ଜାଣନ୍ତୁ ଦୁନିଆର ସବୁଠାରୁ ବଡ଼ ପାପ କଣ ଅଟେ..??

ବନ୍ଧୁଗଣ ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ପାପ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଭୁଲ କେବେ ବି କରିବା ଉଚିତ ନୁହେଁ | ଶାସ୍ତ୍ରରେ ଏମିତି ଭୁଲକୁ କେବେ ବି ମିଳିନଥାଏ ମୁକ୍ତି | ଏହି ପାପ କରିବା ଆପଣଙ୍କ ପାଇଁ କାଳ ମଧ୍ୟ ହୋଇପାରେ | ବନ୍ଧୁଗଣ ପାପ ଏବଂ ପୁଣ୍ୟରେ କଣ ଫରକ ଅଛି, ମୋ ଶତ୍ରୁ କିଏ ? ମିତ୍ର କିଏ? ମତେ କେଉଁ କାର୍ଯ୍ୟରେ ଲାଭ ମିଳିବ ? କେଉଥିରେ କ୍ଷତି ହୁଏ ଏହି ସବୁ ଭାବି ମନୁଷ୍ୟକୁ ନିଜର ପ୍ରତ୍ୟେକଟି କାର୍ଯ୍ୟ କରିବାକୁ ହୋଇଥାଏ |

କଠିନ କାମ ପଡିବାରେ ସେବକଙ୍କର, ସଙ୍କଟ ସମୟରେ ଭାଇ ବନ୍ଧୁଙ୍କର,ଆପତ୍ତି କାଳରେ ମିତ୍ରଙ୍କର ଏବଂ ଧନର ଅଭାବ ସମୟରେ ହିଁ ନିଜ ସ୍ତ୍ରୀର ପରୀକ୍ଷା ହୋଇଥାଏ | ବନ୍ଧୁଗଣ ସିଂହ ଠାରୁ 1 ବାଗ ଠାରୁ 4 କାଉଠାରୁ 5 କୁକୁର ଠାରୁ 6 ଟି ଏବଂ ବଗ ଠାରୁ ଏହି 3ଟି ଗୁଣ ନିଶ୍ଚୟ ଶିଖିବା ଉଚିତ |

କାମ ହୁଏତ ଅଳ୍ପ କରନ୍ତୁ କିନ୍ତୁ ମନ ଲଗେଇକି କରନ୍ତୁ | ଏହା ମନୁଷ୍ୟକୁ ସିଂହ ଠାରୁ ଶିଖିବା ଉଚିତ | ସମୟ ସାଥିରେ ନିଜ ସମର୍ଥ୍ୟ ଲଗେଇ କାର୍ଯ୍ୟ ବଗ ଠାରୁ ଶିଖିବା ଉଚିତ | ଠିକ ସମୟରେ ଶୋଇବା ଠିକ ସମୟrରେ ଉଠିବ ଝାମ୍ପି ଖାଇବା ଏହି ଗୁଣ କୁକୁଡ଼ା ଠାରୁ ଶିଖିବା ଉଚିତ | ସମୟ ସମୟରେ ନିଜ ଯାଗା ପରବର୍ତ୍ତନ କରିଵା କାହାରି ଉପରେ ବିଶ୍ୱାସ ନ କରିବା କାଉ ଠାରୁ ଶିଖିବା ଉଚିତ | ଭୋକରେ ଥିଲେ ବି କାର୍ଯ୍ୟ କରିବା, ମାଲିକଙ୍କର ବିଶ୍ୱସ୍ତ କରିବା ଅଳ୍ପ ନିଦରେ ଶୋଇ ସୁରକ୍ଷା ଦେବା ଏହା ଆମକୁ କୁକୁର ଠାରୁ ଶିଖିବା ଉଚିତ |

ଯଦି ଧନର ନାଶ ହେଇଥାଏ ମନ ବଳ ଭାଙ୍ଗିଯାଏ ତେବେ ବୁଦ୍ଧିମାନ ଲୋକ ଏହାକୁ କାହାରିକୁ କୁହନ୍ତି ନାହିଁ | କାରଣ ଯଦି ବ୍ୟକ୍ତି ନିଜ ଦୁଖ କଥା କାହାରିକୁ କୁହନ୍ତି ତେବେ ସେ ତାଙ୍କର ପରିହାସ ହିଁ କରନ୍ତି | ନିଜ ହାତରେ କରିଥିବା କାର୍ଯ୍ୟ ବହୁତ ଶ୍ରେଷ୍ଠ ହୋଇଥାଏ | ସେଇଥି ପାଇଁ ମନୁଷ୍ୟକୁ ସବୁବେଳେ ନିଜ କାର୍ଯ୍ୟ ନିଜ ହାତରେ ହିଁ କରିବା ଉଚିତ ହୋଇଥାଏ |

ବନ୍ଧୁଗଣ ମନୁଷ୍ୟର ଏହି 4ଟି ଜିନିଷରୁ ଲୋଭ କେବେ ବି ଛାଡ଼ି ନଥାଏ | ଧନ, ଜୀବନ, ବାସନା, ଏବଂ ଭୋଜନ | ଏହି ସବୁର ଲୋଭ ସବୁବେଳେ ମଣିଷକୁ ରହିଥାଏ | ଜୀବନର ଏହି ରାସ୍ତାରେ ମନୁଷ୍ୟକୁ ଏହା ଭାବି ଚାଲିବା ଉଚିତ ଯେ ମନୁଷ୍ୟ ଜୀବନର୍ର କେତେବେଳେ ବି କୋୖଣସି ପ୍ରକାରର ବିପଦ ଆସିଯାଇଥାଏ ସେଥି ପାଇ ମନୁଷ୍ୟକୁ ଏହି ସମୟରୁ ହିଁ ଧନ ସଞ୍ଜୟ କରିବା ଉଚିତ ହୋଇଥାଏ |

ଯେପରି ମାଟି ଖୋଳିଲେ ପାଣି ବାହାରିଥାଏ ଠିକ ସେହିପରି ହିଁ ଗୁରୁର ସେବା କରିବା ଦ୍ୱାରା ହିଁ ଜଣେ ମଣିଷ ମଣିଷ ପରି ଗଢ଼ି ତୋଳିହୋଇଥାଏ | ଯଦି କୋୖଣସି ସ୍ତ୍ରୀ ନିଜ ସ୍ୱାମୀଙ୍କ କଥା ଶୁଣେନାହିଁ | କିମ୍ବା ସ୍ୱାମୀଙ୍କ କଥା ବୁଝେନାହିଁ | ସେହି ଭଳି ନାରୀ ଯେତେ ବ୍ରତ ରଖିଲେ ବି ନିଜ ସ୍ୱାମୀର ଆୟୂଷ ବଢ଼େଇପାରେ ନାହିଁ | ଏମିତି କରିଲେ ସ୍ତ୍ରୀ ବୃଦ୍ଧା ହେବା ପୂର୍ବରୁ ହିଁ ନିଜ ସ୍ୱାମୀଙ୍କୁ ହରେଇଦେଇଥାଏ |

One Comment on “ଜାଣନ୍ତୁ ଦୁନିଆର ସବୁଠାରୁ ବଡ଼ ପାପ କଣ ଅଟେ..??”

Leave a Reply

Your email address will not be published. Required fields are marked *