ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ଗାଈକୁ ଚୁପଚାପ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ପରବର୍ତ୍ତୀ ସାତ ପିଢ଼ିର ଦୁର୍ଭାଗ୍ୟ ହୋଇଯିବ ଦୂର ।

ପ୍ରତ୍ୟେକ ମାସ ପୌଷ ମାସରେ ମକର ରାଶିର ସୂର୍ଯ୍ୟଙ୍କ ଗୋଚର ହେଲେ ମକର ସଂକ୍ରାନ୍ତି ପାଳିତ ହୋଇଥାଏ । ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅନେକ ମାନ୍ୟତା ରହିଛି । ଏହିଦିନ ସ୍ନାନ ଏବଂ ଦାନ ଧର୍ମର ପରମ୍ପରା ରହିଛି । ମକର ସଂକ୍ରାନ୍ତି ଦିନ ଲୋକେ ପୁଣ୍ୟ ପାଇବାକୁ ଅନେକ ପ୍ରକାରର ଶୁଭ କାର୍ଯ୍ୟ ଦାନ ଧର୍ମ କରିଥାନ୍ତି । ହିନ୍ଦୁ ପୁରାଣରେ ମକର ସଂକ୍ରାନ୍ତି ବିଷୟରେ ବର୍ଣ୍ଣିତ ହୋଇଛି ।

ହିନ୍ଦୁ ଧର୍ମ ଅନୁଯାୟୀ ଯଦି ଗାଈର ସେବା ନିଃସ୍ୱାର୍ଥ ଭାବରେ କରାଯାଏ ତେବେ ମନୁଷ୍ୟର ଜୀବନ ସାର୍ଥକ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଗାଈର ସେବା କରିବା ଦ୍ୱାରା ମନୁଷ୍ୟ ଜୀବନ ବଦଳି ଯାଏ । ମାତ୍ର ଯେଉଁ ଘରେ ଗାଈର ସେବା ହୁଏନାହିଁ ସେହି ଘରେ ଅନେକ ବିଘ୍ନ ବାଧା ଆସିଥାଏ । ମାତ୍ର ଗାଈ ପାଳିବାକୁ ସମର୍ଥ ନଥିଲେ ଗାଈକୁ ପ୍ରତ୍ୟେକ ଦିନ କିଛି ନା କିଛି ନିସ୍ଚୟ ଖୁଆଇ ଦିଅନ୍ତୁ । ମାତ୍ର କିଛି ଏପରି ଜିନିଷ ଅଛି ଯାହାକୁ ଗାଈକୁ ଖୁଆଇବା ଉଚିତ ନୁହେଁ ।

ଯେମିତିକି ବାସୀ ଏବଂ ପଚା ସଢ଼ା ଖାଦ୍ୟ ଗାଈକୁ ଦେବା ଉଚିତ ନୁହେଁ । ଏହାବ୍ୟତୀତ ବଳକା ଖାଦ୍ୟ ଆକାରରେ ଗାଈକୁ ଖାଇବାକୁ ଦେଲେ ତାର ଅପମାନ ହୋଇଥାଏ । ଗାଈକୁ ତ୍ରେତୟା ଯୁଗରୁ ସୀତାଙ୍କ ଅଭିଶାପ କାରଣରୁ ଅଇଁଠା ଖାଇବାକୁ ପଡ଼ିଥାଏ । ତେଣୁ ଗୋମାତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ । ମାତ୍ର ପ୍ରତ୍ୟେକ ଦିନ ଘରର ପ୍ରଥମ ରୁଟି ଖୁଆଇବା ଉଚିତ । ଏହାଦ୍ବାରା ସବୁ ପାପ ନଷ୍ଟ ହୋଇଯାଏ ଏବଂ ପୁଣ୍ୟ ପ୍ରାପ୍ତ ହୋଇଥାଏ ।

ଯଦି ଆପଣ କୌଣସି ସହରରେ ରହୁଛନ୍ତି ଏବଂ ଗାଈ ରଖିବାକୁ ସକ୍ଷମ ନୁହନ୍ତି ତେବେ ପ୍ରତ୍ୟେକ ଦିନ ଗାଈ ନାମରେ ଟଙ୍କା ରଖନ୍ତୁ ଏବଂ ଶେଷରେ କିଛି ବର୍ଷ ପରେ ସେହି ଟଙ୍କାରେ ଗରିବାକୁ ଖାଇବାକୁ ଦିଅନ୍ତୁ । କିମ୍ବା ରୁଟି ବନାଇ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ । ମାତ୍ର ସମ୍ଭବ ନହେଲେ କୌଣସି ଗରିବ କିମ୍ବା ଅନାଥକୁ ମଧ୍ୟ ଦେଇ ପାରିବେ । ଏହାଦ୍ବାରା ସମାନ ଫଳ ପ୍ରାପ୍ତ ହୋଇଥାଏ । ମାତ୍ର ଗାଈ ପ୍ରତି କେବେ ଅନାଦର କିମ୍ବା ଘୃଣା ଭାବ ଆଣନ୍ତୁ ନାହିଁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଗାଈ ଠାରୁ ମିଳୁଥିବା ପଞ୍ଚ ଗବ୍ୟ ସବୁ ପ୍ରକାରର ରୋଗର ନାଶକ ହୋଇଥାଏ । ସର୍ଦ୍ଧି ଏବଂ କାଶ ହେଉଥିଲେ ଗାଈ ପାଖକୁ ଗଲେ ଏହିସବୁ ରୋଗ ଦୂର ହୋଇଥାଏ । ଗାଈକୁ ରୋଟି ଖୁଆଇବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଘରେ ଗାଈ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।ମାତ୍ର ସହର ମାନଙ୍କରେ ଲୋକେ ଗାଈ ରଖିବାକୁ ସମ୍ଭବ ନହେଲେ ବି ଗାଈକୁ ପ୍ରତି ଦିନ ରୁଟି ଖୁଆଇ ପାରିବେ ।

ନଚେତ ପ୍ରତ୍ୟକ ଗୁରୁବାର କୌଣସି ଗରିବ ଲୋକ କିମ୍ବା ଧଳା ପଶୁକୁ ରୁଟି ଖୁଆଇ ପାରିବେ । ଅନେକ ଲୋକ ଗାଈକୁ ଅଇଁଠା ଖାଇବାକୁ ଦେଇଥାନ୍ତି । ବାସ୍ତବରେ ତାହାର ପଛରେ ରାମାୟଣର ଏକ କାହାଣୀ ରହିଛି । ଏପରି କୁହାଯାଏ ଯେ ମାତା ସୀତାଙ୍କ ଅଭିଶାପ କାରଣରୁ ଗାଈକୁ ଆଜିଯାଏ ଅଇଁଠା ଖାଇବାକୁ ପଡ଼ିଥାଏ । ଗାଈ ଦେହରେ ୩୫ କୋଟି ଦେବଦେବୀ ଏବଂ ପିତୃଙ୍କ ବାସ ହୋଇଥାଏ । ତେଣୁ ଗାଈକୁ ପୂଜା କରି ପାଦ ଛୁଇଁବା ଉଚିତ ।

ଘରେ ପ୍ରସ୍ତୁତ ହେଉଥିବା ରୁଟିର ପ୍ରଥମ ରୁଟି ଗାଈକୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଘରେ ସର୍ବଦା ବାସ କରନ୍ତି ।ଲୁଣକୁ ଉପଯୋଗ କରି ଯଦି ଆପଣ କିଛି ଉପାୟ କରନ୍ତି ତେବେ ଜୀବନର ଅଧିକାଂଶ ସମସ୍ୟା ଦୂରେଇ ଯିବ । ତେବେ ସେହି ଉପାୟ ଅନୁଯାୟୀ ଘରେ ପ୍ରସ୍ତୁତ ହୋଇଥିବା ପ୍ରଥମ ରୁଟି ନିଅନ୍ତୁ ଏବଂ ତାହା ଉପରେ କିଛି ଲୁଣ ରଖି ଦିଅନ୍ତୁ । ଆପଣ ସାଦା ଲୁଣ ହିଁ ରଖନ୍ତୁ । ଏହାକୁ କୌଣସି କପିଲା ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଜୀବନର ଅତି ବଡ଼ କରଜ ସମସ୍ୟାରେ ସୁଧାର ଆସିବ ଏବଂ ଧନ ଲାଭ ମଧ୍ୟ ହେବ ।

Leave a Reply

Your email address will not be published. Required fields are marked *