2 ଜାନୁଆରୀ ସୋମବାର ‘ପୁତ୍ରଦା ଅମାବାସ୍ୟା’ ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟେ ଜିନିଷ | ଚମକି ଯିବ ଆପଣଙ୍କ ଭାଗ୍ୟ |

2 ଜାନୁଆରୀ ହେଉଛି ପୌଷ ମାସର ଶୁକ୍ଲପକ୍ଷର ଏକାଦଶୀ ଆଟେ | ପୌଷ ପୁତ୍ରଦା ଏକାଦଶୀ ପାଳନ କରାଯିବ | ଶାସ୍ତ୍ରରେ ଏକାଦଶୀକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି | କୁହାଯାଏ ଯେ ଯେଉଁମାନେ ପୌଷ ମାସରେ ଏହି ପୁତ୍ରଦା ଏକାଦଶୀ କରନ୍ତି ତାହାର ସମସ୍ତ ଫଳ ତାଙ୍କ ସନ୍ତାନକୁ ପ୍ରାପ୍ତ ହୋଇଥାଏ | ଏହି ବର୍ଷ ପୁତ୍ରଦା ଏକାଦଶୀର ସମୟ 2 ଜାନୁଆରୀ ସଂଧ୍ୟା 8ଟା ବାଜି 24 ମିନିଟରେ ଶେଷ ହେବ |

ମାତା ଲଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଆରାଧନା କରାଯିବ | ଜ୍ୟୋତିଷ ଶାସ୍ତ୍ରରେ ଏହି ଦିନ କିଛି ବିଶେଷ ଉପାୟ କରିବାର ବିଧାନ ରହିଛି | ଯାହା କରିବା ଦ୍ୱାରା ଵ୍ୟକ୍ତିର ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରହିବ | ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ |

ଏହିଦିନ ଆପଣ ଓଷା କରନ୍ତୁ କିମ୍ବା ନକରନ୍ତୁ | କିନ୍ତୁ ଆପଣ କେବେ ବି ଏହିଦିନ ମାଛ, ମାଂସ କିମ୍ବା ମଦ ଭଳି ଜିନିଷ ସେବନ କରନ୍ତୁ ନାହିଁ | ଏହିଦିନ ଆପଣ ଚାଉଳରେ ତିଆରି ଖାଦ୍ୟ ଖାନ୍ତୁ ନାହିଁ | ଏହା ସହ ଆପଣ ଏହି ଦିନ ହାଲକା ହଳଦିଆ ରଙ୍ଗର ପୋଷାକ ପିନ୍ଧିଲେ ଆହୁରି ମଧ୍ୟ ଭଲ ହୋଇଥାଏ | ଆସନ୍ତୁ ଜାଣିବା ତୁଳସୀ ଗଛରେ କଣ ବାନ୍ଦିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ |

ବନ୍ଧୁଗଣ କେବଳ ଆମ ଭାରତ ବର୍ଷରେ ନୁହେଁ ବରଂ ସମଗ୍ର ପୃଥିବୀରେ ଅଧିକାଂଶ ଦେଶରେ ତୁଳସୀଙ୍କୁ ଅତ୍ୟନ୍ତ ଶୁଭ ଏବଂ ପବିତ୍ରତା ଦୃଷ୍ଟିରୁ ଦେଖାଯାଏ | ଅନେକ ଔଷଧୀୟ ଗୁଣ ଥିବା ତୁଳସୀଙ୍କର ଧାର୍ମିକ ଗୁଣ ମଧ୍ୟ ଅଛି | ଅନେକ ଧାର୍ମିକ କାର୍ଯ୍ୟ ଏବଂ ତାନ୍ତ୍ରିକ କାର୍ଯ୍ୟରେ ତୁଳସୀଙ୍କର ବ୍ୟବହାର ହୋଇଥାଏ | ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କର ପତ୍ନୀ ହେବାର ଗୌରବ ମିଳିଛି |

ଏହି କାରଣରୁ ତୁଳସୀ ଗତତଜନନୀ ମଧ୍ୟ ଅଟନ୍ତି | ଏବଂ ତୁଳସୀଙ୍କ ଭିତରେ ଥିବା ଅନେକ ଭଲ ଗୁଣ ଏବଂ ଔଷଧୀୟ ଗୁଣ ପାଇଁ ତାଙ୍କୁ ଅମୃତ ସହ ମଧ୍ୟ ତୁଳନା କରାଯାଇଛି | ଯେଉଁଠାରେ ତୁଳସୀ ଗଛ ଲଗାହୋଇଥାଏ ସେହିଠାରେ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଅର୍ଥାତ ତ୍ରି-ଦେବ ସେହିଠାରେ ହିଁ ବାସ କରନ୍ତି | ତୁଳସୀଙ୍କର ପୂଜା କରିବାରୁ ପାପ ଶକ୍ତିଙ୍କର ମଧ୍ୟ ବିନାଶ ହୋଇଯାଏ | ଯେମିତି ସୂର୍ଯ୍ୟ ଉଦୟ ହେବା ପରେ ଅନ୍ଧାରର ହୋଇଥାଏ |

ପୁରାଣ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ହରା-ଭରା ହୋଇଥାନ୍ତି ସେହି ଘରେ ସର୍ବଦା ସୁଖ, ଶାନ୍ତି ଲାଗିରହିଥାଏ | ଭଗବାନ ବିଷ୍ଣୁଙ୍କର ପ୍ରଶାଦରେ ତୁଳସୀ ପତ୍ର ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ | ଏବଂ ଏହା ବିନା ପୂଜା ଅସମ୍ପୂର୍ଣ ବୋଲି ବିବେଚନା କରାଯାଏ | ବନ୍ଧୁଗଣ କିଛି ଲୋକ ତୁଳସୀ ଗଛକୁ ପୂଜା ତ କରନ୍ତି କିନ୍ତୁ ସେମାନେ ମାତା ତୁଳସୀଙ୍କୁ ଚୁନୁରୀ ଘୋଡାନ୍ତି ନାହିଁ | ଯେଉଁଥି ପାଇଁ ସେମାନଙ୍କୁ କୋୖଣସି ପ୍ରକାରର ବି ଶୁଭ ଫଳ ପ୍ରାପ୍ତ ହୋଇନଥାଏ |

ସବୁବେଳେ ମାନେ ରଖିବେ ମାତା ତୁଳସୀଙ୍କୁ ଚୁନୁରୀ ନିଶ୍ଚୟ ଚଢେଇବେ | ତୁଳସୀରେ ଚୁନୁରୀ ନିଶ୍ଚିତ ବାନ୍ଧିବା ଅବଶ୍ୟକ ହୋଇଥାଏ | ତୁଳସୀ ମାତା ଆମ ମାଙ୍କ ପରି ହୋଇଥାନ୍ତି | ଏବଂ କିଛି ଲୋକ ମାତା ତୁଳସୀଙ୍କୁ ଚୁନୁରୀ ତ ଚଢ଼ାନ୍ତି କିନ୍ତୁ କିଛି ହିଁ ଲୋକ ଏହାର ଠିକସେ ଧ୍ୟାନ ନିଅନ୍ତି ନାହିଁ | ପ୍ରାୟତଃ ଲୋକମାନେ ତୁଳସୀ ମାତାଙ୍କୁ ଲାଲ ରଙ୍ଗର ଚୁନୁରୀ ଚଢେଇ ଥାନ୍ତି | ଲାଲ ରଙ୍ଗର କାରକ ହେଉଛନ୍ତି ମଙ୍ଗଳ ଏବଂ ତୁଳସୀ ମାତାଙ୍କର କାରକ ହେଉଛନ୍ତି ବୁଧ | ବୁଧ ଏବଂ ମଙ୍ଗଳ ମିତ୍ର ନୁହନ୍ତି | ଏଥିପାଇଁ ମାତା ତୁଳସୀଙ୍କୁ ଧଳା କିମ୍ଵା ନେଳି ରଙ୍ଗର ଚୁନୁରୀ ହିଁ ବାନ୍ଧନ୍ତୁ |

ଅନେକ ଲୋକ ଏହି ଭୁଲ ମଧ୍ୟ କରନ୍ତି କି ମାତାଙ୍କୁ ଚୁନୁରୀ ତ ଚଢେଇଦିଅନ୍ତି କିନ୍ତୁ କିଛି ଦିନ ପରେ ଯେବେ ସେ ଅସନା, ଏବଂ ଚିରିଯାଏ ସେମାନେ ତାକୁ କୋୖଣସି ଶୁଭଦିନ ଅର୍ଥାତ କୋୖଣସି ଏକାଦଶୀ କିମ୍ଭା ଅନ୍ୟ ଶୁଭ ଦିନରେ ବାହାର କରିଦିଅନ୍ତି | ଆମେ ଆପଣଙ୍କୁ କାହିରଖୁଛୁ କି ଆପଣ ସେହି ଅସନା ଚୁନୁରୀ କାଢ଼ିବା ପରେ ଏକ ନୂଆ ଏବଂ ସୁନ୍ଦର ଚୁନୁରୀ ଚେଢେଇବା ନିହାତି ଆବଶ୍ୟକ ହୋଇଥାଏ | ଏମିତି ନ କରିଲେ ମାତା ତୁଳସୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି ଏବଂ ଆପଣଙ୍କ ଜୀବନରେ ଅନେକ ସମୟ ଉପୁଜେ |

ବନ୍ଧୁଗଣ ତୁଳସୀ ମାତାଙ୍କ ପାଖରେ ଏହି ସବୁ ଜିନିଷ କେବେ ବି ରଖନ୍ତୁ ନାହିଁ | କାରଣ ଏମିତି କରିବା ଦ୍ୱାରା ମାତା ତୁଳସୀ ରୁଷ୍ଟ ହୋଇଥାନ୍ତି | ଆପଣ ପ୍ରଥମତଃ ମନେ ରଖିବେ କି ମାତା ତୁଳସୀ ଥିବା ସ୍ଥାନରେ କେବେ ବି ନିଜ ମୁଁହରୁ ଖରାପ କଥା ବାହାର କରିବେ ନାହିଁ | ମାତା ତୁଳସୀଙ୍କ ଆଖ ପାଖରେ କୋୖଣସି ଝାଡୁ କିମ୍ଵା ଚପଲ ରଖିବାକୁ ପାପ ବୋଲି ବିବେଚନା କରାଯାଏ |

ତୁଳସୀଙ୍କ ଆଖପାଖରେ ଛିପ ପକେଇବା ମଧ୍ୟ ଅତ୍ୟନ୍ତ ଖରାପ ହୋଇଥାଏ | ତୁଳସୀଙ୍କ ପାଖରେ ଜଳ ଭରା କୋୖଣସି ପତ୍ର ରଖିବା ଉଚିତ ହୋଇନଥାଏ | ଏବଂ ଏଥିସହ ଯେବେ ବି ଆପଣ ତୁଳସୀ ମାତାଙ୍କ ପାଖରେ ଦୀପ ଜଳୁଛନ୍ତି ଧ୍ୟାନ ଦେବେ କି ସେହି ଦୀପ ଜଳେଇ ସଙ୍ଗେ ସଙ୍ଗେ ସେଠାରୁ ଆପଣ ସେହି ଦୀପକୁ ହଟେଇ ଦିଅନ୍ତୁ | କାହିଁକି ନା ମାତା ତୁଳସୀଙ୍କ ତଳେ ପୂଜା ହେଇଥିବା ଦୀପ ରଖିବା ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *