New Year ମରିଯିବେ ପଛେ ନୂଆବର୍ଷରେ ଏହି 3 ଭୁଲ କେବେ ବି କରନ୍ତୁ ନାହିଁ ! ଏହି ଜିନିଷ ନୂଆବର୍ଷରେ ଆଣନ୍ତୁ ନାହିଁ |

ଏହିବର୍ଷ ନୂଆ ବର୍ଷର ଆରମ୍ଭ ବହୁତ ହି ଶୁଭ ଯୋଗରେ ହେବାକୁ ଯାଉଛି | ଏହିଦିନ ଶିବୟୋଗ ଆଉ ସିଦ୍ଧିୟୋଗ ହେଇଥିବା କାରଣରୁ ଏହିଦିନ ବହୁତ ଶୁଭ ବୋଲି ବିବେଚନା କରାଯାଇଛି | ଏହିବର୍ଷ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ମନସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି | ଯେଉଁମାନଙ୍କ ପାଇଁ ନୂଆବର୍ଷର ଆରମ୍ଭ ଏକ ସୁଖଦପୂର୍ଣ୍ଣ ଆରମ୍ଭ ହେବାକୁ ଯାଉଛି |

ଆସନ୍ତୁ ଜାଣିବା ସେ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ଶିବୟୋଗ, ସିଦ୍ଧିୟୋଗକୁ ବହୁତ ଶୁଭ ବୋଲି କୁହାଯାଏ ଏବଂ ଯେତେବଳେ ଏହି ଯୋଗରେ ନୂଆ ବର୍ଷର ଆରମ୍ଭ ହେବାକୁ ଯାଉଛି ସେତେବେଳେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ | ଏହା ସହ ଚାକିରି ଖୋଜୁଥିବା ଲୋକଙ୍କୁ ମଧ୍ୟ ଭଲ ଚାକିରି ମିଳିଯିବ | ଏହା ସହ ଆପଣ ଯଦି ଏହି କିଛି ଜିନିଷ ନୂଆ ବର୍ଷର ପ୍ରାଥନ ଦିନ ଖାଇଦିଅନ୍ତି ତେବେ ସବୁକିଛି ଆପଣଙ୍କ ପକ୍ଷକୁ ଚାଲିଆସିବ | ସବୁ ଜିନିଷ ଆପଣଙ୍କୁ ହାତ ମୁଠାରେ ରହିବ |

ଏହା ସହ ନୂଆ ବର୍ଷରେ ଅନେକ ଲୋକ ନିଜ ପ୍ରିୟଲୋକ ମାନଙ୍କୟା ଉପହାର ମଧ୍ୟ ଦିଅନ୍ତି | ପ୍ରାୟତଃ ଯୁବକ/ଯୁବତୀ ମାନେ ନିଜ ପ୍ରେମଙ୍କୁ ଉପହାର ଦେଇଥାନ୍ତି | ତେବେ ଏପରି ମଧ୍ୟ କିଛି ଜିନିଷ ଅଛି ଯାହାକୁ କେବେ ବି କୋୖଣସି ବ୍ୟକ୍ତିଙ୍କୁ ଉପହାରରେ ଦିଅନ୍ତୁ ନାହିଁ | ଯାହା ଦେବା ଦ୍ୱାରା ଆପଣ କାଙ୍ଗାଳ ହୋଇଯିବେ | ତେବେ ଚାଲନ୍ତୁ ଜାଣିବା କଣ ସେହି ଜିନିଷ ଯାହା ଆପଣ କେବେ ବି କାହାରିକୁ ଗିଫ୍ଟରେ ଦେବେ ନାହିଁ |

ପାଣି ସହ ଜଡ଼ିତ ଉପହାର :- ବନ୍ଧୁଗଣ ସବୁବେଳେ ମନେ ରଖିବେ ଯେ ପାଣି ସହ ଜଡ଼ିତ କୋୖଣସି ବି ଜିନିଷ କେବେ ବି ଆପଣ କାହାରିକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ | ପାଣି ସହ ଜଡ଼ିତ ଉପହାର ଦେବାରେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଯିବା ସହ ଆପଣଙ୍କ ଜୀବନରେ ଆର୍ଥିକ ଅନାଟନ ମହାଡି ହୋଇଥାଏ |

2- ନିଜ କାମର ଜିନିଷ :- କାମର ଜିନିଷ ମନେ ଆପଣ ତ ସମସ୍ତେ ଖାତା କଲମ, ରୁମାଲ, କିମ୍ବା ଫୋନ-ଲାପଟପ ରେ ନିଶ୍ଚୟ ନିଜର ପ୍ରତିଦିନର କାମ କରୁଥିବେ | ତେବେ ବନ୍ଧୁଗଣ ଏପରି ଜିନିଷକୁ ଆପଣ କେବେ ବୁ କାହାରିକୁ ଉପହାରରେ ଦିଅନ୍ତୁ ନେହି | କୁହାଯାଏ ରୁମାଲ କାହାରିକୁ ବି ଦେବା ଉଚିତ ନୁହେଁ | ରୁମାଲ ଦେବାରୁ ସମ୍ପର୍କରେ ବାଧା ଆସିଥାଏ |

3- ଦେବା-ଦେବିଙ୍କ ମୂର୍ତ୍ତି :- ଗଣେଶ ଭଗବାନ କିମ୍ବା ଅନ୍ୟ କୋୖଣସିବି ଦେବା ଦେବିଙ୍କର ମୂର୍ତ୍ତି କିମ୍ବା ଫୋଟ ଆପଣ କେବେ ବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ | କାରଣ ଯଦି ଆପଣ ମାତା ଲଷ୍ମୀଙ୍କର ମୂର୍ତ୍ତି କାହାରିକୁ ଗିଫ୍ଟ ଆକାରରେ ଦେଇଦିଅନ୍ତି ତେବେ ସେହି ମୂର୍ତ୍ତି ସହ ଆପଣଙ୍କ ଘରୁ ମାତା ଲଷ୍ମୀ ମଧ୍ୟ ଛାଡ଼ି ଚାଲିଯାନ୍ତି | ଏହିପରି ଅନ୍ୟ ଦେବା ଦେବିଙ୍କ ମୂର୍ତ୍ତି କେବେ ବି କାହାରିକୁ ଦିଅନ୍ତୁ ନାହିଁ | ନିଜ ପାଇଁ କିଣିପାରିବେ |

4-ଲୁହା ଜିନିଷ :- ଆପଣମାନେ ମନେରଖିବେ ଯେ କେବେ ବି କାହାରିକୁ ବି ଲୁହା ଜନିତ କୋୖଣସି ଜିନିଷ ଉପହାରରେ ଦିଅନ୍ତୁ ନାହିଁ | ସେ କଇଁଚି ହଉ କିମ୍ବା ଛୁରୀ କିମ୍ବା କୋୖଣସି ଧାରୁଆ ଜିନିଷ | ଏହା ଆସନ୍ତିର ପ୍ରତୀକ ହୋଇଥାଏ | ଏହି ସବୁ ଉପହାରରେ ଦେଲେ ଆପଣଙ୍କ ଏବଂ ଆପଣଙ୍କ ବନ୍ଧୁଙ୍କ ମଧ୍ୟରେ ସବୁବେଳେ ଆସନ୍ତି ରହିବ |

ଆପଣମାନେ ଧ୍ୟାନ ଦେବେ କି ନୂଆବର୍ଷ ଦିନ ଯେମିତି ଆପଣ କାହାରିଠାରୁ ପଇସା ଆଣିବେନି କିମ୍ବା କାହାରିକୁ ପଇସା ଦେବେନି | ଏହା ସହ ଆପଣ ଏହି ଦିନ ଉପହାରରେ କଳା ବସ୍ତ୍ର, ଜୋତା-ଚପଲ ଏହା ସହ ରୁମାଲ, ପେନ ଏ ସବୁ ଦିଅନ୍ତୁ ନାହିଁ |

ନୂଆ ବର୍ଷ ଦିନ ମାଛ ଖାଇବା ବହୁତ ଶୁଭ ବୋଲି କୁହାଯାଇଛି | ଏହା ସହ ଡାଲି, ଅଙ୍ଗୁର, କେକ, ଦହି, ଡାଳିମ୍ବ ଏ ସବୁ ଖାଇବା ଦ୍ୱାରା ଆପଣଙ୍କ ପୂରା ବର୍ଷ ଭଲରେ କଟିବ |

Leave a Reply

Your email address will not be published. Required fields are marked *