17 ଡିସେମ୍ବର ବଡ ଶନିବାର ଶରୀରର ଏହି ଅଙ୍ଗରେ ଆଜି ହିଁ ବାନ୍ଧି ଦିଅନ୍ତୁ କଳା ଫିତା ସବୁ ଜିନିଷ ଆପଣଙ୍କ ଚରଣକୁ ଆସିଯିବ

ବନ୍ଧୁଗଣ ଆଜି ଆମେ ଏହି ଆର୍ଟିକିଲ ରେ ଏମିତି ଏକ ଫଳପ୍ରଦ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ଜୀବନ ସକାରାତ୍ମକ ଭାବରେ ସମ୍ପୂର୍ଣ୍ଣ ବଦଳିଯିବ । ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବାକୁ ଲାଗିବ । ଏତେ ଖୁସି ମିଳିବ ଯାହାକୁ ଆପଣ କେବେ କଳ୍ପନା ବି କରିପାରିବେ ନାହିଁ ।ମୁଖ୍ୟତଃ ନକାରାତ୍ମକତା ଯାହା ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ରେ ବାଧା ଆଣିଥାଏ । ଘରକୁ ଅଶୁଭ ଆଣିଥାଏ ତାହା ଏଥିରେ ଶେଷ ହୋଇଯିବ ।

ଏହି ନକାରାତ୍ମକତା ଆପଣଙ୍କ ଜୀବନରେ ବନ୍ଧ ସାଜି ଛିଡ଼ା ହୋଇଥାଏ । ଆପଣ ଯେତେ ବି ପରିଶ୍ରମ ଅବା କଷ୍ଟ କରିଦିଅନ୍ତୁ ନା କାହିଁକି ଆପଣଙ୍କୁ ଅପେକ୍ଷା ଅନୁସାରେ ଫଳ ମିଳିନଥାଏ । ପରିଣାମ ଧନର ଅଭାବ ହୋଇଥାଏ,ଆର୍ଥିକ ଅବସ୍ଥା ଖରାପ ହୋଇଥାଏ,ଚିନ୍ତା ବି ବଢ଼ିଥାଏ ଏବଂ ଚିନ୍ତା କ୍ଳେଶ ନେଇକି ଆସିଥାଏ ଆଉ ତାପରେ ପରିବାରରେ ଅଶାନ୍ତି ଖେଳିଯାଏ । ପତି ପତ୍ନୀଙ୍କ ମଧ୍ୟ ରେ ସୁସମ୍ବାଦ ଗାଏବ୍ ହୋଇଯାଏ,ଲଢେଇ ଝଗଡ଼ା ତାର ଜାଗା ନେଇଯାଏ ।

ଏହି ନକାରାତ୍ମକତା ଆସିବାର ଅନେକ କାରଣ ହୋଇପାରେ ଗ୍ରହ ଜନିତ ଦୋଷ ଠାରୁ ନେଇକି ଘରେ ରଖିଥିବା ଗୃହ ଜିନିଷକୁ ପର୍ଯ୍ୟନ୍ତ ଏବଂ ବାସ୍ତୁ ଦୋଷ ମଧ୍ୟ ଏହାର କାରଣ ହୋଇପାରେ । କିନ୍ତୁ ସବୁଠୁ ବଡ଼ କାରଣ ହୋଇଥାଏ କୌଣସି ଅନ୍ୟଲୋକର ନଜର ଲାଗିଯିବା,ଇର୍ଷା ଏବଂ ଜଳିବା କାରଣରୁ ଏହିପରି ହୋଇଥାଏ । ଆମ ଉପରେ ନଜର ସବୁବେଳେ ରହିଥାଏ ଏହିପରି ନକାରାତ୍ମକତା ଆମକୁ କେବେ ବି ଆମ ଜୀବନରେ ଆଗକୁ ବଢିବାକୁ ଦିଏନାହିଁ ।

ସବୁବେଳେ ଦୁଃଖ ଆଉ କଷ୍ଟ ଦେଇଥାଏ । ବହୁତ ପରିଶ୍ରମ ଏବଂ ଧ୍ୟାନର ସହ କାମ କରନ୍ତି ତଥାପି କାମ ଅନୁଯାୟୀ ଯଥେଷ୍ଟ ଫଳ ମିଳିନଥାଏ । କିନ୍ତୁ ଆଜିର ଏହି ଉପାୟ ଆପଣଙ୍କ ଜୀବନରୁ ସମସ୍ତ ନକାରାତ୍ମକତା କୁ ଦୁରେଇ ଦେବ । ଗ୍ରହ ଜନିତ ଦୋଷ କୁ ଦୁର କରିବ ଯାହା ଦ୍ୱାରା ଆପଣ ଆପଣଙ୍କ ଲକ୍ଷ କୁ ପାଇପାରିବେ

ଏହି ଉପାୟକୁ କରିବାକୁ ହେଲେ ଆପଣଙ୍କୁ ଦରକାର ହେବ ରେଶମୀ ଅବା କଳା ଫିତା :-

ତେବେ ବନ୍ଧୁଗଣ କଲା ଫିତା ବାନ୍ଧିବାର ପ୍ରଥା ଆଜିର ନୁହେଁ ଏହା ଅନେକ ପୁରୁଣା ପ୍ରଥା ଯାହାକୁ ହାତ,ଗୋଡ଼,ବେକ ଆଦିରେ ବନ୍ଧା ଯାଇଥାଏ । ମୂଳ ରୂପରେ ଏହାକୁ ନଜର ରୁ ବଂଚିବା ପାଇଁ ବନ୍ଧାଯାଏ । ବାସ୍ତବରେ କଳା ଫିତା ଆଉ ମଧ୍ୟ ବାଧା ବିଘ୍ନ,ଧନୀ ହେବା ପାଇଁ ମଧ୍ୟ ବନ୍ଧା ଯାଇଥାଏ । ବନ୍ଧୁଗଣ ବାସ୍ତବରେ ଆମ ଶରୀର ପାଞ୍ଚ ତତ୍ତ୍ୱ ମିଶିକି ତିଆରି ହୋଇଛି,ଏହି ପାଞ୍ଚ ତତ୍ତ୍ୱ ହେଉଛନ୍ତି ଜଳ,ଅଗ୍ନି,ଆକାଶ,ପୃଥିବୀ,ବାୟୁ ,ଏହା ଠାରୁ ମିଳିଥିବା ଉର୍ଜା ଆମ ଶରୀରର ସଞ୍ଚାଳନ କରିଥାଏ । ଏହା ଠାରୁ ମିଳୁଥିବା ଉର୍ଜାରୁ ହିଁ ଆମେ ସବୁ ସୁବିଧାକୁ ପ୍ରାପ୍ତ କରିଥାଉ । ଯେତେବେଳେ କୌଣସି ଲୋକ ନଜର ଲାଗିଯାଏ ସେତେବେଳେ ଏହି ପାଞ୍ଚ ତତ୍ତ୍ୱ ଆସି ପାଖରେ ପହଂଚି ପାରେ ନାହିଁ ତେଣୁ ଏଥିପାଇଁ କଲା ଫିତା ବନ୍ଧା ଯାଇଥାଏ ।

କଳା ରଙ୍ଗ ନଜର ଲଗାଉଥିବା ଲୋକର ନକରାତ୍ମକ ଉର୍ଯାକୁ ଭଙ୍ଗ କରିଦିଏ । ଏହି କାରଣରୁ ନକାରାତ୍ମକ ଉର୍ଜା ଆପଣଙ୍କର କିଛି କରିପାରେ ନାହିଁ । ଏହାକୁ ଅନେକ ପ୍ରକାରର କରାଯାଇ ପାରେ ଏବଂ ଏହା ହିସାବରେ ଆପଣଙ୍କୁ ସେତିକି ଲମ୍ବାର ଫିତା ନେବାକୁ ହୋଇଥାଏ । ଏହି କଲା ଫିତା କୁନଜରକୁ ଶେଷ କରିଦିଏ ଏବଂ କଲା ରଙ୍ଗ ଖରାପ ଉର୍ଯାକୁ ଆପଣଙ୍କ ପାଖରୁ ଦୁରେଇ ରଖେ । ତେବେ ଏଥିପାଇଁ ଆପଣ ଦେଖିଥିବେ ଯେ ଘରେ ଥିବା ବୟସ୍କ ଲୋକ ଛୋଟ ପିଲାଙ୍କୁ କଳା ଟୀକା ଲାଗେଇଥାନ୍ତି ଯାହା ଫଳରେ କାହାର ନଜର ନଲାଗିବ ।

ବିବାହ ସମୟରେ ମଧ୍ୟ ବର ବଧୂ କୁ କଳା ଟୀକା ଲାଗେଇଥାଏ,ଏହି କଳା ରଙ୍ଗ ସର୍ବଦା ଖରାପ ଉର୍ଜା ଠାରୁ ଆପଣଙ୍କୁ ବଞ୍ଚେଇଥାଏ । ତେବେ ଆପଣଙ୍କୁ କଳା ଫିତା ନେଇକି ପାଖରେ ଥିବା ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଚାଲିଯିବେ ତେବେ ଯଦି ଆପଣ ଶନି ମନ୍ଦିର ଯାନ୍ତି ଶନିଦେବଙ୍କୁ ଦିଆଯାଉଥିବା ସୋରିଷ ତେଲ ରେ ଏହି କଲା ଫିତା ବୁଡାଇ ଦେବେ ନଚେତ ସେହି ତେଲକୁ କଳା ଫିତାରେ ଲଗାଇ ଦେବେ । ଏବଂ ଯଦି ଆପଣ ହନୁମାନ ମନ୍ଦିର ଯାଉଛନ୍ତି ତେବେ ହନୁମାନ ଜୀଙ୍କ ସିନ୍ଦୁର ସେଇଥିରେ ଲଗାଇ ଦିଅନ୍ତୁ

ତେବେ ଏହି ଫିତାକୁ ଆପଣ ସାତ ଗଣ୍ଠି ପକେଇକି ଲଗେଇ ପାରିବେ ଏବଂ ପ୍ରତ୍ୟେକ ଗଣ୍ଠି ପକେଇଲା ବେଳେ ଆପଣ ଆପଣଙ୍କ ଜୀବନର ସାତ ଟି କଥା ଭଗବାନ ଙ୍କୁ ମାଗିପାରିବେ । ଆପଣ ଆପଣଙ୍କର କୌଣସି ବି ସମସ୍ୟାକୁ ଭଗବାନଙ୍କୁ ଜଣେଇ ପାରିବେ ଯେମିତି କି ଧନ ଜନିତ ସମସ୍ୟା,କିମ୍ବା ପାରିବାରିକ ହେଉ ଯେକୌଣସି ସମସ୍ୟା ଆପଣ ଗଣ୍ଠି ପକେଇଲା ବେଳେ ଭଗବାନ ଙ୍କୁ ମାଗିପାରିବେ । ଏହା ପରେ ଏହାକୁ ଭଗବାନଙ୍କ ଚରଣ ରେ ରଖି 21 ଥର ମନ୍ତ୍ର ଜପ କରିବେ । ଏବଂ ଯଦି ଆପଣ ହନୁମାନ ଜୀଙ୍କ ମନ୍ଦିରକୁ ଯାଉଛନ୍ତି ତେବେ ଥରେ ହନୁମାନ ଚାଲିସା ଜପ କରିପାରିବେ ।

ତେବେ ଆପଣ ଏହାକୁ ଏକ ଦୀପ ଲଗାଇ ସେଇଠି 7ଥର ଏହି କଳା ଫିତା କୁ ଦୀପ ଉପରେ ବୁଲାଇବେ ଏବଂ ସାତ୍ ଥର ମନ୍ତ୍ର ଜପ କରିବେ ।କିନ୍ତୁ ମନେ ରଖନ୍ତୁ ଏହି କ୍ରିୟା କରିବା ପୂର୍ବରୁ କିମ୍ବା ପରେ କାହା ସହ ନକଥା ହୋଇ ଚୁପଚାପ ଆପଣଙ୍କ ଘରକୁ ଚାଲିଯିବେ ଏବଂ ଏହାକୁ ଠାକୁରଙ୍କ ପାଖରେ ଗୋଟିଏ ରାତି ରଖିଦେବେ । ଏହା ପରେ ଏହି ଫିତାକୁ ଆପଣ ପ୍ରତ୍ୟେକ ପରିବାର ସଦସ୍ୟ ଅବା ଯାହାଙ୍କ ପାଇଁ ଆଣିଛନ୍ତି ତାଙ୍କ ହାତରେ ବାନ୍ଧି ଦେବେ ।କିନ୍ତୁ ଧ୍ୟାନ ରଖିବେ ଏହାକୁ ବାନ୍ଧିବା ପରେ କିମ୍ବା ବାନ୍ଧିବା ସମୟରେ କୌଣସି କଇଛି କିମ୍ବା ବ୍ଲେଡ଼ ର ବ୍ୟବହାର କରିବେ ନାହିଁ । ଏବଂ ଏହି ଫିତା ସହ ଆପଣଙ୍କ ଶରୀରରେ କୌଣସି ଅନ୍ୟ ରଙ୍ଗର ସୂତା ଯେମିତି ନରୁହେ ।

ବନ୍ଧୁଗଣ କଳା ଫିତା ଖରାପ ନଜର,ଖରାପ ଉର୍ଜା ଏବଂ ନକାରାତ୍ମକ ଉର୍ଜାକୁ ଆପଣଙ୍କ ପାଖରେ ପ୍ରବେଶ କରିବାକୁ ଦିଏନାହିଁ । ଏବଂ ଶନିଦୋଷରୁ ବଞ୍ଚିବାକୁ ହେଲେ ଆପଣଙ୍କୁ କଲା ଫିତା ବାନ୍ଧିବାକୁ ହେବ । ଯଦି ଆପଣ ଚାହୁଁନାହାଁନ୍ତି ଏହି କଳା ଫିତା କୁ ଶରୀରର କେଉଁ ଅଙ୍ଗରେ ନବନ୍ଧିବାକୁ ତେବେ ଏହାକୁ ଆପଣ ଆପଣଙ୍କ ପରିବାର ମଙ୍ଗଳ ପାଇଁ ଘରର ମୁଖ୍ୟ ଦ୍ୱାରା ରେ ବାନ୍ଧିପାରିବେ । ଏହା ଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ ଆଖ ପାଖର କୁନଜର ଆପନଙ୍କ ପରିବାର ଉପରେ ପଡିବ ନାହିଁ ଏବଂ ସକାରାତ୍ମକ ଉର୍ଜା ହେତୁ ଆପଣଙ୍କ ପରିବାରରେ ଖୁସି ରହିବ ।

ତେବେ ବନ୍ଧୁଗଣ ଯଦି ଆପଣଙ୍କ ବୈବାହିକ ଜୀବନରେ କଳହ ସୃଷ୍ଟି ହେଉଛି ,କଳି ଝଗଡ଼ା ହେଉଛି । ବୁଝାମଣା ପରସ୍ପର ମଧ୍ୟରେ ଲଢେ଼ଇ ଘରକୁ ନେଇ ସମସ୍ୟା ତେବେ ଆପଣ ଏହି କଳା ଫିତାକୁ ସେହି ସମାନ ବିଧି କରି ରଖିପାରିବେ । ତେବେ ଏହାକୁ ଆପଣ ଆପଣଙ୍କ ଶୋଇବା ଖଟରେ ତକିଆ ତଳେ 100 ମିଟିର ଗୋଟିଏ କଳା ଫିତା ରଖିପାରିବେ ତେବେ ଏହାକୁ ଏହିଅପରି ରଖିବେ ଯେପରି ଆପଣ ଶୋଇଲା ବେଳେ ପରସ୍ପର ପତି ପତ୍ନୀଙ୍କ ପିଠି ତଳେ ଏହା କଳା ଫିତା ରହିବା ଦରକାର ।

ତେବେ ବନ୍ଧୁଗଣ ଏହା କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ଝଗଡ଼ା ବୁଝାମଣା ସବୁ ଆପେ ଆପେ ଠିକ ହେବାକୁ ଲାଗିବ । ତେବେ ମନେ ରଖନ୍ତୁ ମନ୍ଦିରରେ ବିଧି କରିବା ପରେ ସାତଟି ଗଣ୍ଠି ପକେଇ ଯେମିତି ଏହି ସମସ୍ୟାକୁ କହିବାକୁ ଭୁଲିବେ ନାହିଁ । ଏହି ଫିତା ଆପଣଙ୍କ ଦାମ୍ପତ୍ୟ ଜୀବନ ରେ ଖୁସି ନିଶ୍ଚିନ୍ତ ଆଣିବ ।

Leave a Reply

Your email address will not be published. Required fields are marked *