟ ସଫଳତା ପୂର୍ବକ ସମାପ୍ତ ହୋଇଥାଏ | ସବୁ ବିଗିଡ଼ି ଯାଇଥିବା କଥା ପୁଣି ଥରେ ଠିକ ହୋଇଯାଏ |

ଯଦି ଆପଣଙ୍କ ଘରେ ସବୁବେଳେ ଝଗଡ଼ା ଲାଗିରହୁଛି କିମ୍ବା ଆପଣଙ୍କ ଘରେ ସବୁବେଳେ କଳହର ପରିବେଶ ରହୁଛି ତେବେ ଆପଣ ଜାଣିଯିବେ ଯେ ଆପଣଙ୍କ ଘରେ ନକାରାତ୍ମକ ଉର୍ଜାର ସ୍ଥାପନା ହୋଇଛି | ଯଦି ଆପଣ ହଠାତ କରି ଚିଡ଼ି ଚିଡ଼ି ହେବାରେ ଲାଗୁଛନ୍ତି କିମ୍ଭା ଆପଣଙ୍କର ପ୍ରତ୍ୟକ କାର୍ଯ୍ୟ ବିଫଳ ହେଉଛି ତେବେ ଆପଣ ନିଜ ଘରେ ମୟୁରଚୂଳକୁ ଏମିତି ଜାଗାରେ ରଖନ୍ତୁ ଯେଉଁ ଘରେ ଘରକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଲୋକଙ୍କର ନଜର ପଡିପାରିବ | ଏହାକୁ ଆପଣ ଘରର ମୁଖ୍ୟଦ୍ୱାର ରେ ଲଗେଇପାରିବେ ଏବଂ ଘରର ବୈଠକ ଘରେ ମଧ୍ୟ ରଖିପାରିବେ | ଏହି ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ | ଏହିଦିନ ପୁଜାରେ ସମସ୍ତ ନିଷ୍ଟା ଏବଂ ଭକ୍ତି ଲଗେଇ କରନ୍ତୁ |

Leave a Reply

Your email address will not be published. Required fields are marked *