14 ଜାନୁଆରୀ ” ମକର ସଂକ୍ରାନ୍ତି ” ରେ ଗାଧେଇବା ପାଣି ରେ ମିଶେଇ ଦିଅନ୍ତୁ ଏହି 1 ଜିନିଷ, କଷ୍ଟ ଏବଂ କରଜ ରୁ ମୁକ୍ତି ମିଳି ଯିବ |

ବର୍ଷର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି ପୁରା 70 ବର୍ଷ ପରେ ଅଦ୍ଭୁତ ସଂଯୋଗ ସହ ଏହି ବର୍ଷ 14 ଜାନୁଆରୀ ରେ ପାଳନ କରାଯିବ | ଏବଂ ଏହି ଦିନ ବହୁତ ହିଁ ଖାସ ଅଟେ କାରଣ ଏହି ଦିନ ଦାନ ଏବଂ ପୁଣ୍ୟ କରିବାର ବିଶେଷ ବିଧାନ ବି ଅଛି | ଏହା ସହିତ ବୁଦ୍ଧାଦିତ୍ୟ ଯୋଗ ବି ବନୁଛି ତେବେ ଏହି ଦିନ ଯଦି ଆପଣ ସ୍ନାନ, ଦାନ ଏବଂ ପୁଣ୍ୟ କରୁଛନ୍ତି ତେବେ ଆପଣ ନିଜର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିପାରିବେ | 14 ଜାନୁଆରୀ କୁ ଆନନ୍ଦ ଉଲ୍ଲାସ ସହ ମକର ସଂକ୍ରାନ୍ତି ପାଳନ କରାଯିବ, ସଂଗମ ଏବଂ ଗଙ୍ଗା ରେ ସ୍ନାନ କରିବାର ବିଶେଷ ବିଧାନ ମଧ୍ୟ ରହିଛି | ତେବେ ଆସନ୍ତୁ ଜାଣିବା ଏହି ଦିନ କଣ କଣ କରିବାର ବିଧାନ ରହିଛି?

ଏହି ଦିନ ସୂର୍ଯ୍ୟ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବନି ରହିଥାଏ | ଏହି ଦିନ ଯାଁ ବାଳ ପକେଇବାର ପରମ୍ପରା ରହିଛି, ପ୍ରୟାଗରାଜ,ପିଣ୍ଡ ଦାନ,କାଶୀ ରେ ଦାନ, କୁରୁକ୍ଷେତ୍ର ରେ ଦାନ କରିବାର ବିଧାନ ରହିଛି | ଏହା ଶାସ୍ତ୍ର ରେ ଉଲ୍ଲେଖ ରହିଛି କାରଣ ଏହି ଦିନ ସ୍ନାନ ଦାନ କରିବା ମହତ୍ୱ ବହୁତ ରହିଛି | ତେବେ 14 ଜାନୁଆରୀ କୁ ସକାଳ 7.19 ରୁ ମକର ସଂକ୍ରାନ୍ତି ର ଶୁଭ ମୁହୂର୍ତ୍ତ ଆରମ୍ଭ ହେବ | ଏବଂ ସ୍ନାନ ଦାନ ର ଶୁଭ ମୁହୂର୍ତ୍ତ ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ରହିବ | ଏବଂ ଏହି ଦିନ ଠାରୁ ବିବାହ, ଓ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ | ମକର ସଂକ୍ରାନ୍ତି ଦିନ ତିଲ ର ପ୍ରୟୋଗ ବଢିଯାଇଥାଏ | କାରଣ କଳା ତିଲ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ଶୁଭ ହୋଇଥାଏ |

ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ଦିନ ସକାଳୁ ସ୍ନାନ କରିବାର ପରମ୍ପରା ରହିଛି | ଏବଂ ସ୍ନାନ କରିବା ପାଣି ରେ ତିଲ ମିଶେଇବା ଦ୍ୱାରା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ | ଏବଂ ସ୍ନାନ କରିସାରିବା ପରେ ସୂର୍ଯ୍ୟ ଦେବ ଙ୍କୁ ଜଳରେ ତିଲ ମିଶେଇ ଅର୍ପଣ କରନ୍ତୁ | ଏବଂ ଓଃ ଆଦିତ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ | ଏବଂ ହନୁମାନ ଚାଳିଶା ପାଠ କରନ୍ତୁ ଜୀବନ ରେ ସୂର୍ଯ୍ୟ, ମଙ୍ଗଳ, ଶନି, ରାହୁ, କେତୁ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ | ଏହି ଦିନ ତିଲ ଖାଇବାର ବିଧାନ ରହିଛି, ତିଲ ର ଲଡୁ ନିଶ୍ଚିନ୍ତ ଖାନ୍ତୁ ଏବଂ ଦାନ ବି କରନ୍ତୁ | କାରଣ ତିଲ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ତିଲ ପିତୃ ଅର୍ପଣ କରନ୍ତୁ ଏବଂ ତିଲ ରେ ହୋମ ମଧ୍ୟ କରନ୍ତୁ |ଏହା କରିବା ଦ୍ୱାରା ବହୁତ ପୁଣ୍ୟ ମିଳିଥାଏ |

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସଂକ୍ରାନ୍ତି ଅର୍ଥ ହୋଇଥାଏ କି କୌଣସି ରାଶି ର ଅନ୍ୟ ରାଶି କୁ ଗୋଚର ହୋଇଥାଏ | ମକର ସଂକ୍ରାନ୍ତି ଭଗବାନ ସୂର୍ଯ୍ୟଙ୍କର ଉତ୍ତର ରୁ ଦକ୍ଷିଣ ହେବାର ସନ୍ଧି କାଳ ମଧ୍ୟ ରହିଛି, ଏବଂ ଏହା ଘଟିତ ହେବ 14 ଜାନୁଆରୀ ରାତି 2.07 ମିନିଟ ରେ | ଏହା ସହିତ ଆପଣ ନିଜ ରାଶି ଅନୁସାରେ ଦାନ କରି ପାରିବେ, ମେଷ ରାଶିର ଲୋକ ଗୁଡ଼ ଏବଂ ନାଲି ବସ୍ତୁ ଦାନ କରିବେ | ବୃଷବ ରାଶି ର ଲୋକ ସାତ ପ୍ରକାରର ଖାଦ୍ୟ ଏବଂ ବସ୍ତ୍ର ଦାନ କରିବା ଉଚିତ | ମିଥୁନ ରାଶି ର ଲୋକ କଳା କମ୍ବଳ ଦାନ କରିବା ଉଚିତ | କର୍କଟ ରାଶି ର ଲୋକ ହରଡ଼ ଡାଲି ଦାନ କରିବା ଉଚିତ | ସିଂହ ରାଶି ର ଲୋକ ନାଲି ବାସ୍ତୁ ଦାନ କରିବା ଉଚିତ | କନ୍ୟା ରାଶି ଲୋକ ଚଣା ଡାଲି ଦାନ କରିବା ଉଚିତ |

ତୁଳା ରାଶିର ଲୋକ କଳା କମ୍ବଳ ଦାନ କରିବା ଉଚିତ, ବିଛା ରାଶି ର ଲୋକ ସାତ ପ୍ରକାରର ବ୍ୟଞ୍ଜନ | ଧନୁ ରାଶିର ଲୋକ କମ୍ବଳ ଦାନ କରନ୍ତୁ | ମକର ରାଶିର ଲୋକ ଚାଉଳ ଏବଂ ହରଡ଼ ଡାଲି ଦାନ କରିବା ଉଚିତ | କୁମ୍ଭ ରାଶି ର ଲୋକ ସୋରିଷ ତେଲ ଦାନ କରିବା ଉଚିତ | ଏବଂ ମୀନ ରାଶି ର ଲୋକ ତିଲ ର ଦାନ କରିବା ଉଚିତ | ଏହା ଦ୍ୱାରା ଜୀବନ ରେ ସୁଖ ଶାନ୍ତି ଆସିଥାଏ ଏବଂ ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯାଇଥାଏ |

Leave a Reply

Your email address will not be published. Required fields are marked *