1 ଜାନୁଆରୀ 2023 ନୂଆବର୍ଷ ଦିନ ଏହି ଗଛକୁ ଛୁଇଁକି ଆସିଯାଅ ସେହି ସମୟରେ ଗରିବୀ ଚାଲିଯିବ? ଆଗକୁ ଆପଣଙ୍କ ଇଛା..

ବନ୍ଧୁଗଣ ଆଜି ଆମେ ଏହିପରି 3 ବୃକ୍ଷ ବିଷୟରେ କହିବୁ, ଯାହାକୁ ଆପଣ 1 ଜାନୁଆରୀ 2023 ନୂଆବର୍ଷ ଦିନ ଛୁଇଁବା ଦ୍ୱାରା ତତ୍କାଳ ଗରିବୀ ଆପଣଙ୍କୁ ଛାଡି ଚାଲିଯିବ | ଆମ ହିନ୍ଦୁ ଧର୍ମ ରେ ବୃକ୍ଷ ଲତା କୁ ଦେବୀ ଦେବତା ମାନିକି ଆମେ ତାଙ୍କର ପୂଜା କରିଥାଉ | ବୈଜ୍ଞାନିକ ଙ୍କ ଅନୁଯାଇ ବୃକ୍ଷ ଆମକୁ ପ୍ରାଣ ବାୟୁ ଦେଇଥାନ୍ତି,ଆଜ୍ଞା ହଁ ଗଛ ଲତା ଆମକୁ ଅମ୍ଳଜାନ ଦେଇଥାନ୍ତି ଏବଂ ନିଜେ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି | ଗଛ ଲତା ଖରାରେ ନିଜେ ଜଳି ଆମକୁ ଶୀଳତ ଛାଇ ଦେଇଥାନ୍ତି,ଏହା ଆମକୁ ଫୁଲ, ଫଳ, ଏବଂ ଜାଳେଣି ମଧ୍ୟ ପ୍ରଦାନ କରିଥାନ୍ତି |

ଆମ ଶାସ୍ତ୍ର ରେ ଗଛ ଲତା କୁ ବହୁତ ଚମତ୍କାରୀ କୁହାଯାଇଛି ଏହା ଆମ ପାଇଁ ଔଷଧ ମଧ୍ୟ ତିଆରି କରିଥାଏ | ଯାହା ଦ୍ୱାରା ଅନେକ ରୋଗ ଠିକ ହୋଇଯାଏ | ବନ୍ଧୁଗଣ ଶ୍ରୀକୃଷ୍ଣ ମଧ୍ୟ ଗଛ ଲତା କୁ ବହୁତ ମହତ୍ୱପୂର୍ଣ ବୋଲି କହିଛନ୍ତି, ତେବେ ବନ୍ଧୁଗଣ ବରଗଛ କୁ ଗଛ ମାନଙ୍କର ରାଜା ବୋଲି କୁହାଯାଏ | କାରଣ ଏହା ଅନ୍ୟ ଗଛ ତୁଳନା ରେ ଅଧିକ ସମୟରେ ବଞ୍ଚି ରହିପାରିଥାଏ | ଭଗବାନ ଶ୍ରୀକୃଷ୍ଣ ନିଜେ ହିଁ କହିଛନ୍ତି କି ସେ ବରଗଛ ରେ ଅଛନ୍ତି, ଏବଂ ମାତା ଲକ୍ଷ୍ମୀ ମଧ୍ୟ ଏହି ବୃକ୍ଷ ରେ ଅଛନ୍ତି |

ବନ୍ଧୁଗଣ ଆମ ପୁରାଣ ଶାସ୍ତ୍ର ରେ ଏହିପରି ଅନେକ ଗଛ ବିଷୟରେ କୁହାଯାଇଛି ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ |ଆଜି ଆମେ ଏହିପରି 3 ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଦୀପାବଳୀ ସନ୍ଧ୍ୟା ରେ ଛୁଇଁକି ଆସିବାକୁ ହେବ | ଏଥିସହିତ କପୁର ଏବଂ ଲବଙ୍ଗ ଗୋଟିଏ ଦୀପରେ ରଖି ଜଳାନ୍ତୁ ଏବଂ ନିଜ ମନସ୍କାମନା ସେହି ବୃକ୍ଷ କୁ ଜଣାନ୍ତୁ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ମହାନ ବୃକ୍ଷ ଯାହାକୁ ଦୀପାବଳି ଦିନ ଛୁଇଁବା ଦ୍ୱାରା ଜୀବନ ରେ ସବୁ ଗରିବୀ ଚାହୁଁ ଚାହୁଁ ଆପଣଙ୍କ ପାଖରୁ ଚାଲିଯିବ | ତେବେ ଆସନ୍ତୁ ଜାଣିବା ସେହି ବୃକ୍ଷ ବିଷୟରେ..

1.ଗଙ୍ଗଶିଉଳି ବୃକ୍ଷ – ଏହି ବୃକ୍ଷ ସମୁଦ୍ର ମନ୍ଥନ ରୁ ଜନ୍ମ ହୋଇଥିଲା |ଏବଂ ଏହାକୁ ଦେବରାଜ ଇନ୍ଦ୍ରଙ୍କ ନନ୍ଦନ ବନ ରେ ସ୍ଥାପିତ କରାଯାଇଥିଲା | ଏହାକୁ ମନୁଷ୍ୟ ଙ୍କ କଲ୍ୟାଣ ପାଇଁ ସ୍ବର୍ଗରୁ ପୃଥିବୀ କୁ ଅଣାଯାଇଥିଲା | ତେବେ ବନ୍ଧୁଗଣ ଯେତେ ବି ଦୁଃଖ କଷ୍ଟ କିମ୍ଵା ମାନସିକ ଚିନ୍ତା ରହିଥାଉ ନା କାହିଁକି ଏହାକୁ ଛୁଇଁବା ଦ୍ୱାରା ସବୁ ଠିକ ହୋଇଯାଇଥାଏ |

ତେବେ ବନ୍ଧୁଗଣ ଦୀପାବଳୀ ସନ୍ଧ୍ୟା ରେ ଆପଣଙ୍କୁ ଏହି ବୃକ୍ଷ ତଳେ ଏକ ଘିଅ କିମ୍ଵା ସୋରିଷ ତେଲ ର ଦୀପ ଜଳେଇବ ଉଚିତ ଏହା ସହ ନିଜ ମନୋକାମନା କୁ ସେହି ବୃକ୍ଷ କୁ ଜଣେଇବା ଉଚିତ | ଏବଂ ଛେନା ଭୋଗ ଲଗେଇବା ଉଚିତ କାରଣ ଶାସ୍ତ୍ର ରେ କୁହାଯାଇଛି କି ଏହି ଗଛ ରେ ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରି ଙ୍କ ବାସ ରହିଛି | ଏହାକୁ ଛୁଇଁବା ମାତ୍ରେ ସବୁ ସମସ୍ୟା ଦୂର ହୋଇଯାଏ |

2.ଡ଼ିମିରି ବୃକ୍ଷ – ଏହି ବୃକ୍ଷକୁ ଭଗବାନ ନରସିଂହ ଆଶୀର୍ବାଦ ଦେଇଥିଳେ କି ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରି ଏହି ବୃକ୍ଷ ବାସ କରିବେ | କୁହାଯାଏ କି ଏହି ବୃକ୍ଷ ତଳେ ଯଦି କୌଣସି ମଣିଷର ମର ଶରୀର କୁ ନିଆଯାଏ ତେବେ ତାହାର ସବୁ ପାପ ଏହି ବୃକ୍ଷ ହରି ନେଇଥାଏ | ଏହି ବୃକ୍ଷ କୁ ଭାବନା ନରସିଂହ ବହୁତ ସାରା ବର ପ୍ରଦାନ କରିଛନ୍ତି

ତେବେ ଏହି ବୃକ୍ଷ କୁ ପୂଜା କରିବା ଅଧିକ ଶୁଭ ହୋଇଥାଏ |ଦୀପାବଳୀ ସନ୍ଧ୍ୟା ରେ ଏହି ବୃକ୍ଷ ମୂଳକୁ ଆପଣ ଦୀପ ନେଇକି ଯିବେ, ଦୀପ ଟି ଘିଅ କିମ୍ଵା ସୋରିଷ ତେଲ ହେବା ଉଚିତ ହୋଇଥାଏ | ତେବେ ବନ୍ଧୁଗଣ ଏହାପରେ ଆପଣ ସେହି ଠାରେ ଦୀପ ଜଳାନ୍ତୁ ଏବଂ ସେଥିରେ ଟିକିଏ କର୍ପୁର ଏବଂ ଲବଙ୍ଗ ଜଳେଇଦିଅନ୍ତୁ | ଏବଂ ହାତ ଯୋଡି ପ୍ରାଥନା କରନ୍ତୁ ନିଅ ମାନସ୍କାମନା ବୃକ୍ଷ ରାଜାଙ୍କୁ ଜାଣନ୍ତୁ |

3. ବେଲ ବୃକ୍ଷ – ବେଲ ବୃକ୍ଷ କୁ ମାତା ପାର୍ବତୀଙ୍କ ସ୍ୱରୂପ କୁହାଯାଇଛି | କାରଣ ସ୍କନ୍ଦ ପୁରାଣ କୁହାଯାଇଛି କି ମାତା ପାର୍ବତୀଙ୍କ ଝାଳ ରେ ଏହି ବୃକ୍ଷର ଉତ୍ପତ୍ତି ହୋଇଛି | ଏହାର ପତ୍ର ରେ ଶିବ, ଚେର ରେ ବ୍ରାହ୍ମ ଏବଂ ଡାଳ ରେ ମାତା ପାର୍ବତୀ ଏବଂ ତନ ରେ ବିଷ୍ଣୁ ଭଗବାନ ବାସ କରନ୍ତି | ତେବେ ଏହି ଗଛ ମୂଳ ରେ ଏମିତି ରେ ତ ପ୍ରତିଦିନ ଦୀପ ଜଳେଇବ ଶୁଭ ହୋଇଥାଏ କିନ୍ତୁ ଦୀପାବଳୀ ଦିନ ସନ୍ଧ୍ୟା ରେ ଯଦି ଆପଣ ଏହି ବୃକ୍ଷ ତଳେ ଘିଅର ଦୀପ ଜାଳାନ୍ତି | ତେବେ ଅନେକ ସୁଖ ସୁବିଧା ଏବଂ ଧନର ପ୍ରାପ୍ତ ହେବ | ସମସ୍ତ ଦୁଃଖ କଷ୍ଟ ଦୂର ହେଇଯିବ | ଏହାକୁ ଛୁଇଁବା ଦ୍ଵାରା ଆପଣଙ୍କ ପାପ ତତ୍କାଳ ଦୂର ହୋଇଯାଏ |

4.ନିମ ବୃକ୍ଷ – ନିମ ବୃକ୍ଷ ରେ ମାତା ଲକ୍ଷ୍ମୀ ବାସ କରନ୍ତି, ସମସ୍ତ ଦିବ୍ୟ ଶକ୍ତି ବାସ କରିଥାନ୍ତି | ତେବେ ଦୀପାବଳୀ ଦିନ ଏହି ବୃକ୍ଷ କୁ ଛୁଇଁବା ଦ୍ୱାରା ଜୀବନ ରେ ସମସ୍ତ ସମସ୍ୟା ଦୂର ହୋଇଥାଏ | ତେବେ ଏହି ଦିନ ସନ୍ଧ୍ୟା ରେ ଗୋଟିଏ ଦୀପ ନିମ ଗଛ ତଳେ ଜଳାନ୍ତୁ ସେଥିରେ ଟିକିଏ କର୍ପୁର ଏବଂ ଦୁଇଟି ଲବଙ୍ଗ ଜଳେଇ ଦିଅନ୍ତୁ | ଏହା ପରେ କ୍ଷୀର ରେ ସେହି ବୃକ୍ଷ କୁ ଅଭିଷେକ କରନ୍ତୁ ଏବଂ ନିଜ ମନୋସ୍କାମନା କୁହନ୍ତୁ |ଏହି ବୃକ୍ଷ ତତ୍କାଳ ଆପଣଙ୍କ ଦୁଃଖ ହରଣ କରିଦେବ |

Leave a Reply

Your email address will not be published. Required fields are marked *