23 ଡିସେମ୍ବର ପୌଷ ଅମାବାସ୍ୟା ଏହି 3 ଜିନିଷ କେବେ ବି କାହାକୁ ଦାନ ରେ ଦିଅନ୍ତୁ ନାହିଁ ନହେଲେ ଜୀବନ ସାରା ପାଇଁ ବର୍ବାଦ ହୋଇ ରହିବେ |

ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ରେ ଅମାବାସ୍ୟା ଏବଂ ପୁର୍ଣିମା ଏହି ଦୁଇ ତିଥିର ବିଶେଷ ମହତ୍ୱ ରହିଛି | ଏହି ଦିନ ସ୍ନାନ ଦାନ ତର୍ପଣ ଏବଂ ଗାଈ କୁ ଏହି 1 ଜିନିଷ ଖାଇବାକୁ ଦେବା ଦ୍ୱାରା ପୁର୍ଣ୍ୟ ମିଳିଥାଏ | ଅମାବାସ୍ୟା ତିଥି ପିତୃ ଙ୍କ ସଦଗତି ପାଇଁ ଏବଂ ତାଙ୍କ ଆଶୀର୍ବାଦ ପାଇବା ପାଇଁ ବହୁତ ମହତ୍ୱପୂର୍ଣ ହୋଇଥାଏ | ବନ୍ଧୁଗଣ ଦାନ କରିବା ଅତ୍ୟନ୍ତ ମହତ୍ୱପୂର୍ଣ ହୋଇଥାଏ, ଦାନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ |

ଶାସ୍ତ୍ର ରେ କୁହାଯାଇଛି କି ମନୁଷ୍ୟ କୁ ତାଙ୍କ ଜୀବନ ରେ 2 ଥର ଗୁପ୍ତ ଦାନ ଅବଶ୍ୟ କରିବା ଉଚିତ | ଏହା ଦ୍ୱାରା ସ୍ୱର୍ଗ ପ୍ରାପ୍ତ ହୋଇଥାଏ, ଦାନ ଶୁଭ, ମଙ୍ଗଳକାରୀ ହୋଇଥାଏ | କିନ୍ତୁ କଣ ଆପଣ ଜାଣିଛନ୍ତି ଏହିପରି କିଛି ଜିନିଷ ଅଛି ଯାହାର ଦାନ କରିବା ଉଚିତ ନୁହେଁ | ତେବେ ଆସନ୍ତୁ ଜାଣିବା ଶିବ ମହା ପୁରାଣ ଅନୁଯାଇ କେଉଁ 6 ଜିନିଷ ଦାନ କରିବା ଶୁଭ ହୋଇଥାଏ –

1. ଲୁଣ – ସୋମବାର ଦିନ ଲୁଣ ଦାନ କରିବା ଦ୍ୱାରା ଦୁର୍ଭାଗ୍ୟ ଏବଂ ଗରିବୀ ଦୂର ହୋଇଯାଏ | କିନ୍ତୁ ଧ୍ୟାନ ରଖନ୍ତୁ ବଜାର ରେ ମିଳୁଥିବା ଲୁଣ ନୁହେଁ ଗୋଡ଼ା ଲୁଣା ଆର୍ତଗତ ସାମୁଦ୍ରିକ ଲୁଣ ଦାନ କରିବା ଉଚିତ | ଲୁଣ ଦାନ କରିବା ସର୍ବଶ୍ରେଷ୍ଠ ହୋଇଥାଏ | ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ | ତେବେ ବନ୍ଧୁଗଣ ଲୁଣ ଦାନ କରିବା ସମୟ ରେ ଗୋଟିଏ କଥା ଅବଶ୍ୟ ଧ୍ୟାନ ରଖନ୍ତୁ କେବେ ବି କାହାକୁ ହାତ କୁ ହାତ ଲୁଣ ଦିଅନ୍ତୁ ନାହିଁ | ଏହା ଦ୍ଵାରା ଆପଣଙ୍କ ଦୁର୍ଭାଗ୍ୟ ଦୂର ହୋଇଥାଏ |

2. ଗୁଡ – ଗୁଡ ଦାନ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ | ତାହା ଯେକୌଣସି ସମ୍ପର୍କ ହେଉ ନା କାହଁକି, ତେବେ ଯଦି ଆପଣଙ୍କର ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଅଟେ | ଏବଂ ସେଥିରେ ଝଗଡା ଯୋଗୁ ସମ୍ପର୍କ ଭାଙ୍ଗିବା ପରିସ୍ଥିତି ରେ ଅଛି ତେବେ ମଧ୍ୟ ଆପଣଙ୍କ ସମ୍ପର୍କ ଦୃଢ ହୋଇଯିବ | ସୋମବାର ଦିନ ମହାଦେବ ଙ୍କୁ ଗୁଡ଼ ଭୋଗ ଲଗେଇବା ଦ୍ୱାରା ସମ୍ପର୍କ ରେ ମଧୁରତା ଆସିଥାଏ | ତେବେ ବନ୍ଧୁଗଣ ଗୁଡ଼ ଏବଂ ରୁଟି ଗାଈ କୁ ଖାଇବାକୁ ଦେବା ଦ୍ୱାରା ମଧ୍ୟ ଦୁର୍ଭାଗ୍ୟ ଦୂର ହୁଏ ଏବଂ ଧନ ବୃଦ୍ଧି ହୁଏ ସମ୍ପର୍କ ମଧୁର ହୁଏ |

3. ତିଲ – କେବେ କେବେ କିଛି ବହୁତ ବୁଦ୍ଧିମାନ ହେବା ପରେ ମଧ୍ୟ ତାଙ୍କ ଆତ୍ମବିଶ୍ୱାସ ସାଥ ଦେଇନଥାଏ | ଏମିତି ରେ ଅନେକ ପିଲା ଅଛନ୍ତି ଯିଏ ବହୁତ ଭଲ ପାଠ ପଢ଼ନ୍ତି କିନ୍ତୁ ଇଣ୍ଟରଭ୍ୟୁ ରେ ନିଜ ଆତ୍ମବିଶ୍ୱାସ ତାଙ୍କ ସାଥ ଦେଇନଥାଏ | ତେବେ ଏମିତି ସ୍ଥିତି ରେ ଆପଣ ସୋମବାର ଦିନ ତିଲ ଦାନ କରନ୍ତୁ, ଆପଣ କଳା କିମ୍ବା ଧଳା ତିଲ ମଧ୍ୟ ଦାନ କରିପାରିବେ କିନ୍ତୁ କଳା ତିଳ ଶନିବାର ଦିନ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହାର ଦାନ କରିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ଆପଣଙ୍କ ସାଥ ଦେବ ଏବଂ ଦୁର୍ଭାଗ୍ୟ ଦୂର ହେବ |

4. ଘିଅ – ଘିଅ ଦାନ କରିବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ, ଯଦି କୌଣସି ପିଲା କୁ ଥଣ୍ଡା, ଜର କିମ୍ବା ବହୁତ ସମସ୍ୟା ରେ ସମ୍ମୁଖୀନ ହେଉଛି | ତେବେ ସେହି ପିଲାର ହାତ ରେ ଘିଅ ଛୁଆଇଁ ଦେଇ ଦାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ହୋଇଯାଇଥାଏ | ଗାଈ ଘିଅ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ମହାଦେବ ଙ୍କୁ ଘିଅ ଚଢାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ତେଣୁ ସୋମବାର ଦିନ ମହାଦେବ ଙ୍କୁ ପଞ୍ଚାମୃତ ରେ ଘିଅ ଅବଶ୍ୟ ଅର୍ପଣ କରନ୍ତୁ |

5. ଅନ୍ନ – ଅନେକ ସମୟ ରେ ବ୍ରାହ୍ମଣ ଙ୍କୁ ଭୋଜନ କରିବାକୁ ଗୁଣି ଜ୍ଞାନୀ ମାନେ ପରାମର୍ଶ ଦେଇଥାନ୍ତି | ତେବେ ସୋମବାର ଦିନ ଅନ୍ନ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ | ଏହା ଦ୍ୱାରା ମା ଅର୍ଣ୍ଣପୂର୍ଣ୍ଣା ପ୍ରସନ୍ନ ହୋଇଥାନ୍ତି, ମା ଅର୍ଣ୍ଣପୂର୍ଣ ମହାଦେବ ଙ୍କ ପ୍ରିୟ ହୋଇଥାନ୍ତି ତେଣୁ ମା ପ୍ରସନ୍ନ ହେଲେ ମହାଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଦୁର୍ଭାଗ୍ୟ ଦୂର କରିଥାନ୍ତି | ଏହିପରି କରିବା ଦ୍ୱାରା ଆପଣଙ୍କ ଭଣ୍ଡାର ରେ କେବେ ବି ଅନ୍ନ ଏବଂ ଧନ ର ଅଭାବ ହେବ ନାହିଁ | ଏହି ଉପାୟ ସୋମବାର କରିବା ଅତ୍ୟନ୍ତ ଶୁଭ |

6.ବସ୍ତ୍ର – ବସ୍ତ୍ର ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ଯେମିତିକି ବର୍ତ୍ତମାନ ଶୀତ ଦିନ ଚାଲିଛି ତେବେ ଏହି ସମୟ ରେ କମ୍ବଳ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ବସ୍ତ୍ର ଦାନ କରିବା ଦ୍ୱାରା ବ୍ୟକ୍ତି ର ବୟସ ବଢିଥାଏ, ଯଦି କୌଣସି ବ୍ୟକ୍ତି ରୋଗଗ୍ରସ୍ତ ଅଛି କିମ୍ବା ଶରୀର ଅସୁସ୍ଥ ରହିଛି ତେବେ ସୋମବାର ଦିନ ବସ୍ତ୍ର ଦାନ କରନ୍ତୁ | ସେହି ବ୍ୟକ୍ତିର ହାତ ସ୍ପର୍ଶ କରି ବସ୍ତ୍ର ଦାନ କରନ୍ତୁ ଯଦି ସେ ଯାଇକି ଦାନ କରିବା ସ୍ଥିତି ରେ ଅଛନ୍ତି ତେବେ ନିଯେ ହିଁ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *