ପିମ୍ପୁଡ଼ି କରିବ ଆପଣଙ୍କୁ କୋଟିପତି ! ଜାଣନ୍ତୁ କେମିତି ?

ଆଜି ଆମେ ଆପଣଙ୍କୁ ପିମ୍ପୁଡ଼ି ବିଷୟରେ କିଛି ରୋଚକ ତଥ୍ୟ କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ପ୍ରାୟତଃ ଆମେ ପିମ୍ପୁଡ଼ିକୁ ପାଦରେ ଚକଡ଼ି ମାରିଦେଇଥାଉ ଏବଂ ତାଙ୍କୁ ବହୁତ ଅଣଦେଖା କରିଥାଉ | କିନ୍ତୁ କଣ ଆପଣ ଜାଣିଛନ୍ତି ପିମ୍ପୁଡ଼ି ବହୁତ ପରିଶ୍ରମି ହୋଇଥାନ୍ତି, ଏକାଠି ରହିବାର ଉଦାହରଣ ହୋଇଥାନ୍ତି |

ବନ୍ଧୁଗଣ ବୈଜ୍ଞାନିକ ମାନେ ମଧ୍ୟ ପିମ୍ପୁଡ଼ି ବିଷୟରେ ଅନେକ କଥା କୁ ବାହାରକୁ ଆଣିଛନ୍ତି | ଯେମିତିକି ପିମ୍ପୁଡ଼ି ନିଜ ମଧ୍ୟ ରେ କଥାବାର୍ତ୍ତା କରିଥାନ୍ତି, ବୈଠକ ବସେଇଥାନ୍ତି ସେମାନେ ପାହାଡ କାଟିଦେବାର ମଧ୍ୟ ଶକ୍ତି ରଖିଥାନ୍ତି | ଏବଂ ପିମ୍ପୁଡ଼ି ଆମ ସହରକୁ ସଫା ରଖିବାର ମଧ୍ୟ କାମ କରିଥାନ୍ତି, ବନ୍ଧୁଗଣ ଆମେ ପିମ୍ପୁଡ଼ି ବିଷୟରେ କଣ କଣ କହିବୁ?

ପିମ୍ପୁଡ଼ି ବହୁତ ଯୋଗ୍ୟ ହୋଇଥାନ୍ତି ଏବଂ ଆମ ପାଇଁ ପାଠ ପଦର୍ଶକ ପରି କାମ କରିଥାନ୍ତି | ପ୍ରାୟତଃ ଆପଣ ଶୁଣିଥିବେ ଯେତେବେଳ ମନୁଷ୍ୟ ନିରାଶା ହୋଇଯାଏ, ଜୀବନ ରେ ହାରିଯାଏ ସେତବେଳେ ପିମ୍ପୁଡ଼ି ମାନଙ୍କ କଥା ମୋଟିଭେସନ ଆକାରରେ କୁହାଯାଏ କି କେମିତି ପିମ୍ପୁଡ଼ି ଏତେ ବାଧା ପରେ ମଧ୍ୟ ପାହାଡ ଚଢ଼ିପାରେ | ପିମ୍ପୁଡ଼ି ସେ ପର୍ଯ୍ୟନ୍ତ ସେହି କାମ କୁ କରିବା ବନ୍ଦ କରନ୍ତିନି ଯେପର୍ଯ୍ୟନ୍ତ ସଫଳତା ପାଇନାହାନ୍ତି |

ସେହିପରି ଯଦି ବନ୍ଧୁଗଣ ଆପଣଙ୍କୁ ବାରମ୍ବାର ଅସଫଳତା ମିଳୁଛି,ଯେତେ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳୁନାହିଁ ତେବେ ଆପଣଙ୍କୁ ମଧ୍ୟ ପିମ୍ପୁଡ଼ି ପରି କାର୍ଯ୍ୟ କରିବା ଆବଶ୍ୟକ | ଯଦି ଆପଣଙ୍କ ଘରେ ମଧ୍ୟ ପିମ୍ପୁଡ଼ି ଅଛନ୍ତି ତେବେ ଏହା ଶୁଭ କିମ୍ଵା ଅଶୁଭ ହୋଇପାରେ ଆଜି ଆମେ ଆପଣଙ୍କୁ କହିବୁ | କେଉଁ ପିମ୍ପୁଡ଼ି ସକାରାତ୍ମକ ହୋଇଥାଏ କେଉଁ ପିମ୍ପୁଡ଼ି ଆପଣଙ୍କ ପାଇଁ ଖରାପ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବୁ |

ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପିମ୍ପୁଡ଼ି ବହୁତ ଶୁଭ ହୋଇଥାନ୍ତି | ତେବେ ଯଦି ଆପଣଙ୍କ ଘରେ ପିମ୍ପୁଡ଼ି ଅଛନ୍ତି ଏହି ପୋଷ୍ଟ କୁ ସମ୍ପୂର୍ଣ ପଢନ୍ତୁ | ପିମ୍ପୁଡ଼ି ଆପଣଙ୍କ ଭାଗ୍ୟ ବଦଳେଇ ଦେଇପାରେ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ କରିଦେଇ ପାରେ ଆପଣଙ୍କ ଚାକିରୀ ଏବଂ ବ୍ୟବସାୟ କୁ ମଧ୍ୟ ଉନ୍ନତି କରିଦେଇ ପାରେ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ସର୍ବପ୍ରଥମେ ଆପଣଙ୍କୁ ଦେଖିବାକୁ ହେବ ଆପଣଙ୍କ ଘରେ ମାଟିଆ ରଙ୍ଗର ପିମ୍ପୁଡ଼ି ଅଧିକ ଅଛନ୍ତି କି କଳା ରଙ୍ଗର କାରଣ ଏହା ହିଁ ଆପଣଙ୍କୁ ଆପଣଙ୍କ ଭାଗ୍ୟ ବିଷୟରେ ଜଣେଇବ | ଶାସ୍ତ୍ର ରେ କୁହାଯାଇଛି 84 ଲକ୍ଷ ଜୀବନ ପରେ ମନୁଷ୍ୟ ଜୀବନ ମିଳିଥାଏ |ତେବେ ସେହିପରି ସବୁ ଜୀବଙ୍କ ମଧ୍ୟ ରେ ଭଗବାନ ରହିଥାନ୍ତି ଠିକ ସେହିପରି କଳା ପିମ୍ପୁଡ଼ି ରେ ମଧ୍ୟ ବିଷ୍ଣୁ ଭଗବାନ ରହିଥାନ୍ତି | ଏବଂ ସେଥିରେ ଶନିଦେବ ମଧ୍ୟ ରହିଥାନ୍ତି ତେବେ ଯଦି ଆପଣ ଚାହୁଁଛନ୍ତି

ଆପଣଙ୍କୁ ବୈକୁଣ୍ଠ ପ୍ରାପ୍ତ ହେଉ ଭଗବାନ ବିଷ୍ଣୁଙ୍କ ଶରଣ ରେ ମୋକ୍ଷ ମିଳୁ | ତେବେ ପିମ୍ପୁଡ଼ିଙ୍କୁ ମିଠା ଅଟା ଗୁଳା ଦେବା ଉଚିତ, ବନ୍ଧୁଗଣ ଶାସ୍ତ୍ର ରେ କୁହାଯାଏ କି ଯେଉ ମନୁଷ୍ୟ ବୈକୁଣ୍ଠ ଯାଇଥାଏ ତାକୁ ମହା ଆନନ୍ଦ ମିଳିଥାଏ ଏବଂ 84 ଲକ୍ଷ ଜନ୍ମ ନେବାକୁ ପଡ଼ିନଥାଏ | ଯଦି ପିମ୍ପୁଡ଼ି ଙ୍କୁ ଚାଉଳ ଚୁନା ଏବଂ ଚିନି ଦିଆଯାଏ ତେବେ ଆପଣଙ୍କ ଜୀବନ ରେ ଦୁଃଖ କଷ୍ଟ ସବୁ ନାଶ ହୋଇଥାଏ ଦୁର୍ଭାଗ୍ୟ ସୌଭାଗ୍ୟ ହୋଇଯାଏ | ତେବେ ବନ୍ଧୁଗଣ ପିମ୍ପୁଡ଼ି କୁ ଏହା ଦେବା ଉଚିତ..

ବନ୍ଧୁଗଣ ଯଦି ଜୀବନ ରେ ବହୁତ ସମସ୍ୟା ରହିଛି, ଯେତେ କଷ୍ଟ କଲେ ମଧ୍ୟ ସଫଳତା ଏବଂ ଉନ୍ନତି ହେଉନାହିଁ | ତେବେ ପିମ୍ପୁଡିର ଏହି ଛୋଟିଆ ପ୍ରୟୋଗ କରନ୍ତୁ ସବୁ କିଛି ଆପଣଙ୍କ ହାତ ପାପୁଲି ରେ ଆସି ରହିବ | ତେବେ ବନ୍ଧୁଗଣ ଆପଣଙ୍କୁ ଏକ ଶୁଖିଲା ନଡ଼ିଆ ଆଣିବାକୁ ହେବା ଏହା ପରେ ସେଥିରୁ ପାଉଡର ବାହାର କାରୀ ଚିନି ମିଶେଇ ପିମ୍ପୁଡ଼ି କୁ ଖାଇବାକୁ ଦିଅନ୍ତୁ ରାତା ରାତି ଆପଣଙ୍କ ଭାଗ୍ୟ ବଦଳି ଯିବ ଆପଣଙ୍କର ସବୁ ସମସ୍ୟା ଦୂର ହେବ |

ତେବେ ଯଦି ଆପଣଙ୍କ ଜୀବନ ରେ ଚାକିରୀ ରେ ବାଧା ଆସୁଛି କିମ୍ଵା ବେପାର ରେ ଲାଭ ହେଉନାହିଁ ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ | ବାଦାମ ପାଉଡର ରେ ଚିନି ମିଶେଇ ପିମ୍ପୁଡ଼ି କୁ ଖାଇବାକୁ ଦିଅନ୍ତୁ ଦେଖିବେ ସବୁ ସମସ୍ୟା ଧୀରେ ଧୀରେ ଠିକ ହୋଇଯିବ | ବେପାର ରେ ଲାଭ ହେବ ଏବଂ ମନ ପସନ୍ଦ ର ଚାକିରୀ ମଧ୍ୟ ମିଳିବ | ବନ୍ଧୁଗଣ ଶନି, ଶୁକ୍ର, ବୁଧ ଏବଂ ରାହୁ, କେତୁ ବହୁତ ଅଶୁଭ ଗ୍ରହ ହୋଇଥାନ୍ତି ତେବେ ଏହାକୁ ଠିକ କରିବା ପାଇଁ କେବଳ ପିମ୍ପୁଡ଼ି କୁ ଅଟା ଖାଇବାକୁ ଦେବା ଦ୍ୱାରା ସବୁ କିଛି ଠିକ ହୋଇଯାଏ |

ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଏହି ଉପାୟ ଠାରୁ ଭଲ ଉପାୟ ଆଉ କିଛି ବି ନାହିଁ | ପିତୃପକ୍ଷ ଛଡ଼ା ଏହାକୁ ସବୁ ଅମାବାସ୍ୟାରେ ମଧ୍ୟ କରନ୍ତୁ | ଘରେ ଆପଣ ଯାହା ବି ଭୋଜନ ବନାଉଛନ୍ତି ସେହି ଭୋଜନରୁ ଅଳ୍ପ କିଛି ଭୋଜନ ଆପଣ ପିମ୍ପୁଡି ମାନଙ୍କୁ ନିଶ୍ଚୟ ଦିଅନ୍ତୁ | ଯଦି ଗ୍ରହ ମାନଙ୍କର ଅଶୁଭ ପ୍ରଭାବରୁ ଆପଣଙ୍କର ଯଦି ସବୁ କାମ ନଷ୍ଟ ହେଇଯାଉଛି | ତେବେ ଆପଣ ପିମ୍ପୁଡିଙ୍କୁ ମିଠା ରୁଟି ନିଶ୍ଚିତ ଖାଇବାକୁ ଦିଅନ୍ତୁ |

ଏମିତି କରିବା ଦ୍ୱାରା ଆପଣଙ୍କ ଉପରେ ମାତା ଲଷ୍ମୀଙ୍କ କୃପା ଦୃଷ୍ଟି ରହିବ | ବନ୍ଧୁଗଣ ପିମ୍ପୁଡି ଦେଖିବାକୁ ବହୁତ ଛୋଟ ହେଇଥାନ୍ତି କିନ୍ତୁ ବନ୍ଧୁଗଣ ପିମ୍ପୁଡିଙ୍କ କାମ ବହୁତ ବଡ଼ ବଡ଼ ହୋଇଥାଏ | ଯଦି ଏହି ସଂସାରର ଲୋକମାନେ ବି ପିମ୍ପୁଡ଼ିଙ୍କୁ ବୁଝିଯାଏ କି ସେମାନେ ଆମ ଜୀବନରେ କିପରି ପ୍ରଭାବ ପକାଇଥାନ୍ତି | ଏବଂ ସେ ଦେଉଥିବା ଶୁଭ ସଂକେତ ଅଥବା ଅଶୁଭ ସଂକେତ ଚିହିଁ ପାରନ୍ତି | ଯଦି କୋୖଣସି ବ୍ୟକ୍ତି ତାଙ୍କୁ ଅତି ଧ୍ୟାନରେ ଦେଖନ୍ତି ତେବେ ସେ ଏହାକୁ ଜାଣିପାରିବେ |

ଆମେ ଆପଣଙ୍କୁ କହିରଖୁଛୁ ଯେ ଯେଉଁ ଘରେ କଳା ପିମ୍ପୁଡି ଦେଖିବାକୁ ମିଳନ୍ତି ସେହି ଘରର ବ୍ୟକ୍ତିମାନଙ୍କର ଭାଗ୍ୟ ଫିଟିଗଲା ବୋଲି ବିବେଚନା କରାଯାଏ | ଯଦି ଆପଣ ସେହି ପିମ୍ପୂଡ଼ିକୁ ବାରମ୍ବାର ସଫା କରିବା ପରେ ମଧ୍ୟ ସେମାନେ ନ ଯାଆନ୍ତି ତେବେ ଆପଣ ଜାଣିଯିବେ ଯେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ଅଟେ | ଏବଂ ଆପଣ ଯାଣିନିଅନ୍ତୁ କି ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି |

ଯଦି ଆପଣ ନିଜ ଘରର କାନ୍ଥରେ ପିମ୍ପୁଡିଙ୍କ ଧାର ଲାଗିଥାଏ ତେବେ ଆପଣ ଜାଣିଯିବା ଦରକାର ଯେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବାକୁ ଯାଉଛି | ଯଦି ଆପଣ ଘରେ ନାଲି ପିମ୍ପୁଡି ଦେଖିବାକୁ ପାଉଛନ୍ତି ଏବଂ ଖାସ କରି ଯଦି ଆପଣ ନାଲି ପିମ୍ପୁଡିଙ୍କୁ ଅଣ୍ଡା ନେଇ ଯାଉଥିବାର ଦେଖୁଛନ୍ତି ତେବେ ବୁଝିଯିବା ଦରକାର କି ଘରକୁ କୋୖଣସି ପ୍ରକାରର ଅସୁବିଧା ଆସିବାକୁ ଯାଉଛି | ଆପଣଙ୍କର ଅନେକ ବଡ଼ କ୍ଷତି ହେବାକୁ ଯାଉଛି | ଘରେ ଅସନ୍ତୋଷ ବଢ଼ିବାରେ ଲାଗିବ | ଯଦି ଆପଣ ନିଜ ସ୍ବପ୍ନରେ ଅଳ୍ପ ପିମ୍ପୁଡି ଦେଖିବାକୁ ପାଉଛନ୍ତି ତେବେ ଜାଣିଯିବେ ଯେ ଏହା ଆପଣଙ୍କର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ | କିନ୍ତୁ ଯଦି ଆପଣ ସ୍ବପ୍ନରେ ଏକାଠି ବହୁତ ପିମ୍ପୁଡି ଦେଖୁଛନ୍ତି | ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ଼ ଅସୁବିଧାର କାରଣ ହୋଇପାରେ |

Leave a Reply

Your email address will not be published. Required fields are marked *