କୋଟି କୋଟି ଟଙ୍କାର କରଜ ମଧ୍ୟ ହୋଇଯିବ ପାର | କୋୖଣସି ବି ଦିନ ଭଗବନଙ୍କୁ ଚଢ଼େଇ ଦିଅ ଏହି ଜିନିଷ |

ବନ୍ଧୁଗଣ କରଜ ଏମିତି ଏକ ଜିନିଷ ଯାହା ମଣିଷକୁ ଦରିଦ୍ର କରିଦେଇଥାନ୍ତି ତେବେ ଏମିତି ପରିସ୍ଥିତିରେ ଆପଣ ଯଦି ଶ୍ରାବଣ ମାସରେ ହନୁମାନ ପ୍ରଭୁ ପୂଜା କରନ୍ତି ଏବଂ ଏହି ଉପାୟ କରନ୍ତି ତେବେ ଆପଣ କରଜରୁ ମୁକ୍ତି ପାଇପାରିବେ | ତେବେ ବନ୍ଧୁଗଣ ଭୁଲ ରେ ବି ଶନିବାର ଦିନ କେଉଁଠି ବି କରଜ କରନ୍ତୁ ନାହିଁ କାରଣ ଏହି ଦିନ ଶନି ଦେବତାଙ୍କର ହୋଇଥାଏ ଯଦି ଆପଣ ଏହି ଦିନ କରଜ କରନ୍ତି ତେବେ କେବେ ଭରିପାରିବେ ନାହିଁ |

ତେବେ ଏହି ପ୍ରକାରରେ ମାସରେ 8,17 ଏବଂ 26 ତାରିଖ ରେ କେଉଁଠାରୁ ମଧ୍ୟ ଋଣ ଆଣନ୍ତୁ ନାହିଁ କାରଣ ଏହି ଆଠ ସଂଖ୍ୟା ଟି ଶନି ଦେବଙ୍କର ହୋଇଥାଏ | ତେବେ କେବେ ଯଦି ଉଧାର ଆଣିବା ସମୟରେ ରେ ଦସ୍ତଖତ କରିବାକୁ ହୁଏ ତେବେ କଳା କଲମ ରେ ଦସ୍ତଖତ କରିବେ ନାହିଁ ଏହା ମଧ୍ୟ ଶନି ଙ୍କର ରଙ୍ଗ ହୋଇଥାଏ

ଯଦି ଏହିପରି କରନ୍ତି ତେବେ କେବେ ଉଧାର ସୁଝିପାରିବେ ନାହିଁ | ତେବେ କରଜ ଆଣିବା ସମୟରେ ରେ କିମ୍ବା ଦସ୍ତଖତ କରିବା ସମୟରେ ଭଗବାନ ଙ୍କୁ ସ୍ମରଣ କରି ଏହା କୁହନ୍ତି କି ଏ ଧନ ଆପଣଙ୍କର ଆପଣ ଇଛା ପ୍ରଭୁ ତେବେ ଏହିପରି କରିବା ଦ୍ୱାରା କରଜ ଶୀଘ୍ର ସୁଝା ହେଇଯାଇ ପାରେ |

ଅନେକ ସମୟରେ କରଜ ଏତେ ଭାରି ହେଇଯାଏ ଯେ ମଣିଷ ତାକୁ କୌଣସି ପ୍ରକାରରେ ସୁଝିପାରିନଥାଏ | ବହୁତ ହଇରାଣ ଏବଂ ଅସହାୟ ହୋଇଯାଏ ତେବେ ଯଦି ଆପଣଙ୍କ ଜୀବନ ରେ ଏହିପରି କିଛି ହୁଏ ତେବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କରଜ ଚୁଟକୀ ରେ ଗାଏବ ହୋଇଯିବ | ତେବେ ଗୋଟିଏ ପାନ ପତର ନିଅନ୍ତୁ,ସଢା ପଚ ହୋଇନଥିବା ଏବଂ ଫାଟିବି ନଥିବା ସୁନ୍ଦର ହୋଇଥିବା ଦରକାର ବଡ଼ କି ଛୋଟ ସେଥିରେ କୌଣସି ଅସୁବିଧାରେ ନାହିଁ ଯାହା ବି ନେଇପାରିବେ |

ଏହାକୁ ନେବା ପରେ ସେଥିରେ ଲବଙ୍ଗ ଏବଂ ଗୁଜୁରାତି ରଖିବା ତାକୁ ପାନ ପରି ଖିଲ କରିଦିଅନ୍ତୁ | ମନେ ରଖିବେ ପାନ ର ନାସି ଛିଡେଇ ଦେବେ ତେବେ ଏହା କରିବା ପରେ ସେହି ପାନ କୁ ମଙ୍ଗଳବାର ଦିନ ସନ୍ଧ୍ୟା ରେ ହନୁମାନ ମନ୍ଦିର କୁ ନେଇକି ଯିବେ | ତେବେ ସ୍ନାନ କରି ନୂଆ ଡ୍ରେସ ପିନ୍ଧି ଆପଣ ସନ୍ଧ୍ୟା ରେ ହନୁମାନ ମନ୍ଦିରକୁ ଯିବେ ଏବେ ପାନ ଚଢେଇ ଦେବେ |

ତେବେ ଏହିଁ ପ୍ରତ୍ୟକ ମଙ୍ଗଳବାର କରନ୍ତୁ ତିନି ମାସ ମଧ୍ୟ ଆପଣଙ୍କୁ ଆପଣଙ୍କ ଶୁଭ ଫଳ ନିଶ୍ଚୟ ମିଳିବ ଆପଣଙ୍କ କରଜ ଶୁଝିବାର ବାଟ ଅବଶ୍ୟ ଖୋଲିଯିବ | ତେବେ ହନୁମାନ ପ୍ରଭୁ ସବୁ ଠିକ କରିଦେଇଥାନ୍ତି ଏହି ଉପାୟ କରିବା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୁରା କରିଥାନ୍ତି |

କେବେ କେବେ କୌଣସି ପ୍ରକାରେ ମଧ୍ୟ ଆର୍ଥିକ ସ୍ଥିତି ଭଲ ହୋଇନଥାଏ,ଯେତେ ଯାହା କଲେ ମଧ୍ୟ କୌଣସି ଜିନିଷ ଠିକ ହୋଇନଥାଏ ଏମିତି ନୁହେଁ କି କେବଳ କରଜ ରେ ବୁଡି ରହିଥାଅ ଆପଣଙ୍କୁ କୌଣସି ପ୍ରକାରେ ଧନର ଅଭାବ ରହିଥାଏ ଯେତେ ଯାହା କଲେ ମଧ୍ୟ ଆପଣ ଏହି ସମସ୍ୟା ରୁ ମୁକ୍ତି ପାଇଁ ପାରୁ ନାହାନ୍ତି ତେବେ ଏଭଳି ପରିସ୍ଥିତିରେ ଯେତେବେଳେ ଆପଣ ଚାରିପଟୁ ଫସିଯାନ୍ତି ତେବେ ଏହି ଉପାୟ କରିବା ଦ୍ୱାରା ଆପଣ ଠିକ ହୋଇପାରେ ଆପଣଙ୍କୁ ଆର୍ଥିକ ଅବସ୍ଥା | ତେବେ ଗୋଟିଏ ପାନ ପତର ନିଅନ୍ତୁ,ସଢା ପଚ ହୋଇନଥିବା ଏବଂ ଫାଟିବି ନଥିବା ସୁନ୍ଦର ହୋଇଥିବା ଦରକାର ବଡ଼ କି ଛୋଟ ସେଥିରେ କୌଣସି ଅସୁବିଧାରେ ନାହିଁ ଯାହା ବି ନେଇପାରିବେ |

ଏହାକୁ ନେବା ପରେ ସେଥିରେ ଲବଙ୍ଗ ଏବଂ ଗୁଜୁରାତି ରଖିବା ତାକୁ ପାନ ପରି ଖିଲ କରିଦିଅନ୍ତୁ | ମନେ ରଖିବେ ପାନ ର ନାସି ଛିଡେଇ ଦେବେ ତେବେ ଏହା କରିବା ପରେ ସେହି ପାନ କୁ ଦୁଇ ହାତରେ ଧରି ବହୁଥିବା ପାଣି ରେ ଭସେଇ ଦିଅନ୍ତୁ ତେବେ ଦେଖିବେ ଆପଣଙ୍କୁ ବହୁତ ଲାଭ ହେବ | ଆପଣଙ୍କ କରଜ ଶୀଘ୍ର ସୁଝି ହେଇଯିବ | ଏହି ଉପାୟ କରିବା ଦ୍ୱାରା ସବୁ କିଛି ଠିକ ହୋଇଯିବ କରଜରୁ ମୁକ୍ତି ମିଳିବ | ଆଉ ଦୁଇ କି ତିନି ମାସ ଭିତରେ ଆପଣଙ୍କର ସବୁକିଛି ଠିକ ହେଇଯିବ ଆପଣଙ୍କ ରୋକି ହୋଇଥିବା କାମ ହେଇଯିବ |

ବନ୍ଧୁଗଣ କରଜ ଶୁଝିଦେବା ପାଇଁ ଆଉ ଏକ ଉପାୟ କରିପାରିବେ ଏହି ଛୋଟ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ସମସ୍ତ ଅସୁବିଧା ଠିକ ହୋଇଯିବ ତେବେ ଏହି ଉପାୟ ଆପଣ କରିପାରିବେ କିମ୍ବା ଆପଣଙ୍କ ଘରେ କୌଣସି ମହିଳା ମଧ୍ୟ କରିପାରିବେ କିନ୍ତୁ ଧ୍ୟାନ ରଖିବେ ମହିଳା ହନୁମାନ ଭଗବାନ ଙ୍କୁ ଛୁଇଁବେ ନାହିଁ | ତେବେ ମଙ୍ଗଳବାର ଦିନ ଏହି ଉପାୟ କରିବେ ଏବଂ ଏହି ଦିନ ଆମିଷ କିମ୍ବା ପିଆଜ ରଶୁଣ ଖାଇବେ ନାହିଁ ତେବେ ଏହି ଉପାୟ କରିବା ପାଇଁ ଆପଣଙ୍କୁ ରାତି 11ଟାରୁ 1ଟା ଭିତରେ ଶୁଭ ସମୟ ହୋଇଥାଏ କାରଣ ଏହି ସମୟରେ ସବୁ କିଛି ଶାନ୍ତ ଏବଂ ନିରବ ଥାଏ ଏହି ସମୟରେ ଭଗବାନ ଙ୍କ ସହ ଯୋଡି ହେବା ପାଇଁ ଠିକ ସମୟ ହୋଇଥାଏ |

ତେବେ ରାତିରେ ଗୋଟିଏ ଦୀପ ନିଅନ୍ତୁ ଏଥିରେ ସୋରିଷ ତେଲ ନିଅନ୍ତୁ ଏବଂ ସ୍ନାନ ସାରି ଫ୍ରେସ କପଡା ପିନ୍ଧି ଭଗବାନ ଙ୍କ ପାଖରେ ଦୀପ ଜାଳନ୍ତୁ | ଜାଳିବା ସହ ହନୁମାନ ଚାଳିଶାକୁ ଏଗାରେ ଥର ଜପ କରନ୍ତୁ ଏବଂ ଏହିପରି 11ଟା ମଙ୍ଗଳବାର କରନ୍ତୁ ଆପଣ ଦେଖିବେ ଆପଣଙ୍କର ଶୁଭ ଫଳ ମିଳିବ | କରଜ ଶୀଘ୍ର ଶୀଘ୍ର ମୁକ୍ତି ହେଇଯିବ ସୁଝିହେଇଯିବ | ଆପଣ ଆର୍ଥିକ ସ୍ଥିତି ମଧ୍ୟ ଠିକ ହୋଇଯିବ |

Leave a Reply

Your email address will not be published. Required fields are marked *