ବାସ୍ତୁ ଶାସ୍ତ୍ର : ମହିଳା ମାନଙ୍କର ମାସିକଧର୍ମ ସମୟରେ କାହିଁକି ରୋଷେଇ ଘରକୁ ଯିବା ବାରଣ ଥାଏ | ଯିବା ଦ୍ୱାରା ଲାଗିଥାଏ ଏହି ପାପ | ଜାଣନ୍ତୁ…

ବନ୍ଧୁଗଣ ରୋଷେଇଘର ଯେଉଁଠାରେ ମହିଳା ମାନଙ୍କର ରାଜ ରହିଥାଏ | ଯେଉଁଠି ମହିଳା ମାନେ ଅନେକ ପ୍ରକାରର ସୁସ୍ୱାଦୁ ଖାଇବା ତିଆରି କରିଥାନ୍ତି | ଯାହା ଫଳରେ ପରିବାର ସମସ୍ତ ସଦସ୍ୟକୁ ଉର୍ଜା ପ୍ରାପ୍ତ ହୋଇଥାଏ | କିନ୍ତୁ ଆପଣ କେବେ ବି ଏମିତି ରୁଟି କିମ୍ବା ଅଟା ଖାନ୍ତୁ ନାହିଁ | କେବେ ବି ଏମିତି ମହିଳାଙ୍କ ହାତରେ ଏପରି ରୁଟି କିମ୍ବା ଅଟା ଖାନ୍ତୁ ନାହିଁ | ଘରର ମୁଖିଆ କାଙ୍ଗାଳ ହୋଇପାରନ୍ତି ଏବଂ ଘରର ଛୋଟ ବଡ଼ ସମସ୍ତେ ଅସୁସ୍ଥ ହୋଇପାରନ୍ତି | ବନ୍ଧୁଗଣ ଚାଲନ୍ତୁ ଜାଣିବା କେଉଁ ମହିଳାଙ୍କ ହାତରୁ ଖାଇବା ଉଚିତ ନୁହେଁ |

ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଛି ଯେ ମାସିକ ଧର୍ମ ସମୟରେ ମହିଳା ମାନଙ୍କୁ ରୋଷେଇ ଘରକୁ ଯିବାକୁ ବାରଣ ଆଟେ | ତାଙ୍କୁ ସେହି ସମୟରେ ରୋଷେଇ ଘରକୁ ଯାଇ କୋୖଣସି ପ୍ରକାରର ରୋଷେଇ କରିବା ଉଚିତ ନୁହେଁ | ଏହା ସହ ଅଟା ମଧ୍ୟ ଚକଟିବା ଉଚିତ ନୁହେଁ | ଏହା ସହ ଏହି ସମୟରେ ପାରିବା କାଟିବା କିମ୍ବା ଚାହା କରିବା ମଧ୍ୟ ବାରଣ ଅଟେ |

ଏହାର କାରଣ ହେଉଛି ଏହା କି ଆୟୁର୍ବେଦିକ ଶାସ୍ତ୍ର ଅନୁଯାୟୀ ଏହି ସମୟରେ ମହିଳା ମାନଙ୍କୁ କଷ୍ଟରୁ ମିକ୍ତି ମିଳିନଥାଏ | ଏବଂ ଏହି ସମୟରେ ତାଙ୍କ ଦ୍ୱାରା ତିଆରି ଖାଦ୍ୟକୁ ଖାଇବା ଶୁଭ ବୋଲି ବିବେଚନା କରାଯାଏ ନାହିଁ | ସେହି ଖାଦ୍ୟକୁ ଦୂଷିତ ବୋଲି କୁହାଯାଇଥାଏ |

ଆମ ଶାସ୍ତ୍ର ଅନୁଯାୟୀ ଏହି ସମୟରେ ମହିଳା ମାନଙ୍କର ଯତ୍ନ ନେବା ତାଙ୍କୁ ସଂମ୍ମାନ ଦେବା ଉଚିତ ହୋଇଥାଏ | ଏବଂ ତାଙ୍କୁ ଆରମ ପୂର୍ବକ ଘରେ ରହି ବିଶ୍ରାମ କରିବା ଉଚିତ | ଅନେକ ଘରେ ଏମିତି ଲୋକ ଥାନ୍ତି ମହିଳାମାନଙ୍କର ମାସିକଧର୍ମ ସମୟରେ ତାଙ୍କ ଦ୍ୱାରା ଅନେକ ପ୍ରକାରର କାମ କରେଇଥାନ୍ତି | ଏବଂ ଏ ସବୁ ସଂପୂର୍ଣ ଖରାପ କାମ ହୋଇଥାଏ |

ଏମିତି ସମୟରେ ତାଙ୍କୁ ବିଶ୍ରାମ କରିବା ଉଚିତ | ନଚେତ ସେ ପାଉଥିବା କଷ୍ଟରେ ଖାଇବା ତିଆରି କରି ଖୁଆଇଲେ ସେ ଖାଇବାରେ ମଧ୍ୟ ତାଙ୍କ ଯନ୍ତ୍ରଣା ଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଅନ୍ୟ ମାନଙ୍କର ମଧ୍ୟ ଦେହ ଅସୁସ୍ଥ ହୋଇଯାଇପାରେ | ଏବଂ ଏହା ସହ ଯେଉଁ ଵ୍ୟକ୍ତି ସେହି ଖାଇବାକୁ ଗ୍ରହଣ କରେ ତାକୁ ଦୋଷ ଲାଗିଥାଏ | ଏବଂ ସେ ଧୀରେ ଧୀରେ କାଙ୍ଗଳ ହେଇଯାଏ | ଯାହା ଦ୍ୱାରା ଆପଣ ଆଗକୁ ଯାଇ ଅନେକ ସମସ୍ୟାରେ ପଡ଼ିବେ |

ଏହା ସହ ଚପଲ ପିନ୍ଧି ରୋଷେଇ କରିବା ଦ୍ୱାରା ମଧ୍ୟ ସେହି ଖାଦ୍ୟକୁ ମଧ୍ୟ ଦୂଷିତ ବୋଲି ବିବେଚନା କରାଯାଇଥାଏ | ଏବଂ ଘରେ ଗରିବୀର ବାସ ହୋଇଥାଏ | ଏହା ସହ ଘରେ କେବେ ବି ଏପରି ଅଟା ରଖନ୍ତୁ ନାହିଁ ଯାହା ଦ୍ୱାରା ଘରକୁ ଗରିବୀ ଆସିବ | ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଆପଣ ଅଟାକୁ ଚକଟିକି ରଖିଦିଅନ୍ତି ତେବେ ସେ ଭୂତ ପିଚାଶଙ୍କୁ ନିଜ ଆଡକୁ ଆକର୍ଷିତ କରାଇଥାଏ | କାରଣ ଅଟା ଚକଟାକୁ ଶ୍ରାଦ୍ଧରେ ପିଣ୍ଡ ରୂପେ ବ୍ୟବହାର କରାଯାଇଥାଏ | ଏମିତି ଅଟା ଘରେ ରଖିଲେ ଘରେ ଖରାପ ଶକ୍ତି ବାସ କରିଥାନ୍ତି | ଯାହା ଦ୍ୱାରା ଆପଣଙ୍କ ଘରେ ସବୁବେଳେ କିଛି ନାଁ କିଛି ସମସ୍ୟା ଦେଖା ଦେଇଥାଏ |

Leave a Reply

Your email address will not be published. Required fields are marked *