ଆସିବାକୁ ଯାଉଛି ବିନାଶକାରୀ ଝଡ଼। ଜ୍ୟୋତିର୍ବିଦ ମାନେ ଦେଉଛନ୍ତି ଚେତାବନୀ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜଣେ ଭବିଷ୍ୟବାଣୀ କରୁଥିବା ବାବା ବେଙ୍ଗା ସାରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି। କହିବାକୁ ଗଲେ ବାବା ବେଙ୍ଗା ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପାଖରୁ ନିଜ ମୃତ୍ୟୁ ପର୍ଯ୍ୟନ୍ତ ବହିର ଲୋକପ୍ରିୟ ହୋଇଥିଲେ। ମାନ୍ୟତା ରହିଛି କି ବାବା ବେଙ୍ଗା ଆତଙ୍କ ସଂଗଠନ ୯/୧୧ ଠାରୁ ଆରମ୍ଭ କରି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବାର ଭବିଷ୍ୟବାଣୀ କରିଥିଲେ।

କହିବାକୁ ଗଲେ ବାବା ବେଙ୍ଗା ତାଙ୍କ ଭବିଷ୍ୟବାଣୀ ରେକର୍ଡ କରି ନଥିଲେ। ସେଥିପାଇଁ ତାଙ୍କର ଭବିଷ୍ୟବାଣୀ ଉପରେ ଏହି ମଧ୍ୟ ତର୍କବିତର୍କ ହୋଇଥାଏ। ତେବେ ସେ ୨୦୨୩ ମସିହା ପାଇଁ କରିଥିବା ଭବିଷ୍ୟବାଣୀ କେତେ ସତ ବା ମିଛ ତାହା ସମୟ କହିବ। ତେବେ ଆସନ୍ତୁ ୨୦୨୩ ମସିହାରେ କଣ ହେବାକୁ ଯାଉଛି, ସେହି ବିଷୟରେ ଜାଣିବା

ବିନାଶକାରୀ ସୌର ଝଡ଼:-

ବାବା ବେଙ୍ଗା ୨୦୨୩ ମସିହାରେ ହେବାକୁ ଯାଉଥିବା ଭୟଙ୍କର ଝଡ ବିଷୟରେ ବ୍ୟକ୍ତ କରିଥିଲେ। ୨୦୨୩ ମସିହାରେ ସୌର ଝଡ଼ ହେବାକୁ ଯାଉଛି। ଏହାର ଅର୍ଥ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣି ରଶ୍ମି ପ୍ରଚଣ୍ଡ ରୂପରେ ପୃଥିବୀ ପୃଷ୍ଠରେ ବିସ୍ଫୋରଣ ସୃଷ୍ଟି କରିବ।

ପୃଥିବୀ ପୃଷ୍ଠରେ ଏଲିଏନ ମାନଙ୍କର ଆଗମନ :-

ବାବା ବେଙ୍ଗା ନିଜ ଭବିଷ୍ୟତ ବାଣୀରେ କହିଥିଲେ, ପୃଥିବୀରେ ଏଲିଏନ ମାନଙ୍କର ଆଗମନ ହେବାର ସମ୍ଭାବନା ରହିଛି। ଭବିଷ୍ୟବାଣୀ କରିଥିବା ଜ୍ୟୋତିର୍ବିଦ ମାନେ କହିଛନ୍ତି କି, ଏଲିଏନ ମାନେ ପୃଥିବୀକୁ ଆସିବା ପରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଯିବ।

ପ୍ରୟୋଗଶାଳାରେ ହେବ ସନ୍ତାନଙ୍କ ଜନ୍ମ :-

ବିଜ୍ଞାନ ବହୁତ ଆଗକୁ ପ୍ରଗତି କରୁଛି। ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ମନୁଷ୍ୟ ମାନଙ୍କର ସନ୍ତାନ ପ୍ରାୟୋଗଶାଳାରେ ବିକଶିତ ହେବେ। ଏହାର ଅର୍ଥ ବିଜ୍ଞାନର ପ୍ରଗତି ହେବା ସହିତ ଧୀରେ ଧୀରେ ମାନବର ଧ୍ଵଂସ ହେବାକୁ ଲାଗିବ।

ପୃଥିବୀ କକ୍ଷରେ ହୋଇପାରେ ପରିବର୍ତ୍ତନ :-

୨୦୨୩ ମସିହା ପାଇଁ ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ସୂର୍ଯ୍ୟଙ୍କ ଚାରିପଟେ ଘୁରୁଥିବା ପୃଥିବୀର ମାର୍ଗ ବଦଳି ଯାଇପାରେ। ପୃଥିବୀ କକ୍ଷରେ କିଛି ପରିବର୍ତ୍ତନ ଗମ୍ଭୀର ରୂପରେ ନେଇ ପାରେ।

Leave a Reply

Your email address will not be published. Required fields are marked *