ଯଦି ଏହି ଗୋଟିଏ ସ୍ବପ୍ନ ଆପଣଙ୍କୁ ଦେଖା ଦେଇଥାଏ ତେବେ ବୁଝିଯାନ୍ତୁ ଆପଣଙ୍କ ଉପରେ କାଲାଯାଦୁ ହୋଇଛି ..

ବନ୍ଧୁଗଣ ସ୍ବପ୍ନ ତ ଆମେ ସମସ୍ତେ ଦେଖିଥାଉ କିନ୍ତୁ କିଛି ଏମିତି ସ୍ବପ୍ନ ଥାଏ ଯାହା ଆମକୁ ଶାନ୍ତି ରେ ବସିବାକୁ ବି ଦିଏନାହିଁ | ଏବଂ ରାତି ରେ ଶୋଇବାକୁ ବି ଦିଏନାହିଁ | ଆପଣଙ୍କୁ କହି ରଖୁଛୁ ଆପଣ ତ ଏହା ନିଶ୍ଚିନ୍ତ ଜାଣିଥିବେ କି ଏହି ଦୁନିଆ ରହସ୍ୟମୟ କଥା ରେ ଭରି ହୋଇ ଅଛି | କେବେ କେଉଁଠି କଣ ହେଇଯିବ ଜଣା ହିଁ ପଡ଼ିବନି | ଆଜି ଆମେ ଆପଣଙ୍କୁ କହିବୁ କି କୌଣସି ବ୍ୟକ୍ତି ଦେଖୁଥିବା ଏହି ସ୍ବପ୍ନ ସଫା ସଫା ଜଣେଇଥାଏ କି ଆପଣଙ୍କ ଉପରେ କେହି କାଲାଯାଦୁ କରିଛି | ଅବା ଆପଣଙ୍କ ଉପରେ କୌଣସି ଖରାପ ଶକ୍ତି ର ପ୍ରଭାବ ରହିଛି | ତେବେ ଆସନ୍ତୁ ଜାଣିବା ଏହି 5 ରହସ୍ୟମୟୀ ସ୍ୱପ୍ନ ବିଷୟରେ ;

1. ବନ୍ଦ ଘରେ ଅଣନିଶ୍ୱାସ ହୋଇଯିବା –

ଯଦି ଆପଣଙ୍କୁ ସ୍ବପ୍ନ ରେ ଏହିପରି ଦୃଶ୍ୟ ଦେଖାଯାଏ ଯେମିତି କେହି ଆପଣଙ୍କୁ ଏମିତି ଏକ ଘରେ ବନ୍ଦ କରିଦେଇଛି ଏବଂ ଆପଣ ଅଣନିଶ୍ୱାସୀ ହୋଇଯାଉଛନ୍ତି | ତେବେ ଆପଣ ତୁରନ୍ତ ଏହା ବୁଝିଯିବା ଦରକାର କି ଆପଣଙ୍କ ଉପରେ କାଲାଯାଦୁ ହୋଇଛି କିମ୍ବା ଆପଣଙ୍କ ଉପରେ କୌଣସି ଖରାପ୍ ଶକ୍ତି ର ପ୍ରଭାବ ରହିଛି |

2. ପାଣି ରେ ବୁଡ଼ିଯିବା –

ଯଦି ଆପଣ ସ୍ବପ୍ନ ରେ ନିଜକୁ ପାଣି ରେ ବୁଡି ଯାଉଥିବାର ଦେଖନ୍ତି ତେବେ ବହୁତ ଅଶୁଭ ହୋଇଥାଏ | ଏହାର ଅର୍ଥ ଆପଣଙ୍କ ଉପରେ କେହି କାଲାଯାଦୁ କରିଛି କିମ୍ବା ଆପଣଙ୍କ ଉପରେ କୌଣସି ଖରାପ ଆତ୍ମା ର ପ୍ରଭାବ ରହିଛି |

3. ସ୍ବପ୍ନରେ ନିଜର ହାତ ଗୋଡ଼ ବନ୍ଧା ହୋଇଥିବା ଦେଖିବା –

ଏହି ପରି ସ୍ବପ୍ନ ଆପଣଙ୍କ ରାତିର ନିଦ ହଜେଇ ଦେଇପାରେ | ଯଦି କୌଣସି ବ୍ୟକ୍ତି ଏହିପରି ସ୍ୱପ୍ନ ରେ ନିଜର ହାତ ଗୋଡ଼ ବନ୍ଧା ହୋଇ ଥିବା ର ସ୍ବପ୍ନ ଦେଖନ୍ତି | ତେବେ ଏହାର ଅର୍ଥ ଆପଣଙ୍କ ଉପରେ କେହି କାଲାଯାଦୁ କରିଛି କିମ୍ବା ଆପଣଙ୍କ ଉପରେ କୌଣସି ଖରାପ ଆତ୍ମା ର ପ୍ରଭାବ ରହିଛି |

4. ସ୍ବପ୍ନରେ ଆତ୍ମା ଦେଖା ଦେବା –

ଯଦି କୌଣସି ବ୍ୟକ୍ତି ଙ୍କୁ ରାତି ରେ କୌଣସି ଆତ୍ମାର ସ୍ବପ୍ନ ଆସୁଛି | ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ | ତେବେ ଏହାର ଅର୍ଥ ଆପଣଙ୍କ ଉପରେ କେହି କାଲାଯାଦୁ କରିଛି କିମ୍ବା ଆପଣଙ୍କ ଉପରେ କୌଣସି ଖରାପ ଆତ୍ମା ର ପ୍ରଭାବ ରହିଛି |

5. ସ୍ବପ୍ନରେ ଅଜଣା ଜାଗାକୁ ଯିବା –

ଯଦି କୌଣସି ବ୍ୟକ୍ତି ସ୍ବପ୍ନ ରେ କୌଣସି ଅଜଣା ଜାଗା କୁ ଯିବାର ଦେଖନ୍ତି | ତେବେ ଆପଣ ତୁରନ୍ତ ଏହା ବୁଝିଯିବା ଦରକାର କି ଆପଣଙ୍କ ଉପରେ କାଲାଯାଦୁ ହୋଇଛି କିମ୍ବା ଆପଣଙ୍କ ଉପରେ କୌଣସି ଖରାପ୍ ଶକ୍ତି ର ପ୍ରଭାବ ରହିଛି | ଏହା ସହିତ ଯଦି ସ୍ବପ୍ନ ରେ କୌଣସି ନାଲି କପଡା ରେ ବନ୍ଧା ମାଠିଆ ଦେଖା ଯାଏ ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *