ଭଗବାନ ଏହି 3 ଲୋକଙ୍କ ଡ଼ାକ କେବେ ବି ଶୁଣନ୍ତି ନାହିଁ | ଏମିତି ଲୋକର ଘରେ ସବୁବେଳେ ସମସ୍ୟା ଏବଂ ଗରିବୀ ଲାଗିରହିଥାଏ |

ବନ୍ଧୁଗଣ ଭଗବାନ ନିଜେ କହିଛନ୍ତି ଯେ ଏପରି ପାଞ୍ଚ ଲୋକଙ୍କ ଘରକୁ ସେ କେବେ ବି ଯାଆନ୍ତି ନାହିଁ | ଯଦି ଆପଣ ମଧ୍ୟ ଜାଣିବେ ଯେ ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି | ତେବେ ଆପଣ ଏ ଦୁନିଆର ସବୁଠାରୁ ବଡ଼ ପାପୀ ହୋଇଥିବେ | ତେବେ ଆସନ୍ତୁ ଜାଣିବା ସେହି 5 ଲୋକଙ୍କ ବିଷୟରେ |

1- ଘରର ଯତ୍ନ ନେଉନଥିବା ଲୋକ :- ଭଗବାନ ନିଜେ କହିଛନ୍ତି ଯେ ଯେଉଁ ବ୍ୟକ୍ତି କିମ୍ବା ମହିଳା ନିଜ ଘରର ଯତ୍ନ ଠିକ ରୂପେ ନେଇନଥାନ୍ତି | ତେବେ ସେହି ବ୍ୟକ୍ତି ଙ୍କୁ ଧନର କୋୖଣସି ପ୍ରକାରର ଆବଶ୍ୟକତା ରହିନଥାଏ | ଶାସ୍ତ୍ର କହିଥାଏ ଯେଉଁ ବ୍ୟକ୍ତିଙ୍କୁ ନିଜ ଘରର କୋୖଣସି ଚିନ୍ତା ନଥାଏ | ଘର ଭାଙ୍ଗିଗଲେ ମଧ୍ୟ ଯାହାକୁ ଫରକ ପଡ଼େନି କିମ୍ବା ଜିଏ ଘରକୁ ସଫା ସୂତୁରା ରଖେନି | ସେହି ବ୍ୟକ୍ତି ପାଖରେ ଭଗବାନ କେବେ ବି ରହିନଥାନ୍ତୁ | ଯେଉଁ କାରଣ ସେହି ବ୍ୟକ୍ତିର ଘରେ କେବେ ବି ପଇସା ରହିନଥାଏ | ଯାହା ସେହି ବ୍ୟକ୍ତିର ଗରିବୀର ମୁଖ୍ୟ କାରଣ ହୋଇଥାଏ |

2- ପତି-ପତ୍ନୀଙ୍କ ମଧ୍ୟରେ ମାର ପିଟି :- ଯେଉଁ ଘରେ ପତି ପତ୍ନୀଙ୍କ ମଧ୍ୟରେ ମାଡ ପିଟି ହେଉଥାଏ | ଯେଉଁ ଘରେ ଖରାପ ବ୍ୟବହାର ଦେଖାଯାଉଥାଏ | ସେହି ଘରେ କେବେ ବି ମାତା ଲଷ୍ମୀ ରହିନଥାନ୍ତି | ଯାହା ମାତା ଲଷ୍ମୀ ନିଜେ କହିଛନ୍ତି | ଯେଉଁ ଘରେ ସବୁବେଳେ ମାଡ ପିଟି ହେଉଥାଏ | ଯେଉଁ ଘରେ ସବୁବେଳେ ଆସନ୍ତି ରହିଥାଏ ସେହି ଘରେ ମୁଁ କେବେ ବି ନିଜ ପାଦ ପକାଏନାହିଁ |

3-କର୍ମହୀନ ବ୍ୟକ୍ତି :- ଭଗବାନ ନିଜର ସଫା ସଫା ଶବ୍ଦରେ ଏହା କହିଛନ୍ତି ଯେ ଯେଉଁମାନେ କର୍ମହୀନ ବ୍ୟକ୍ତି ହୋଇଥାନ୍ତି | ସେମାନଙ୍କୁ ନିଜର ଆଗାମୀ ଜନ୍ମରେ ମଧ୍ୟ ସେହି ପାରି ଘରେ ଜନ୍ମ ହେବାକୁ ପଡିଥାଏ ଯେଉଁ ଘରେ କର୍ମହିନ ଲୋକମାନେ ନିଜର ପୂର୍ବ ଜନ୍ମର କର୍ମ ଭୋଗୁଥାନ୍ତି | କର୍ମହୀନ ବ୍ୟକ୍ତି ତାଙ୍କୁ କୁହାଯାଏ | ଯେଉଁମାନେ କେବେ ଭଲ କର୍ମ କରିନଥାନ୍ତି | ଯେଉଁମାନେ ସବୁବେଳେ ଖରାପ କର୍ମରେ ହି ଲିପ୍ତ ରହିଥାନ୍ତି | ଯେଉଁମାନେ ଅନ୍ୟମାନଙ୍କୁ ଖୁସିରେ ଦେଖି ପାରନ୍ତି ନାହିଁ ତାଙ୍କୁ ହି କର୍ମହୀନ ବ୍ୟକ୍ତି କୁହାଯାଇଥାଏ |

4- ବାପା ମାଆଙ୍କୁ ମାମୁଲି ଭାବିବା :- ଯେଉଁମାନେ ନିଜ ମାଆ ବାପା ଙ୍କୁ ମାମୁଲି ଭାବନ୍ତି | ତାଙ୍କର ଯତ୍ନ ନିଅନ୍ତି ନାହିଁ | ତାଙ୍କୁ ମାରପିଟି କରନ୍ତୁ | ସେମାନଙ୍କୁ ନିଜ ଆଗାମୀ ଜନ୍ମରେ ଏମିତି ଫଳ ମିଳିଥାଏ ଯେ ସେମାନେ ମଧ୍ୟ ନିଜର ଆଗାମୀ ଜନ୍ମରେ ସେହିପରି କଷ୍ଟ ସହିଥାନ୍ତି ଯାହା ସେ ଏବେ ନିଜ ବାପା ମାଆଙ୍କୁ ଦେଇଥାନ୍ତି | ସେଥିପାଇଁ କେବେ ବି ନିଜ ବାପା ମାଆ ଙ୍କ ସହ ଅତ୍ୟାଚାର କରନ୍ତୁ ନାହିଁ |

5-ମହିଳା ମାନଙ୍କୁ ଅତ୍ୟାଚାର :- ଶାସ୍ତ୍ର ଅନୁଯାୟୀ ଯେଉଁମାନେ ମହିଳା ମାନଙ୍କୁ ଅତ୍ୟାଚାର କରନ୍ତି | ତାଙ୍କୁ ଏପରି ଦଣ୍ଡ ମିଳିଥାଏ ଯାହାକୁ ଶୁଣିଲେ ମଧ୍ୟ ଆପଣଙ୍କ ହୃଦୟ ବିଚଳିତ ହୋଇଯିବ | ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେ ସ୍ତ୍ରୀର ଅପମାନ କରିବାର ଅର୍ଥ ଏହା ହୋଇଥାଏ ଯେ ପୂରା ବ୍ରମହାଣ୍ଡର ଅପମାନ କରିବା | ଯେଉଁଠାରେ ମହିଳା ମାନଙ୍କର ସଂମାନ କରାଯାଏ ନାହିଁ | ସେଠାରେ ଈଶ୍ୱର କେବେ ବି ନିବେଶ କରନ୍ତି ନାହିଁ |

Leave a Reply

Your email address will not be published. Required fields are marked *