ମକର ସଂକ୍ରାନ୍ତିରେ ଏହି 3 ଟି ମୂର୍ତ୍ତିକୁ କେବେ ବି ପୁଜା କରନ୍ତୁ ନାହିଁ | ଘର ପରିବାର ହେଇଯିବ ନଷ୍ଟ ! ମାତା ଲଷ୍ମୀ ହେବେ କ୍ରୋଧିତ…

ବନ୍ଧୁଗଣ ଆମ ଭାରତ ବର୍ଷରେ ଛୋଟରୁ ବଡ଼ ସବୁ ପୂଜା କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ଉପାୟ ରହିଚି | ଏବଂ ଏହି ସବୁ ନିୟମକୁ ମାନିକରୀ ହି ଆମକୁ ପୂଜା ପାଠ କରିବା ଉଚିତ | ନଚେତ ଆପଣ ପୁଜା ପାଠ ତ କରନ୍ତି କିନ୍ତୁ ଆପଣଙ୍କୁ ତାହାର କୋୖଣସି ବି ଫଳ ମିଳିନଥାଏ | ଆପଣ କଷ୍ଟ ତ ବହୁତ କରନ୍ତି କିନ୍ତୁ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇପାରେ ନାହିଁ | ତେଣୁ ଚାଲନ୍ତୁ ଜାଣିବା କେମିତି ପୁଜା କଲେ ଆମ ପୁଜା ଭଗବାନଙ୍କ ପାଖରେ ପହଞ୍ଚିପାରିବ |

ସର୍ବ ପ୍ରଥମେ ଆପଣ ପ୍ରତ୍ୟେକ ଦିନ ଘରର ମନ୍ଦିର ରେ ସନ୍ଧ୍ୟା ସକାଳେ ଦୀପ ନିଶ୍ଚିନ୍ତ ଜଳେଇବା ଉଚିତ | ଏହା ଦ୍ୱାରା ଘରର ସମସ୍ତ ନକାରାତ୍ମକ ଉର୍ଜା ବାହାରକୁ ଚାଲିଯାଇଥାଏ | ଯଦି ଆପଣ ପ୍ରତ୍ୟେକ ଦିନ ଏହିପରି ନକରନ୍ତି ତେବେ ଘରେ ନକାରାତ୍ମକ ଉର୍ଜା ବଢିବା ସହ ଘର ର ମୁଖିଆ ଙ୍କୁ ହାନୀ ହୋଇଥାଏ |

ବନ୍ଧୁଗଣ ଦୀପ ଜ୍ଞାନ ଏବଂ ଆଲୋକ ର ପ୍ରତୀକ ଅଟେ, ପୂଜାରେ ଦୀପ ର ବିଶେଷ ସ୍ଥାନ ରହିଛି | ଆମ ଧର୍ମ ଶାସ୍ତ୍ର ଅନୁଯାଇ ପୂଜା ରେ ଦୀପ ଜଳେଇବା ଅନିର୍ବାର୍ଯ୍ୟ ଅଟେ ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ | ଏହା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ | ଏହାର ବୈଜ୍ଞାନିକ କାରଣ ବି କୁହାଯାଇଛି, ଗାଈ ଘିଅ ରେ ରୋଗ କୁ ଦୂର କରିବାର କ୍ଷମତା ରହିଥାଏ | ଏହା ଦ୍ୱାରା ପ୍ରଦୂଷଣ ଦୂର ହୋଇଥାଏ | ଦୀପ ଜଳେଇବା ଦ୍ୱାରା ସମ୍ପୂର୍ଣ ଘରକୁ ଫାଇଦା ହୋଇଥାଏ |

ବନ୍ଧୁଗଣ ସଂନ୍ଧ୍ୟା ସମୟ କୁ ହିନ୍ଦୁ ଧର୍ମ ରେ ବହୁତ ପବିତ୍ର ବୋଲି କୁହାଯାଏ | ଏବଂ ଯେଉଁ ଲୋକ ଏହି ସମୟ ରେ ଘିଅର ଦୀପ ନଜଳାନ୍ତି ସେମାନଙ୍କ ଘରେ ସର୍ବଦା ଦୁଃଖ କଷ୍ଟ ବନି ରହିଥାଏ | ତେବେ ପ୍ରତିଦିନ ଘରେ ଗୋଟିଏ ଦୀପ ଜଳେଇବା ଅତ୍ୟନ୍ତ ଜରୁରୀ ହୋଇଥାଏ | ବନ୍ଧୁଗଣ ସଂନ୍ଧ୍ୟା ସମୟ ରେ ଅତ୍ୟଧିକ ନକାରାତ୍ମକ ଶକ୍ତି ହୋଇଥାନ୍ତି ଏହା ଦ୍ୱାରା ଘରେ ଅଶାନ୍ତି ଏବଂ କଳହ ସୃଷ୍ଟି ହୋଇଥାଏ |

ତେବେ ଏହି ସମୟ ରେ ହାତ ଗୋଡ଼ ମୁହଁ ଧୋଇ ଗୋଟିଏ ଦୀପ ଜଳେଇବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ରୁ ମୁକ୍ତି ମିଳିଥାଏ | ଯଦି ଆପଣଙ୍କ ଘରେ ରୋଗ ବ୍ୟାଧି ହେଉଛି ଯେତେ ଚେଷ୍ଟା କଲେ ମଧ୍ୟ ଭଲ ହେଉନାହିଁ ତେବେ ଏହାର କାରଣ ନକାରାତ୍ମକ ଶକ୍ତି ହୋଇଥାଏ | ତେବେ ଏମିତି ସ୍ଥିତି ରେ ଯଦି ଆପଣ ସନ୍ଧ୍ୟା ରେ ଗୋଟିଏ ଘିଅ, କିମ୍ବା ସୋରିଷ ତେଲ ର ଦୀପ ଜଳାନ୍ତି ତେବେ ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ |

ଯଦି ଆପଣଙ୍କର ଚାକିରୀ, ବ୍ୟବସାୟ ରେ କ୍ଷତି ହେଉଛି, ଆର୍ଥିକ ସମସ୍ୟା ଘେରି ରହୁଛି | ତେବେ ଘରର ଉତ୍ତର ଦିଗ ରେ ଗୋଟିଏ ଦୀପ ପ୍ରତ୍ୟେକ ଦିନ ଜଳେଇବା ଦ୍ୱାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ | ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଦୀପ ଜଳେଇବା ନିୟମ ବିଷୟରେ ; ବନ୍ଧୁଗଣ ଦେବୀ ଦେବତା ଙ୍କୁ ଘିଅ ର ଦୀପ ବାମ ଦିଗରେ ତଥା ତେଲ ର ଦୀପ ଡାହାଣ ଦିଗ ରେ ଲଗେଇବା ଉଚିତ | ପୂଜା କରିବା ସମୟ ରେ ଧ୍ୟାନ ରଖିବେ ଦୀପ ଯେମିତି ନଲିଭେ ନହେଲେ ପୂଜାର ଫଳ ମିଳିନଥାଏ | ଦୀପ ସର୍ବଦା ଭଗବାନ ଙ୍କ ସାମ୍ନା ରେ ଜଳେଇବା ଉଚିତ, ଘିଅ ର ଦୀପ ରେ ଧଳା ଏବଂ ତେଲ ର ଦୀପ ରେ ନାଲି ବତୀ ଲଗେଇବା ଶୁଭ ଅଟେ | ପୂଜା ରେ କେବେ ବି ଖଣ୍ଡିତ ଦୀପ ଜଳେଇବା ଉଚିତ ନୁହେଁ ଏହା ଦ୍ୱାରା ଅଶୁଭ ଫଳ ମିଳିଥାଏ |

ବନ୍ଧୁଗଣ ଆମେ ଆମ ପୂଜା ଘରେ ଭଗବାନ ଙ୍କ ମୂର୍ତ୍ତି ଆଦି ରଖନ୍ତି ଏବଂ ପୂଜା ପାଠ କରନ୍ତି | ତେବେ ମୂର୍ତ୍ତି ର ମହତ୍ୱ କଣ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ କହିବୁ | ଏହି ଦୁଇଟି ମୂର୍ତ୍ତି ଏକା ସାଥିରେ ରହିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ସବୁ ଆଶା ପୁରା ହୋଇଥାଏ | ତେବେ ଘରେ ମୂର୍ତ୍ତି ରଖି ପୂଜା କରିବା ଦ୍ୱାରା ଅନେକ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ତେଣୁ ସେଥିପାଇଁ ଆମେ ଘରେ ମୂର୍ତ୍ତି ରଖି ତାଙ୍କର ପୂଜା ପାଠ କରିଥାଉ |

ଭଗବାନ ଙ୍କ ଆଶୀର୍ବାଦ ପାଇବା ବା ପାଇଁ ଘରେ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ | ଏହା ସହିତ ଯଦି ଆମେ ଏହିପରି କିଛି ମୂର୍ତ୍ତି ଘରେ ରଖିବା ତାହେଲେ ଆମର ସମସ୍ତ ଦୁଃଖ ଏବଂ ଦରିଦ୍ରତା ସମାପ୍ତ ହୋଇଯିବ | ତେବେ ଆସନ୍ତୁ ଜାଣିବା ଏହିପରି କେଉଁ କେଉଁ ଦୁଇ ମୂର୍ତ୍ତି କୁ ଏକା ସାଙ୍ଗରେ ରଖିବା ଦ୍ୱାରା ଜୀବନ ରେ ଭାଗ୍ୟ ବଦଳି ଯାଏ | ଦରିଦ୍ରତା ଏବଂ ଦୁଃଖ କଷ୍ଟ ନାଶ ହୋଇଯାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ବନ୍ଧୁଗଣ ଯଦି ଆପଣ ପୂଜା ଘରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ତାଙ୍କ ସହ ରାଧା ଜୀ ଙ୍କୁ ରଖି ଅବଶ୍ୟ ପୂଜା କରନ୍ତୁ | ଭଗବାନ ଶ୍ରୀକୃଷ୍ଣ ରାଧା ରାଣୀ ପ୍ରେମ ଏବଂ ଏକତାର ପ୍ରତୀକ ହୋଇଥାନ୍ତି | ତେଣୁ ଏହି ଦୁଇ ମୂର୍ତ୍ତି ସାଥିରେ ରଖି ପୂଜା କରିବା ଦ୍ୱାରା ଘରେ କ୍ଳେଶ କଳହ ହୋଇନଥାଏ | ବୈବାହିକ ଜୀବନ ରେ ଝଗଡ଼ା କିମ୍ଵା ମନୋମାଳିନ୍ୟ ହୋଇନଥାଏ ପାରିବାରିକା ଶାନ୍ତି ମଧ୍ୟ ବଜାୟ ରହିଥାଏ |

ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସହ ବିଷ୍ଣୁ ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ଧନର ବର୍ଷା ହୋଇଥାଏ | ଆପଣ ରାତା ରାତି ମାଲାମାଲ ହୋଇଯାଇପାରନ୍ତି | ତେବେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ | ଏଥି ସହିତ ଆପଣ ଶ୍ରୀଗଣେଶ, କୁବେର ଏବଂ ମା ଲକ୍ଷ୍ମୀଙ୍କ ଫୋଟୋ କିମ୍ଵା ମୂର୍ତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ଅଭାବ ହୁଏ ନାହିଁ | ମା ଲକ୍ଷ୍ମୀ ପ୍ରସନ୍ନ ହେବା ଦ୍ୱାରା ଘରେ ଉନ୍ନତି ହେବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ |

ଯଦି ଆପଣ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଛନ୍ତି ତେବେ ହନୁମାନ ଜୀ ଙ୍କୁ ତାଙ୍କ ସହ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ହନୁମାନ ଜୀ ବଳ ବୁଦ୍ଧି ବିଦ୍ୟା ଦେଇଥାନ୍ତି | ଭଗବାନ ଙ୍କ ଆଶୀର୍ବାଦ ରୁ ଅନେକ ମଙ୍ଗଳିକ କାର୍ଯ୍ୟ ମଧ୍ୟ ସହଜ ରେ ହୋଇଯାଏ | ଏହା ସହିତ ଆପଣ ପ୍ରଭୁ ଶ୍ରୀ ରାମ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ତାଙ୍କର ପୁରା ପରିବାର ସହ ଠାକୁର ଘରେ ରଖି ପୂଜା କରନ୍ତୁ | ଏହା କରିବା ଦ୍ୱାରା ଘର ଏବଂ ପାରିବାର ବହୁତ ଉନ୍ନତି କରିଥାଏ |ବନ୍ଧୁଗଣ ନିଶ୍ଚିନ୍ତ ଭାବରେ ଆପଣ ଜାଣିଥିବେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିନାଥ କୁହାଯାଏ | ତେବେ ଏହି ମୃତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ | ଜୀବନ ରେ ଉନ୍ନତି ହୋଇଥାଏ |

ଏହି ମୂର୍ତ୍ତିକୁ ଏକାଠି ରଖିଲେ ଦରିଦ୍ରତା ଆସିଥାଏ – ଗଣେଶ ଜୀ ଙ୍କର ଦୁଇରୁ ଅଧିକ ମୂର୍ତ୍ତି ଘରେ ରଖନ୍ତୁ ନାହିଁ | ସଦା ସର୍ବଦା ତାଙ୍କୁ ମୁଖ୍ୟ ଦ୍ୱାରା ଭିତରକୁ ମୁହଁ ରଖି ପୂଜା କରନ୍ତୁ | ଭଗବାନ ଶିବଲିଙ୍ଗ ଘରେ ରଖିବା ଉଚିତ ନୁହେଁ ଯଦି ଏହିପରି କରୁଛନ୍ତି ତେବେ ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି | ହନୁମାନ ଜିଙ୍କୁ ଦୁଇ ରୁ ଅଧିକ କିମ୍ଵା ଅଯୁଗ୍ମ ସଂଖ୍ୟାରେ ରଖନ୍ତୁ ନାହିଁ | ଶୟନ କକ୍ଷ ରେ ହନୁମାନ ଜିଙ୍କ ଫୋଟୋ ରଖନ୍ତୁ ନାହିଁ | କେବେ ବି ରାଧା କୃଷ୍ଣ ଙ୍କ ଅଲଗା ଅଲଗା ମୂର୍ତ୍ତି କିମ୍ଵା ଫୋଟୋ ରଖନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *