ଆଜିର ରାଶିଫଳ : ୦୩ ଜାନୁଆରୀ ୨୦୨୩ , ମଙ୍ଗଳବାର:ଆଜି ଏହି ରାଶିର ଲୋକଙ୍କୁ ମିଳିପାରେ ଅଶୁଭ ସୂଚନା

ମେଷ ରାଶି:- ମନରେ ନକରାତ୍ମକର ପ୍ରଭାବ ହୋଇପାରେ। ବାଣୀରେ ସଂଯମତା ରଖିବେ କିନ୍ତୁ କୌଣସି ଅଜଣା ଭୟ ଚିନ୍ତିତ କରିପାରେ। ପରିବାରର ସହଯୋଗ ମିଳିବ। ବ୍ୟବସାୟରେ ବୃଦ୍ଧି ହେବ। ଧର୍ମ-କର୍ମରେ ଵ୍ୟସ୍ତତା ବୃଦ୍ଧି ପାଇବ। ସନ୍ତାନଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ତ ରହିବେ କିନ୍ତୁ ଧର୍ଯ୍ୟ ଶକ୍ତିର କମି ହୋଇପାରେ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।

ବୃଷ ରାଶି:- ମନରେ ଉଥାନ-ପତନ ଘଟିବ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରରେ ଅବସର ମିଳିପାରେ। ଆତ୍ମସନ୍ତୁଷ୍ଟି ମିଳିବ। କ୍ରୋଧ ଏବଂ ଅଂହକାରରୁ ଦୂରେଇ ରୁହନ୍ତୁ। ଘର ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢିବ। ଯାତ୍ରାର ଯୋଗ ରହିଛି।

ମିଥୁନ ରାଶି:- ଆତ୍ମବିଶ୍ବାସ ଭରପୁର ରହିବ କିନ୍ତୁ ମନରେ ନକରାତ୍ମକ ଚିନ୍ତା ଭରପୁର ରହିବ। ଘର ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ। ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢିବ। କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରୀରେ ପରିବର୍ତ୍ତନ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସଞ୍ଚିତ ଧନର ବ୍ୟୟ ହୋଇପାରେ। ଅନାଵଶ୍ୟକନ ଚାପରୁ ଦୂରେଇ ରୁହନ୍ତୁ। ଭାଇ ମାନଙ୍କର ସହଯୋଗ ମିଳିବ।

କର୍କଟ ରାଶି:- ଶିକ୍ଷା କାର୍ଯ୍ୟରେ ଖୁସି ପରିଣାମ ମିଳିବ। ବଡ଼ ମାନଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ରହିବା ଖାଇବାରେ କଷ୍ଟ ଆସିପାରେ। କ୍ଷଣିକରେ ରାଗ କ୍ଷଣିକରେ ଶାନ୍ତ ମନ ଭାବ ଆସିବ। ପାରିବାରିକ ଜୀବନ ସୁଖମୟ ରହିବ। ପରିଶ୍ରମ ଅଧିକ ରହିବ। ପାରିବାରିକ ସମସ୍ୟା ଚିନ୍ତିତ କରିପାରେ। ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢିବ। ବିଦେଶ ଯାତ୍ରା କରିପାରନ୍ତି।

ସିଂହ ରାଶି:- ପିତାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ମାଙ୍କ ସାଥ ମିଳିବ। ଚାକିରୀ ଏବଂ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଆତ୍ମବିଶ୍ବାସ ଭରପୁର ରହିବ। କଥାବାର୍ତାରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ। ଚାକିରୀରେ ଇଛା ବିରୋଧରେ କୌଣସି ଦାୟିତ୍ୱ ମିଳିପାରେ। କଳା ଏବଂ ସଙ୍ଗୀତ ପ୍ରତି ଆଗ୍ରହ ବଢିବ। ପରିବାରରେ ସୁଖ ଶାନ୍ତି ବନିରହିବ। ଭବନ ସୁଖ ବୃଦ୍ଧି ହେବ। ଅନାଵଶ୍ୟକ ବିବାଦ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା ରାଶି:- ମନ ଶାନ୍ତ ରହିବ। ଆତ୍ମବିଶ୍ବାସ ବି ବହୁତ ରହିବ। ପରିବାରର ସହଯୋଗ ମିଳିବ। ବ୍ୟବସାୟରେ ଅଧିକ ବ୍ୟସ୍ତ ରହିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କ୍ଷଣିକରେ ରାଗ କ୍ଷଣିକରେ ଶାନ୍ତ ମନ ଭାବ ଆସିବ। ଚାକିରୀରେ ଅଫିସର ମାନଙ୍କ ସହିତ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ। ଆୟରେ ବୃଦ୍ଧି ଘଟିବ। ସୁସ୍ଵାଦ ଖାଦ୍ୟ ପ୍ରତି ଆଗ୍ରହ ବଢିବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା ରାଶି:- ଚାକିରୀରେ ପରିବର୍ତନର ଯୋଗ ବନୁଅଛି। କାର୍ଯ୍ୟକ୍ଷେତ୍ରରେ ପରିଵର୍ତନର ଯୋଗ ବନୁଅଛି। ଆୟରେ ବୃଦ୍ଧି ହେବ। ଆତ୍ମବିଶ୍ୱାସ ଭରପୁର ରହିବ। ଅଫିସରଙ୍କ ସହଯୋଗ ମିଳିବ। ରୋଜଗାରର ମାର୍ଗ ପ୍ରଶସ୍ତ ହେବ। କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। ମାତାପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ନୂତନ ବ୍ୟବସାୟ ପାଇଁ ଯୋଜନା ସଫଳ ରହିବ।

ବିଛା ରାଶି:- ମାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖର୍ଚ୍ଚରେ ବୃଦ୍ଧି ହେବ। ପିତାଙ୍କ ସାନିଧ୍ୟ ମିଳିପାରେ। ଆତ୍ମବିଶ୍ୱାସ ରହିବ। ମନ ଅଶାନ୍ତ ରହିପାରେ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷତ ହୋଇପାରେ। ଆଶା ନିରାଶା ଦୁଇଟି ଯାକ ମନରେ ଆସିବ। କୌଣସି ପୈତୃକ ସମ୍ପତିର ବିସ୍ତାର ହୋଇପାରେ। କୌଣସି ସମ୍ପତିରେ ବିନିଯୋଗ କରନ୍ତୁ ଲାଭ ମିଳିବ।

ଧନୁ ରାଶି:- ଆତ୍ମବିଶ୍ବାସ ରଖନ୍ତୁ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ କିନ୍ତୁ ପରିବାରରେ ସୁଖ ବନେଇ ରଖିବା ପାଇଁ ଚେଷ୍ଟା କରନ୍ତୁ। ବାଣୀରେ ମଧୁରତା ରହିବ। ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। କୌଣସି ଧାର୍ମିକ କାର୍ଯ୍ୟକୁ ଯିବାର ଯୋଗ ବନିପାରେ। ସନ୍ତାନ ସୁଖର ବୃଦ୍ଧି ହେବ। ଘର ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ। ଖର୍ଚ୍ଚ ବଢିବ।

ମକର ରାଶି:- ଆତ୍ମବିଶ୍ୱାସ ରହିବ କିନ୍ତୁ କ୍ରୋଧ ଠାରୁ ଦୂରେଇ ରୁହନ୍ତୁ। କୌଣସି ସମ୍ପତିରୁ ଆୟର ସାଧନ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ। ମନ ପ୍ରସନ୍ନ ରହିବ। ଘର ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ବୈବାହିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ।ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।

କୁମ୍ଭ ରାଶି:- ମନ ଅଶାନ୍ତ ରହିବ। ମାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଚାକିରୀରେ ଅଫିସରଙ୍କ ସହଯୋଗ ପ୍ରାପ୍ତ ହେବ କିନ୍ତୁ ସ୍ଥାନ ପରିବର୍ତ୍ତନ ହୋଇପାରେ। ପରିବାର ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯାଇପାରନ୍ତି। ପିତାଙ୍କ ଠାରୁ ଧନ ପ୍ରାପ୍ତି ହୋଇପାରେ। ସନ୍ତାନ ସୁଖରେ ବୃଦ୍ଧି ହେବ। ଘର ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ। ଶୁଭ ଖବର ପ୍ରାପ୍ତ ହେବ। ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମୀନ ରାଶି:- ଶିକ୍ଷା କାର୍ଯ୍ୟରେ ସୁଖଦ ଖବର ମିଳିବ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ୱ ବଢିବ। ଵ୍ୟସ୍ତତା ଅଧିକ ରହିବ। କ୍ଷଣିକରେ ରାଗ କ୍ଷଣିକରେ ଶାନ୍ତ ମନ ଭାବ ଆସିବ। ପରିବାରରେ ମତଭେଦ ଠାରୁ ଦୂରେଇ ରୁହନ୍ତୁ। କୌଣସି ବନ୍ଧୁଙ୍କ ଠାରୁ ରୋଜଗାରର ଅବସର ମିଳିବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ପ୍ରତିକୂଳ ରହିବ। ଧର୍ମ-କର୍ମରେ ଆଗ୍ରହ ବଢିବ। ବନ୍ଧୁଙ୍କ ସହଯୋଗ ମିଳିବ।

Leave a Reply

Your email address will not be published. Required fields are marked *