ଯଦି ଆପଣ ଭୋର୍ ୩ ଘଟିକାରୁ ଉଠି ପଡ଼ୁଛନ୍ତି, ତାହେଲେ ହୋଇ ଯାଆନ୍ତୁ ସତର୍କ। ଏହି ସମୟରେ ହୁଏତ ଆପଣଙ୍କ ପାଇଁ ଅଶୁଭ ହୋଇପାରେ!

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ରାତି ୧ ଘଟିକାରୁ ୩ ଘଟିକା ମଧ୍ୟରେ ଯଦି ଆପଣଙ୍କ ନିଦ ଭାଙ୍ଗି ଯାଉଛି ତାହେଲେ କଣ କରିବେ। ଯଦି ଆପଣ ରାତିରେ ଅଚାନକ ଉଠି ଯାଉଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣ ଭବନାତ୍ମକ ରୂପରେ ଚିନ୍ତିତ ରହିଛନ୍ତି।

ଆପଣଙ୍କ ମଧ୍ୟରେ ରହିଥିବା ସକାରାତ୍ମକ ଉର୍ଜା ମଧ୍ୟରେ ଏଥିରେ ପ୍ରଭାବିତ ହୋଇପାରେ। ତେବେ ଆସନ୍ତୁ ଜାଣିବା ରାତିରେ ରାତିରେ ୧ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଅଶୁଭ କାହିଁକି ମାନା ଯାଇଥାଏ।

ରାତିଅଧରେ କୌଣସି ଦେବୀ ଓ ଦେବତାଙ୍କ ପୂଜାର୍ଚ୍ଚନା ହୋଇ ନଥାଏ। କୌଣସି ମନ୍ଦିର ମଧ୍ୟ ଖୋଲା ଯାଇ ନଥାଏ। ଏଥିପାଇଁ ଏହି ସମୟରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହି ସମୟରେ ନକାରାତ୍ମକ ଉର୍ଜା ଶହେ ଗୁଣ ଶକ୍ତିଶାଳୀ ହୋଇ ଯାଇଥାଏ, ଯାହାଫଳରେ ତନ୍ତ୍ର ସାଧକ ମାନେ ଏହି ସମୟରେ ସିଦ୍ଧି ପ୍ରାପ୍ତ କରିବା ପାଇଁ ଅନେକ ଖରାପ ଶକ୍ତିର ସାଧନା କରି ଥାଆନ୍ତି। ଯେପରି ବଳି ଦେବା ଓ ଗୁପ୍ତ ସାଧନା ଇତ୍ୟାଦି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାତି ୧ ଘଟିକା ଠାରୁ ୩ ଘଟିକା ମଧ୍ୟ ଅଶୁଭ ଓ ନକାରାତ୍ମକ ଶକ୍ତି ବ୍ରହ୍ମାଣ୍ଡରେ ଘୂରି ବୁଲି ଥାଆନ୍ତି। ସେଥିପାଇଁ ତନ୍ତ୍ର ସାଧକ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଏହି ସମୟ ସାଧାରଣ ଲୋକଙ୍କ ପାଇଁ କ୍ଷତିକାରକ ଅଟେ। ବନ୍ଧୁଗଣ ଯଦି ରାତି ଅଧରେ ଆପଣଙ୍କର ନିଦ ଭାଙ୍ଗି ଯାଉଛି, ତାହେଲେ ଭୂତପ୍ରେତ ମାନଙ୍କ ବିଷୟରେ ଚିନ୍ତା ଭାବନା କରନ୍ତୁ ନାହିଁ ଏବଂ କୌଣସି ପୋଖରୀ, ନଦୀ, ବାଉଁଶ ବୁଦା, ଗଛ ପାଖକୁ ଯାଆନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *