ଖଣ୍ଡିଏ କର୍ପୁରକୁ ନେଇ କରନ୍ତୁ ଏହି ଉପାୟ,ମା ଲକ୍ଷ୍ମୀ ଏବଂ ଭଗବାନ କୁବେର ନିଜେ ହିଁ ଆପଣଙ୍କୁ କୋଟିପତି ବନେଇ ଦେବେ |

ବେଳେବେଳେ ଜୀବନରେ ଅନେକ ସମସ୍ୟା ଆସିଥାଏ,ଯେତେ ଚେଷ୍ଟା କରିବା ପରେ ମଧ୍ୟ ଏହା ସମାପ୍ତ ହୁଏ ନାହିଁ | ବେଳେ ବେଳେ ଏହିପରି ଲାଗିଥାଏ କି ଏ ଜୀବନ ହିଁ ମିଳିଛି କଷ୍ଟ ସହିବା ପାଇଁ | ତେବେ ଆଜି ଆମେ ଆପଣଙ୍କୁ କର୍ପୁର ଏବଂ ଲବଙ୍ଗ ର ଉପାୟ ବିଷୟରେ କହିବୁ ଯାହାକୁ ଆପଣ ସୋମବାର ଦିନ କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ |

କର୍ପୁର ର ପ୍ରୟୋଗ ଉଭୟ ପୂଜା ଏବଂ ତାନ୍ତ୍ରିକ କ୍ରିୟା ରେ ମଧ୍ୟ ବ୍ୟବହାର ହୋଇଥାଏ | ତେବେ କର୍ପୁର ରେ ନକାରାତ୍ମକ ଉର୍ଜାକୁ ଦୂର କରିବାର ଶକ୍ତି ମଧ୍ୟ ରହିଛି | ଏହା ଦ୍ୱାରା ସ୍ୱାସ୍ଥ୍ୟ ର ଉପଚାର ଏବଂ ଜ୍ୟୋତିଷ କାର୍ଯ୍ୟ ମଧ୍ୟ କରାଯାଇଥାଏ | ତେବେ ଆସନ୍ତୁ ଜାଣିବା କର୍ପୁର ଏବଂ ଲବଙ୍ଗ ର ମହତ୍ୱପୂର୍ଣ୍ଣ ଉପାୟ ବିଷୟରେ ;

ବେଳେବେଳେ ଧନର ସମସ୍ୟା ବହୁତ ହୋଇଥାଏ, ଏହିପରି ଲାଗିଥାଏ କି ପଇସା ପାଇଁ ନିଜର କିଛି ବି ଇଛା ପୁରଣ ହୋଇପାରୁ ନାହିଁ | ତେବେ ଏଭଳି ସ୍ଥିତି ରେ ଗୋଟିଏ ନଡ଼ିଆ ନିଅନ୍ତୁ ଏହା ଉପରେ ଗୋଟିଏ କର୍ପୁର ରଖନ୍ତୁ ଏବଂ ଏହାକୁ ଜଳେଇ ଦିଅନ୍ତୁ | ଏହିପରି ପ୍ରତ୍ୟେକ ସଂନ୍ଧ୍ୟା ରେ କରନ୍ତୁ କୌଣସି ବି ସୋମବାର ଠାରୁ ଆରମ୍ଭ କରି ଏହାକୁ 11 ଦିନ ପର୍ଯ୍ୟନ୍ତ କରନ୍ତୁ |

ଏହା ଆପଣଙ୍କ ଜୀବନ ରେ ଧନର ସମସ୍ୟା କୁ ଦୂର କରିଦେବ | ଏହା ବ୍ୟତୀତ ଆଉ ଏକ ଉପାୟ ମଧ୍ୟ କରିପାରିବେ ତେବେ ଗୁରୁବାର ଦିନ 11 ଟି ସାଗୁ ଦାନା ନିଅନ୍ତୁ | ସେଥିରେ ଗୋଟିଏ କର୍ପୁର ରଖି ଜଳେଇ ଦିଅନ୍ତୁ ଏହି ପରି କରିବା ମଧ୍ୟ ଧନ ବୃଦ୍ଧି କରିଥାଏ |

ଯଦି ଆପଣଙ୍କୁ କାଳ ସର୍ପ ଦୋଷ, ପିତୃ ଦୋଷ, ମାତୃ ଦୋଷ, ଶନି ଦୋଷ ଏବଂ ଗୁରୁଋଣ ଇତ୍ୟାଦି ରହିଛି | ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟା ଏବଂ ସକାଳେ ଘିଅ ରେ ଭିଜେଇ ଗୋଟିଏ ଲେଖାଏଁ କର୍ପୁର ଜଳାନ୍ତୁ | ଏହିପରି ପ୍ରତ୍ୟେକ ଦିନ କରିବା ଦ୍ୱାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଯାଇଥାଏ | ଏହା ସହ ଯଦି ଆପଣଙ୍କ ବିବାହ ରେ କୌଣସି ବାଧା ଆସୁଛି କିମ୍ବା ଗ୍ରହ ଦୋଷ ରହିଛି |

ତେବେ ଏହିପରି ପରିସ୍ଥିତିରେ ଆପଣ 36 ଟି ଲବଙ୍ଗ ନିଅନ୍ତୁ ସେଥିରେ 6ଟି କର୍ପୁର ମଧ୍ୟ ନିଅନ୍ତୁ | ଏହା ପରେ ସେଥିରେ ଟିକିଏ ଚାଉଳ ହଳଦୀ ଏବଂ ସିନ୍ଦୁର ମିଶେଇ ମା ଦୁର୍ଗା ଙ୍କୁ ସ୍ମରଣ କରି ଆହୁତି ଦେଇ ଦିଅନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କର ଶୀଘ୍ର ବିବାହ ହୋଇଯିବ |

ଯଦି ଆପଣ ବହୁତ ପଇସା ରୋଜଗାର କରିବା ପରେ ମଧ୍ୟ ନିଜର ମନ ମୁତାବକ ଭଲ ଘର ଏବଂ ଜାଗା କିଣି ପାରୁନାହାନ୍ତି | ଅବା ତିଆରି କରିପାରୁ ନାହାନ୍ତି ଏହାର ଆପଣଙ୍କ ମଙ୍ଗଳ ଗ୍ରହ ହୋଇ ଥାଏ | ତେବେ ଏହାକୁ ପ୍ରଶନ୍ନ କରିବା ପାଇଁ ମଙ୍ଗଳବାର ଦିନ, ଗୋଟିଏ କାଚ ସିସି ରେ ସେହି ଜାଗାର ମାଟି ଆଣି ଭରି ରଖନ୍ତୁ ଯାହାକୁ ଆପଣ ପାଇବାକୁ ଚାହୁଁଛନ୍ତି |

ଏହା ପରେ ସେଥିରେ ଟିକିଏ କର୍ପୁର ଏବଂ ସିନ୍ଦୁର ମିଶେଇ ଦିଅନ୍ତୁ ଏବଂ ଏହାକୁ ନିଜ ଘରର ପୂଜା ଘରେ ରଖିଦିଅନ୍ତୁ | ଏହା ପରେ ଏହାକୁ 11 ଦିନ ଘରେ ସନ୍ଧ୍ୟା ସକାଳେ ପୂଜା କରନ୍ତୁ ଏବଂ ହନୁମାନ ଚାଳିଶା ଜପ କରନ୍ତୁ | ଏହା ପରେ ଏହାକୁ ହନୁମାନ ମନ୍ଦିର କୁ ନେଇଯାନ୍ତୁ ଏବଂ ହନୁମାନ ଙ୍କୁ ସମର୍ପଣ କରି ନିଜର ମନୋକାମନା ଜଣାନ୍ତୁ | ଏହିପରି କରିବା ପରେ ଏହାକୁ ନଦୀରେ ପ୍ରବାହିତ କରିନ୍ତୁ | ଏହିପରି କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ନିଶ୍ଚିତ ପୁରଣ ହେବ |

3 ଶନିବାର ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ | ତେବେ ବନ୍ଧୁଗଣ ଗୋଟିଏ ଶୁଖିଲା ନଡ଼ିଆ ଆଣନ୍ତୁ ସେଥିରେ ଚିନି ଭରିଦିଅନ୍ତୁ | ଏହା ପରେ ଶନିବାର ଦିନ ସକାଳୁ ଏହାକୁ ଓସ୍ତ ଗଛ ତଳେ ମାଟି ଖୋଲି ପୋତିଦିଅନ୍ତୁ | ଏହିପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ | ଶନିବାର ରାତି ରେ ଦୀପ ରେ ହଳଦିଆ ସୋରିଷ ପକେଇ ଜଳେଇବା ଦ୍ୱାରା ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜା ଦୂର ହୋଇଥାଏ | ଏହା ବ୍ୟତୀତ ଗୋଟିଏ ଲବଙ୍ଗ ଦୀପ ରେ ଶନିବାର ରାତିରେ ଜଳେଇବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇ ଥାଏ |

Leave a Reply

Your email address will not be published. Required fields are marked *