ବାସ୍ତୁଶାସ୍ତ୍ର ଅନୁଯାୟୀ ତକିଆ ତଳେ ଏହି 1ଟେ ଜିନିଷ ରଖି ଶୋଇବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ |

ଆମେ ଆଜି ଆପଣଙ୍କୁ ଏପରି ଏକ ମାମୁଲି ଜିନିଷ ବିଷୟରେ କହିବ୍ୟ ଯାହା ଆପଣଙ୍କ ଘରେ ନିଶ୍ଚୟ ଥିବ କିନ୍ତୁ ଆପଣ ସେହି ଜିନିଷର ମହତ୍ୱ ଜାଣିଥିବେ | ଯାହାକୁ ଯଦି ଘରର ମହିଳାମାନେ ନିଜ ତକିଆ ତଳେ ରଖି ଶୁଅନ୍ତି ତେବେ ଆପଣଙ୍କ ଘରେ ବହୁତ ଜଲ୍ଦି ଧନର ବର୍ଷା ହେବ ସହ ଆପଣ ବହୁତ ଜଲ୍ଦି ମାଲାମାଲ ମଧ୍ୟ ହୋଇଯିବେ |

ଏହା ଆମେ ଆପଣଙ୍କୁ ଆଉ ଏକ ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କର ଅନେକ ବର୍ଷ ତଳର କରଜ ମଧ୍ୟ ସହଜରେ ସୁଜିଯିବ | ଏହା ସହ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇଯିବ | ଏବଂ ଏହା ସହ ଯେଉଁ କାର୍ଯରେ ଆପଣ ସଫଳତା ଖୋଜୁଥିବେ ତାହା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଯିବ | ଆପଣଙ୍କୁ କେବଳ ସକାଳୁ ନିଜ ପାପୁଲି ଦେଖି ଏହି କାମ କରିବାର ଅଛି |

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଆମ ଶୟନ କକ୍ଷ ଆମ ଘରର ଏକ ମହତ୍ୱ ପୂର୍ଣ୍ଣ ଅଙ୍ଗ ଅଟେ | ଆମ ଶୟନ କକ୍ଷରେ ଆମକୁ କେଉଁ ଜିନିଷ ରଖିବା ଉଚିତ ଏବଂ କେଉଁ ଜିନିଷ ରଖିବା ଉଚିତ ନୁହେଁ | ଏହା ବିଷୟରେ ଆମକୁ ବାସ୍ତୁଶାସ୍ତ୍ରରୁ ମହତ୍ୱପୂର୍ଣ୍ଣ ସୂଚନା ମିଳିଥାଏ | କେବେ କେବେ ଆମେ ଆମ ଶୋଇବା ଘରେ ବିଚିତ୍ର ଫଟ ସବୁ ଲଗେଇଦେଇଥାଉ କିମ୍ବା ଆମ ତକିଆ ତଳେ ଆମେ ଏପରି କିଛି ଜିନିଷ ରଖିଦେଇଥାଏ ଯାହା ଦ୍ୱାରା ନକାରାତ୍ମକ ଉର୍ଜାର ସଂଜାର ହେବାକୁ ଲାଗିଥାଏ | ଏବଂ ଯାହାର ପ୍ରଭାବ ଆମ ବ୍ୟକ୍ତିଗତ ଜୀବନରେ ମଧ୍ୟ ପଡିଥାଏ |

ବାସ୍ତୁଶାସ୍ତ୍ର ଅନୁଯାୟୀ ଆମକୁ ଶୋଇବା ସମୟରେ ଆମ ତକିଆ ତଳେ କିଛି ଜିନିଷ ଜାମା ବି ରଖିବା ଉଚିତ ନୁହେଁ | ଏବଂ ଏହା ସହ ଯଦି ଆପଣ ନିଜ ଜୀବନରେ ସକାରାତ୍ମକ ଉର୍ଜାର ସଞ୍ଚାର କରିବାକୁ ଚାହୁଁଛନ୍ତି ତେବେ ଶୋଇବା ବେଳେ ଆପଣ ନିଜ ତକିଆ ତଳେ ଏହି ଜିନିଷକୁ ନିଶ୍ଚିତ ରୂପରେ ରଖି ଶୋଇବା ଉଚିତ |

ଏହି ଜିନିଷ ଗୁଡ଼ିକ ମଧ୍ୟରୁ କୋୖଣସି ବି ଏକ ଜିନିଷ ରଖି ଶୋଇବା ଦ୍ୱାରା ଆପଣଙ୍କ ଜୀବନରେ ଏବଂ ଆପଣଙ୍କ ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ରହିଥାଏ | ଏବଂ ଘରେ ସୁଖ-ଶାନ୍ତିର ପରିବେଶ ରହିଥାଏ | ଖାସ କରି ଘରର ମହିଳା ମନକୁ ଶୋଇବା ବେଳେ ନିଜ ତକିଆ ତଳେ ଏହି ଜିନିଷ ଗୁଡ଼ିକ ମଧ୍ୟରୁ କୋୖଣସି ବି ଏକ ଜିନିଷ ରଖି ଶୋଇବା ଦରକାର | ଯାହା ଦ୍ୱାରା ମାତା ଲଷ୍ମୀଙ୍କର କୃପା ସବୁବେଳେ ଆପଣଙ୍କ ସହ ରହିବ |

ଆସନ୍ତୁ ଜାଣିବା ତକିଆ ତଳେ କେଉଁ ଜିନିଷ ରଖି ଶୋଇବା ଉଚିତ ହୋଇଥାଏ |

1- ତୁଳସୀ ପତ୍ର :- ତୁଳସୀ ପତ୍ରକୁ ଆମ ଧର୍ମରେ ସବୁଠାରୁ ବେଶି ପବିତ୍ର ବୋଲି ବିବେଚନା କରାଯାଇଛି | କୁହାଯାଏ ଯେ ତୁଳସୀର ପୂଜା କରିବା ଦ୍ୱରା ହି ଆମର ସବୁ ଦୁଃଖ ଏବଂ କଷ୍ଟର ନିବାରଣ ହୋଇଥାଏ | ଏବଂ ଏହା ସହ ରାତିରେ ଶୋଇବାବେଳେ ଆପଣ ଯାଦୁ ତୁଳସୀ ପତ୍ରକୁ ନିଜେ ତକିଆ ତଳେ ରଖି ଶୁଅନ୍ତି ତେବେ ଆପଣଙ୍କୁ ଅନେକ ସୁବିଧା ମିଳିଥାଏ |

ପ୍ରକୃତରେ ଶୋଇବା ବେଳେ ଯଦି ତକିଆ ତଳେ ଆମେ 3-4 ଟି ତୁଳସୀ ପତ୍ର ରଖି ଶୋଇଥାଏ | ତେବେ ଅନେକ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ | ଏବଂ ଯଦି ଆପଣ ସକାଳୁ ଉଠି ତୁଳସୀ ପତ୍ର ଖାଉଛନ୍ତି ତେବେ ନକାରାତ୍ମକ ଶକ୍ତି ଆପେ ଆପେ ହି ଆପଣଙ୍କ ଠାରୁ ଦୂରେଇ ଯାଇଥାଏ | କିନ୍ତୁ ଆପଣ ଏହା ମନେ ରଖିବେ ଯେ ଏହି ପତ୍ରକୁ ଆପଣଙ୍କୁ ଗିଳିବାର ଅଛି ଏହି ପତ୍ରକୁ ଭୁଲରେ ବି ଚୋବାନ୍ତୁ ନାହିଁ |

2-ମୟୁର ଚୂଳ:- ସକାରାତ୍ମକ ଉର୍ଜାର ସଞ୍ଚାର ପାଇଁ ଏବଂ ବ୍ୟବସାୟର ଉନ୍ନତି ପାଇଁ ଯଦି ଚାହୁଁଛନ୍ତି ତେବେ ଆପଣ ଶୋଇବାବେଳେ ନିଜ ତକିଆ ତଳେ ଏକ ମୟୁରଚୂଳ ରଖି ଶୁଅନ୍ତୁ | ଏହାର ପ୍ରଭାବ ବହୁତ ଲାଭ ଦାୟକ ହୋଇଥାଏ | ଅନେକ ଏହି ମୟୁର ଚୂଳକୁ ନିଜ ବହିରେ ମଧ୍ୟ ରଖିଥାନ୍ତି | ମୟୁର ଚୂଳ ରଖି ଶୋଇବା ଦ୍ୱରା ବ୍ୟକ୍ତିର ସମସ୍ତ ପ୍ରକାରର କୁଣ୍ଡଳୀ ଦୋଷ ଦୂର ହୋଇଯାଇଥାଏ | ଏବଂ ଏହି ଦୋଷ ଦୂର ହେବା ପରେ ବ୍ୟକ୍ତିର ଜୀବନ ବହୁତ ସୁଖପୂର୍ଣ୍ଣ ହୋଇଥାଏ |

3- ଏକ ଟଙ୍କାର ମୁଦ୍ରା :- ରାତିରେ ଶୋଇଲା ବେଳେ ଏକ ଟଙ୍କିଆ ମୁଦ୍ରାକୁ ତକିଆ ତଳେ ରଖି ଶୁଆନ୍ତୁ ଏବଂ ସକାଳୁ ସେହି ମୁଦ୍ରାକୁ କୋୖଣସି ଗରିବ ବ୍ୟକ୍ତିଙ୍କୁ ଦାନ କରିଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟାର ସମଧାନ ହୋଇଯିବ | ଏମିତି ପ୍ରାୟ ଆପଣଙ୍କୁ 30 ଦିନ ପର୍ଯ୍ୟନ୍ତ କରିବାକୁ ହେବ |

4- ଲୁହାର ଚାବି :- ହଁ ଆଜ୍ଞା ବନ୍ଧୁଗଣ ! ଲୁହାର ଚାବି ଶୋଇଲାବେଳେ ତକିଆ ତଳେ ରଖି ଶୋଇବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମାସ୍ୟାର ସମାଧାନ ହୋଇପାରିବ | ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ଥାଏ | ଏବଂ ଯଦି ଆପଣଙ୍କୁ ରାତିରେ ନିଦ ଆଶୁଥାଏ ତେବେ ଶୋଇଲା ବେଳେ ଏକ ଲୁହାର ଚାବି ନିଜ ତକିଆ ତଳେ ରଖିଦିଅନ୍ତୁ |

Leave a Reply

Your email address will not be published. Required fields are marked *