ଆପଣଙ୍କ ଭାଗ୍ୟ ବଦଳେଇ ଦେବ ଏହି ନୂଆ ବର୍ଷରେ, ଏହି ପାଞ୍ଚଟି ଗଛରେ ଏହା ବାନ୍ଧିଦିଅନ୍ତୁ |

ହିନ୍ଦୁ ଧର୍ମରେ ଯେତେବେଳେ ଘରେ ଧାର୍ମିକ କାର୍ଯ୍ୟ କରାଯାଏ, ବ୍ରହ୍ମଣ ସମସ୍ତଙ୍କ ହାତରେ ଏକ ଧାଗା ବନ୍ଧୁବାକୁ ଦେଇଥାନ୍ତି । ଅନେକ ପୂଜା ସମୟରେ ଧାଗା ଗଛ ରେ ମଧ୍ୟ ବନ୍ଧାଯାଇଥାଏ | କିନ୍ତୁ କଣ ଆପଣ ଜାଣନ୍ତି କି ଏପରି ପାଞ୍ଚଟି ଗଛ ଅଛି ଯେଉଁଥିରେ ଯଦି ଆମେ ଧାଗା ବାନ୍ଧେ ତେବେ ଘରକୁ ସୁଖ ଏବଂ ସମୃଦ୍ଧତା ରହିଥାଏ |

ତୁଳସୀ :-

ହିନ୍ଦୁ ଧର୍ମରେ ତୁଳସୀକୁ ଖାସ ବୋଲି ବିବେଚନା କରାଯାଇଛି | ତୁଳସୀଙ୍କର ପୁଜା ସବୁଦିନ କରିବା ଦ୍ୱାରା ଘରେ ମାତା ଲଷ୍ମୀଙ୍କର ନିବାସ ହୋଇଥାଏ | ଏବଂ ବାସ୍ତୁ ଦୋଷ ମଧ୍ୟ ଦୁର ହୋଇଥାଏ | ଏମିତିରେ ଯଦି ତୁଳସୀର ଗଛ ଆଗରେ ଦୀପ ଜାଳିବା ପରେ ତୁଳସୀରେ ଧାଗା ବାନ୍ଧିବା ଦରକାର ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଆମ ଉପରେ ପ୍ରଶନ ହୋଇଥାନ୍ତି | ଏବଂ ଘରୁ ନକାରାତ୍ମକ ଉର୍ଜା ମଧ୍ୟ ଦୁର ହେଇଯାଇଥାଏ |

ଓସ୍ତ ଗଛ :-

ଓସ୍ତ ଗଛର ପୁଜା କରିବା ପରେ ଗଛରେ ଏକ ଧାଗା ବାନ୍ଧିବା ଦ୍ୱାରା ସିନ୍ଧୁରର ରକ୍ଷା ହୋଇଥାଏ | ଏବଂ ଅକାଳ ମୁର୍ତ୍ୟୁ ପରି ଯୋଗ ଫେରି ଯାଇଥାଏ | ଓସ୍ତ ଗଛରେ ଧାଗା ବାନ୍ଧିବା ଦ୍ୱାରା ଯମରାଜଙ୍କ କୃପା ବର୍ଷିଥାଏ | ସତୀସାବିତ୍ରୀଙ୍କ କଥା ଏହି ଗଛ ସହ ଜଡ଼ିତ ଅଟେ | ସେଥିପାଇଁ ଏହି ଗଛରେ ବିବାହିତା ମହିଳା ମାନେ ଧାଗା ନିଶ୍ଚୟ ବାନ୍ଧନ୍ତୁ |

କଦଳୀ ଗଛ :-

ଭଗବାନ ବିଷ୍ଣୁ କଦଳୀ ଗଛରେ ରହନ୍ତି ବୋଲି ବିଶ୍ୱାସ କରାଯାଏ। ଏପରି ପରିସ୍ଥିତିରେ, ଯଦି କଦଳୀ ଗଛକୁ ପୂଜା କରିବା ସହିତ ଧାଗା ବନ୍ଧା ହୁଏ, ତେବେ ଭଗବାନ ବିଷ୍ଣୁଙ୍କ କୃପା ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ | ଯଦି ଏହି ଧାଗା ବାନ୍ଧିବାର କାର୍ଯ୍ୟ ଗୁରୁବାର ଦିନ କରାଯାଏ, ତେବେ ଏହା ଭଗବାନ ବୃହସ୍ପତିଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ କରିଥାଏ |

ଶାମୀ ଗଛ :-

ଶାମୀଗଛ ଶନି ଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ | ଏବଂ ଶନି ଦେବଙ୍କ କୃପା ପାଇଁ ଏହି ଗଛକୁ ଘରେ ଲଗାଯାଇଥାଏ | ଶାମି ଗଛରେ ଧାଗା ବାନ୍ଧିବା ଦ୍ୱାରା ଶନି ଦେବ ଖୁସି ହୋଇଥାନ୍ତି | ଏବଂ ଏହା ସହ ରାହୁଙ୍କ ଦୁଷ୍ଟପ୍ରଭାବ ମଧ୍ୟ କମ ହୋଇଥାଏ |

Leave a Reply

Your email address will not be published. Required fields are marked *