26 ଜାନୁଆରୀ ବସନ୍ତପଞ୍ଚମୀରେ ଘରର ଏହି ଜାଗାରେ ରଖିଦିଅନ୍ତୁ ଗୋଟେ ମୟୁରଚୂଳ,ମିଳିବ 99% ସଫଳତା |

ଏହି ବର୍ଷ ବସନ୍ତପଞ୍ଚମୀ ଅର୍ଥାତ ସରସ୍ବତୀପୁଜା କରନ୍ତୁ ମୟୁରଚୂଳର ଏହି ଉପାୟ | ଯାହା ଦ୍ୱାରା ଆପଣଙ୍କର ଆଶା ପୁରାଣ ହେବା ସହ ଆପଣଙ୍କୁ ସଫଳତା ମିଳିବ | ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀକୁ ଦେବୀ ସରସ୍ବତୀଙ୍କ ଅବତରଣ ହୋଇଥିଲା | ଏଥିପାଇଁ ଏହି ଦିନ ମାତା ସରସ୍ବତୀଙ୍କର ପୁଜା କରାଯାଇଥାଏ | ଏହି ଦିନ ଠାରୁ ହିଁ ଋତୁ ମାନଙ୍କର ରାଜା ବସନ୍ତଋତୁର ଆଗମନ ହୋଇଥାଏ |

ଉତ୍ସାହ, ଉହ୍ଲାସ ତଥା ଭକ୍ତିର ଏହି ପର୍ବ ଏହି ବର୍ଷ ସିଦ୍ଧି ଏବଂ ସାଧ୍ୟେ ଯୋଗରେ ପାଳନ କରାଯିବ | ସକାଳୁ ସନ୍ଧ୍ୟା ଯାଏ ସିଦ୍ଧି ଯୋଗ ରହିବ ଏବଂ ସାଧ୍ୟା ଠାରୁ ସାଧ୍ୟେ ଯୋଗ ରହିବ | ଏହି ବର୍ଷର ବସନ୍ତପଞ୍ଚମୀ ବନୁଥିବା ଦିବ୍ୟ ଏବଂ ଦୁର୍ଲଭ ମୁହୂର୍ତ୍ତ ପାଇଁ ଏହି ବର୍ଷର ବସନ୍ତପଞ୍ଚମୀ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି | ଏହି ବସନ୍ତପଞ୍ଚମୀରେ କରାଯାଇଥିବା ପୁଜା ଏବଂ ଉପାୟ ବହୁତ ଜଲ୍ଦି ଫଳଦାୟୀ ହେବାକୁ ଯାଉଛି |

ଏହି ଦିନ ଦେବୀ ସରସ୍ବତୀଙ୍କ ଛଡ଼ା ମାତା ଲଷ୍ମୀଙ୍କର ମଧ୍ୟ ଜନ୍ମଦିନ ହୋଇଥାଏ ସେଥିପାଇଁ ଏହି ଦିନକୁ ଶ୍ରୀ ପଞ୍ଚମୀ ମଧ୍ୟ କୁହାଯାଏ | ଏହି ଦିନ ମାତା ସରସ୍ବତୀଙ୍କୁ ପ୍ରଶନ କରିବା ତଥା ଘରକୁ ଆଗମନର ଆମନ୍ତ୍ରଣ କରିବା ପାଇଁ କଳସ ସ୍ଥାପନ କରି ତାହାର ପୁଜା କରାଯାଇଥାଏ | ଏବଂ ଏହା ସହ ଏହିଦିନ ମାତା ଲଷ୍ମୀ ଭଗବାନ ବିଷ୍ଣୁ ଏବଂ ଦେବୀ ସରସ୍ବତୀଙ୍କ ମୂର୍ତ୍ତି ସ୍ଥାପନ କରି ତାଙ୍କ ପାଖରେ ଆପଣଙ୍କର ବିଦ୍ୟାର ଜିନିଷ ରଖି ପୁଜା କରିବା ଦ୍ୱାରା ଦେବା-ଦେବୀଙ୍କର ଆଶ୍ରିବାଦ ମିଳିଥାଏ | ଏବଂ ଏହିଦିନ ଆପଣ କୋୖଣସି ବ୍ୟକ୍ତିଙ୍କୁ ବିଦ୍ୟା ସହ ଜଡ଼ିତ କିଛି ଜିନିଷ ଭେଟି ଦେଲେ ଏହା ଆପଣଙ୍କ ଆଗାମୀ ଭବିଷ୍ୟତ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ |

ଭଗବାନ ଶ୍ରୀକୃଷ୍ଣଙ୍କର ମୟୁରଚୂଳ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ତାଠାରୁ ବି ବେଶି ଏହା ପ୍ରଭବାଶାଳୀ ହୋଇଥାଏ | ମୟୁର ଚୂଳରେ ଦେବା ଦେବୀଙ୍କର ତଥା ନବଗ୍ରହଙ୍କର ବାସ ରହିଥାଏ ବୋଲି କୁହାଯାଏ | ଏଥିରେ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବାରେ ଶକ୍ତି ରହିଥାଏ | ବସନ୍ତପଞ୍ଚମୀରେ ମୟୁରଚୂଳର ବିଶେଷ ମହତ୍ୱ ଏଥିପାଇଁ ମଧ୍ୟ ଅଛି ଯେ ଭଗବାନ ଶ୍ରୀକୃଷ୍ଣ ପ୍ରଥମ ଥର ପାଇଁ ମାତା ସରସ୍ବତୀଙ୍କୁ ପୁଜା କରିଥିଲେ ଏବଂ ସେବେଠାରୁ ବସନ୍ତପଞ୍ଚମୀ ପାଳନ କରିବାର ପ୍ରଥା ରହିଆସିଛି |

ଜୀବନ ରେ ଯଦି ଅଧିକ ଦୁଃଖ କଷ୍ଟ ରହିଛି କିମ୍ବା ଅନେକ ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରୁଛନ୍ତି ତେବେ ମୟୁର ଚୁଳ ରେ ଏହି ଉପାୟ କରନ୍ତୁ | ରାତିରେ ଶୋଇବା ସମୟ ରେ ବାମ ପଟକୁ କଡ଼ ଲେଉଟେଇବା ପରେ ଏହି ମୟୁର ଚୁଳ କୁ ତକିଆ ତଳେ ରଖିଦିଅନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ହିଁ ଏହାକୁ ଦର୍ଶନ କରନ୍ତୁ | ଏହା ଦ୍ୱାରା ଜୀବନ ରେ ଦୁଃଖ କଷ୍ଟ ଦୂର ହୁଏ, ଗୁପ୍ତ ଶତ୍ରୁ ଆପଣଙ୍କୁ ହଇରାଣ କରନ୍ତି ନାହିଁ ଏବଂ ସକାରାତ୍ମକ ଶକ୍ତି ଆପଣଙ୍କୁ ମିଳିଥାଏ |

ଖରାପ ନଜର ଦୂର କରିବା ପାଇଁ ପ୍ରତିଦିନ ଶୋଇବା ସମୟ ରେ ମୟୁର ଚୁଳ କୁ ପ୍ରଣାମ କରି ଭଗବାନ ଙ୍କୁ ପ୍ରାଥନା କରି ନିଜ ତକିଆ ତଳେ ରଖିଦିଅନ୍ତୁ | ଏହିପରି କରିବା ଦ୍ୱାରା ଦୁଷ୍ଟ ଶକ୍ତି, ଦୁସ୍ବପ୍ନ ଦୂର ହୋଇଥାଏ |

ମାନସିକ ଅଶାନ୍ତି ଦୂର କରି ଶାନ୍ତି ଆଣିବା ପାଇଁ ଏହି ଉପାୟ କରନ୍ତୁ,ଯଦି ଆପଣଙ୍କ ଘରେ କେହି ମାନସିକ ଚାପ ରେ ରହିଛନ୍ତି | ତେବେ ଆପଣ ମୟୁର ଚୁଳ ଶୋଇବା ସମୟ ରେ ତାଙ୍କ ତକିଆ ତଳେ ରଖିଦିଅନ୍ତୁ | ଏହିପରି କରିବା ଦ୍ୱାରା ତାଙ୍କୁ ମାନସିକ ଶାନ୍ତି ମିଳିଥାଏ ଏବଂ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ |

ଏହି ଦିଗରେ ମୟୁର ଚୁଳ ରଖିବା ଶୁଭ :-

ଘରେ ଏହି ଜାଗାରେ ମୟୁର ଚୁଳ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ, କେବେ ବି କୌଣସି ପଇସାର ଅଭାବ ହୋଇନଥାଏ | ଆପଣଙ୍କ ଘରେ ଧନ ର ବୃଦ୍ଧି ହୋଇଥାଏ, ବହୁତ ପଇସା ଧୀରେ ଧୀରେ ଆପଣଙ୍କୁ ଧନୀ କରିଦିଏ | ତେବେ ଆସନ୍ତୁ ମୟୁର ଚୁଳ କେଉଁଠି ରଖିବା ଶୁଭ ହୋଇଥାଏ ଜାଣିବ | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ମୟୁର ଚୁଳ ଘରର କେଉଁ 3 ଟି ଜାଗାରେ ରଖିବା ଉଚିତ, ପ୍ରଥମ ମୟୁର ଚୁଳ ଆପଣ ନିଜ ଧନ ରଖୁଥିବା ସ୍ଥାନ ରେ ରଖିବେ | ଏହା ଦ୍ୱାରା ଘରେ ଉନ୍ନତି ହୋଇଥାଏ, ଧନ ବୃଦ୍ଧି ହୋଇଥାଏ ଏବଂ ଧାନର ଅଭାବ କେବେ ବି ହୋଇନଥାଏ |

ଦ୍ୱିତୀୟ ମୟୁର ଚୁଳ ଆପଣ ଆପଣଙ୍କ ପୂଜା ଘରେ ରଖିବେ | କିମ୍ବା ଘରର ଇଶାନ କଣ ରେ ଏହାକୁ ରଖିବେ ଏହା ଦ୍ୱାରା ଘରେ ସମସ୍ତ ସମସ୍ୟା ଦୂର ହୋଇଥାଏ | ଘରର ଉନ୍ନତି ହୋଇଥାଏ ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ | ତେବେ ତୃତୀୟ ମୟୁର ଚୁଳ କୁ ନିଜ ଶୟନ କକ୍ଷ ରେ ରଖିବେ ଏହା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ | ଆପଣଙ୍କ କାର୍ଯ୍ୟ ରେ ସମସ୍ତ ବାଧା ଦୂର ହୋଇଥାଏ ସକାରାତ୍ମକ ଯୋଗୁ ଆପଣ ଅଧିକ ରୁ ଅଧିକ କାର୍ଯ୍ୟ କରିପାରିଥାନ୍ତି | ସୁଖ ସମୃଦ୍ଧି, ପାରିବାରିକ ଶାନ୍ତି, ଘରେ ଖୁସିର ପରିବେଶ ସବୁବେଳେ ବଜୟ ରହିଥାଏ | ଏହି ମୟୁର ଚୁଳ ରଖିବା ଦ୍ୱାରା ଆପଣଙ୍କ ଜୀବନ ରେ ଅନେକ ପରିବର୍ତ୍ତନ ଆସିଥାଏ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ

Leave a Reply

Your email address will not be published. Required fields are marked *