ରାବଣ ମହିଳାମାନଙ୍କ ବିଷୟରେ 3 କଥା କହିଛନ୍ତି ଖରାପ ଅଟେ କିନ୍ତୁ ସତ୍ୟ ଅଟେ ଯାହା ଆଜି ସତ ଲାଗୁଛି |

ବନ୍ଧୁଗଣ ରାମାୟଣ ଯାହା ଶୁଣିବା ମାତ୍ରେ ଆମକୁ ପ୍ରଭୁ ଶ୍ରୀରାମ, ମାତା ସୀତା, ପବନ ପୁତ୍ର ହନୁମାନ ଏବଂ ଲଙ୍କାପତି ରାବଣ ଙ୍କ କଥା ମନେ ପଡିଥାଏ | ତେବେ ବନ୍ଧୁଗଣ ଆଜି ଆମେ ଲଙ୍କାପତି ରାବଣ ଙ୍କ ବିଷୟରେ କହିବାକୁ ଯାଉଛୁ | ରାବଣ ବିନା ରାମାୟଣ ଅଧୁରା ଅଟେ, ରାବଣ ରାମାୟଣର ଏକ ବିଶେଷ ପାତ୍ର ଅଟନ୍ତି ଏବଂ ସେ ମହାଦେବ ଙ୍କ ବହୁତ ବଡ ଭକ୍ତ ବୋଲି କୁହାଯାଏ | ଆମ ହିନ୍ଦୁ ଶାସ୍ତ୍ର ରେ କୁହାଯାଏ କି ରାବଣ ର ବହୁତ ଖରାପ ଗୁଣ ଥିବା ବେଳେ କିଛି ଭଲ ଗୁଣ ବି ଥିଲା | ରାବଣ ଜଣେ ମହାଜ୍ଞାନୀ ଏବଂ ବିଦ୍ୱାନ ଥିଲେ, ରାବଣ ଅନେକ ଧର୍ମ ଶାସ୍ତ୍ର ର ମଧ୍ୟ ଜ୍ଞାନୀ ଥିଲେ | କିନ୍ତୁ ଖରାପ ଗୁଣ ବିଷୟ ରେ କହିବାକୁ ଗଲେ ସେ ସ୍ତ୍ରୀ ଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଯାଉଥିଲେ | ସେ ସ୍ତ୍ରୀ ମାନଙ୍କ ସୁନ୍ଦରତା ଦେଖି ମୋହିତ ହୋଇଯାଉଥିଲା |

ରାବଣ ଯେଉଁ ସ୍ତ୍ରୀର ସୁନ୍ଦରତା ଦେଖୁଥିଲା ତାକୁ ନିଜର କରିବାର ପ୍ରୟାସ କରୁଥିଲା | ଏହାକୁ ରାବଣର କମଜୋରି କୁହାଯାଉ କିମ୍ବା ଖରାପ ଅଭ୍ୟାସ କିନ୍ତୁ ଏହି ଖରାପ ଅଭ୍ୟାସ କାରଣ ରୁ ରାବଣ ମାତା ସୀତାଙ୍କୁ ଅପହରଣ କରିଥିଲା | ଯେତେବେଳେ ପ୍ରଭୁ ଶ୍ରୀରାମ ବାନର ଙ୍କ ସେନା ସହ ବିଶାଳ ସମୁଦ୍ର ପରି ହୋଇ ଲଙ୍କା ପହଁଚିଲେ ସେତେବେଳେ ଏହି ସୂଚନା ଶୁଣି ରାବଣ ଙ୍କ ପତ୍ନୀ ମନ୍ଦୋଦରୀ ଭୟ ଭିତ ହୋଇଗଲେ |

ଏହା ପରେ ମନ୍ଦୋଦରୀ ରାବଣ ଙ୍କ ପାଖକୁ ଯାଇ କହିଲେ କି ସେ ମାତା ସୀତା ଙ୍କୁ ପ୍ରଭୁ ଶ୍ରୀରାମ ଙ୍କ ପାଖକୁ ଛାଡ଼ିଦେବାକୁ | ଅନ୍ୟଥା ଏହା ଯୋଗୁ ଆପଣଙ୍କୁ ଏବଂ ଆପଣଙ୍କ ପ୍ରଜା କୁ ବହୁତ ଅସୁବିଧା ଭୋଗିବାକୁ ହେବ | କିନ୍ତୁ ରାବଣ ନିଜ ସ୍ତ୍ରୀ ଙ୍କ କଥା ଶୁଣି ଜୋରେ ଜୋରେ ହସିବାକୁ ଲାଗିଲେ | ଏବଂ ତାଙ୍କୁ 3 କଥା କହିଥିଲେ, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ | ଯାହା ଆଜି ର ଏହି ଯୁଗ ରେ ପ୍ରାୟ ସବୁ ସ୍ତ୍ରୀ ମାନଙ୍କ ମଧ୍ୟ ରେ ଦେଖିବାକୁ ମିଳୁଛି | ଆସନ୍ତୁ ଜାଣିବା ସେହି 3 କଥା କଣ କଣ?

1. ସ୍ତ୍ରୀ ମାନେ ଜଣେ ଅନ୍ୟଜଣଙ୍କ ବିଷୟ ରେ ଖରାପ କହିଥାନ୍ତି | ଯଦି ସ୍ତ୍ରୀ ଙ୍କୁ କୌଣସି ଗୋପନୀୟ କଥା ଜଣାପଡି ଯାଏ ସେ ତାକୁ ନିଜ ମନ ରେ ରଖି ପାରନ୍ତି ନାହିଁ | ଏବଂ ସେହି କଥା କୁ ସମସ୍ତ ସ୍ତ୍ରୀ ଙ୍କ ମଧ୍ୟ ରେ ଅଂଶୀଦାର କରିଦେଇଥାନ୍ତି | ସେଥିପାଇଁ ବନ୍ଧୁଗଣ ଆମକୁ ସ୍ତ୍ରୀ ମାନଙ୍କୁ କୌଣସି ବି ନିଜର ଗୋପନୀୟ କଥା କହିବା ଉଚିତ ନୁହେଁ | ଯଦି ଆମେ ଏହିପରି କରିବା ତେବେ ସ୍ତ୍ରୀ ଆମ ବିନାଶର କାରଣ ବି ବନି ପାରନ୍ତି | ଏବଂ ଏହି ବର୍ତ୍ତମାନ ସମୟ ରେ କିଛି ପରିମାଣ ରେ ସତ୍ୟ ବି ହେବାରେ ଲାଗିଛି |

2. କଳିଯୁଗ ରେ ସ୍ତ୍ରୀ ମାନେ ବହୁତ ମତଲବି ହୋଇଗଲେଣି ଏବଂ ସେ ନିଜର ମତଲବ ପାଇବା ପାଇଁ କୌଣସି ବି ସ୍ତର କୁ ଯାଇପାରିବେ | ତାପାଇଁ ସେ ନିଜ ସାଥି କୁ ଧୋକା ଦେଇପାରନ୍ତି କିମ୍ବା କୌଣସି ଅନ୍ୟ ପୁରୁଷ କୁ ନିଜର କରିନିଅନ୍ତି | ବହୁତ ଲୋକ ଅଛନ୍ତି ଯିଏ ରାବଣ ର ଏହି କଥା କୁ ସମର୍ଥନ କରନ୍ତି ଏବଂ ଅନ୍ୟ କିଛି ଲୋକ ଅଛନ୍ତି ଯିଏ ଏହି କଥାକୁ ମିଛ ଏବଂ ଅନ୍ଧବିଶ୍ୱାସ ବି କହୁଛନ୍ତି | ଆପଣ ନିଜେ ବିଚାର କରିପାରିବେ କି ରାବଣ ର ଏହି କଥା ସତ୍ୟ କିମ୍ବା ଅସତ୍ୟ?

3. ରାବଣ ନିଜ ମୁତ୍ୟୁ ପୂର୍ବରୁ ଏହି କଥା କହିଥିଲେ କି ସ୍ତ୍ରୀ ମାନେ ନିଜର କୌଣସି ବି କଥା ରୁ ବହୁତ ଶୀଘ୍ର ଓହରି ବି ପାରନ୍ତି | ସେମାନେ କେବେ ସତ୍ୟ କୁହନ୍ତି ନାହିଁ ପ୍ରତ୍ୟେକ ସମୟ ରେ ସେମାନେ ମିଛ କହିଥାନ୍ତି | ସେଥିପାଇଁ ଆମକୁ ସ୍ତ୍ରୀ ମାନଙ୍କ ଉପରେ ବହୁତ ବୁଝି ବିଚାରି ଭରସା କରିବା ଉଚିତ କାରଣ ସ୍ତ୍ରୀ ମାନେ ଏପଟ କଥା ସେପଟେ ଏବଂ ସେପଟ କଥା ଏପଟେ ବହୁତ ଶୀଘ୍ର କହିଦେଇଥାନ୍ତି | ବନ୍ଧୁଗଣ ଆପଣ ନିଜେ ହିଁ ବିଚାର କରିପାରିବେ କି ରାବଣ ର ଏହି କଥା କେତେ ସତ ଏବଂ କେତେ ଅସତ୍ୟ ରହିଛି |

Leave a Reply

Your email address will not be published. Required fields are marked *