ଏହା ହେଉଛି ସେଇ ପରମ ପିତା ପରମାତ୍ମାଙ୍କ କଥା,ସାଧୁ ସନ୍ଥ କହୁଛନ୍ତି କି ହେ ମହାରାଜ ଏହି ସଂସାରକୁ କଳିଯୁଗ ଆସିଗଲାଣି | ଏବଂ ଏହି ଯୁଗରେ ଲୋକମାନଙ୍କର ମନ ଅଧର୍ମ ରେ ଅଧିକ ଲାଗିବ ଏବଂ ଧର୍ମ ରେ କମ ଲାଗିବ | କଳିଯୁଗ ର ଲୋକମାନଙ୍କର ବୟସ ମଧ୍ୟ କମ ଅଟେ,ସେଥିପାଇଁ ଆପଣ ଆମକୁ କୃପା କରି କହିଦିଅନ୍ତୁ କି କଳିଯୁଗର ମନୁଷ୍ୟ ମାନଙ୍କର କଲ୍ୟାଣ କିପରି ହେବ ବନ୍ଧୁଗଣ ଟିକିଏ ଧ୍ୟାନର ସହ ପଢନ୍ତୁ, ଆମେ ସତ୍ୟଯୁଗ ରେ ନୁହେଁ, ଦ୍ୱାପର କିମ୍ବା ତ୍ରେତୟା ଯୁଗ ରେ ମଧ୍ୟ ନୁହେଁ |
ଆମେ ସମସ୍ତେ କଳି ଯୁଗର ଅଟୁ ଏବଂ କଳିଯୁଗର ଜୀବ ମାନଙ୍କର ବୟସ କମ ଅଟେ | କହିବାକୁ ତ ଖାଲି 100 ବର୍ଷ କିନ୍ତୁ ଆପଣ କେବେ ଶୁଣିଛନ୍ତି କିଏ ଏତେ ବର୍ଷ ବଞ୍ଚିଛି? ଆପଣ ଆପଣଙ୍କ ଆଖ ପାଖରେ କେବେ ଦେଖିଛନ୍ତି କି କେଉଁ ମଣିଷ 100 ବର୍ଷ ବଞ୍ଚିଛନ୍ତି? କେବଳ କହିବା ପାଇଁ ହିଁ ହୋଇଥାଏ କି ମନୁଷ୍ୟ 100 ବର୍ଷ ବଞ୍ଚନ୍ତି କିନ୍ତୁ ପ୍ରକୃତ ରେ 60 ରୁ 80 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ମନୁଷ୍ୟ | ହେ ମହାରାଜା କଳିଯୁଗ ରେ କେହି ମନୁଷ୍ୟଙ୍କ କଲ୍ୟାଣ କରିବ ଆପଣ ଆମକୁ କିଛି ଉପାୟ ବିଷୟରେ କୁହନ୍ତୁ |
ବନ୍ଧୁଗଣ ଦୁଇ ପ୍ରକାରର ପ୍ରକାଶ ରହିଛି,ପରମାତ୍ମା ଙ୍କ ସେହି ପ୍ରକାଶ କେବଳ ଆମ ତନ ବାହାରକୁ ହିଁ ପ୍ରକାଶ କରିଥାଏ | କିନ୍ତୁ ବନ୍ଧୁଗଣ କେବଳ 5 ମିନିଟ ଭାବିକି ଦେଖନ୍ତୁ କି ଆପଣଙ୍କ ଶରୀର ଭିତରେ ଅଧିକ ଅନ୍ଧକାର କିମ୍ବା ଶରୀର ବାହାରେ ଅଧିକ ଅନ୍ଧକାର ରହିଛି?ଆପଣଙ୍କୁ କହିରଖୁଛୁ କି ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ଏମିତି ବଲବ ବାହାର କରିନାହାନ୍ତି ଯାହା ଆମ ଶରୀର ଭିତରେ ଜାଳିପାରିବ | କିନ୍ତୁ ଶ୍ରୀମଦ ଭାଗବତ ଗୀତ ଏହିପରି ଏକା ବହି ଯାହାକୁ ପଢିବା ଦ୍ୱାରା ବ୍ୟକ୍ତି ର ଅନ୍ଧକାର ରୁ ମୁକ୍ତି ମିଳିଯିବ |
ତେବେ ଭାଗବତ ଗୀତା ର ଆଉ କିଛି କଥା ଜାଣିରଖନ୍ତୁ ଯେତେବେଳେ ପାପ ଅଧିକ ହୁଏ ସେତେବେଳେ ନିଦ ହୁଏ ନାହିଁ | ଅଳସ ସେବେ ଲାଗିଥାଏ ଯେବେ ପାପ ଅଧିକ ଥାଏ,କଥାରେ ମନ ସେବେ ଲାଗେ ନାହିଁ ଯେତେବେଳେ ପାପ ଅଧିକ ଥାଏ | ସାଧୁ ପଚାରନ୍ତି ଯଦି ପାପ ଅଧିକ ହୁଏ ତେବେ କଣ ଭାଗବତ ଗୀତା ପାଠ କରିହେବ | ତେବେ ପ୍ରଭୁ କୁହନ୍ତି ପଢିହେବ କିନ୍ତୁ ଆପଣଙ୍କୁ ଆପଣଙ୍କ ମନ ସହ ଲଢ଼ିବାକୁ ହେବ | ସାଧୁ ପଚାରନ୍ତି କିପରି?
ଭଗବାନ କୁହନ୍ତି ଉଦାହରଣ ସ୍ୱରୂପ ଯଦି ତୁମ ଘର କେହି ତୁମ ଠାରୁ ଚଢେଇ ନିଏ ତେବେ ଆପଣଙ୍କୁ ତାହା ଲଢିକି ହିଁ ଆଣିବାକୁ ପଡିଥାଏ | ଠିକ ସେହି ପରି ପାପ ଆମ ମନକୁ ତା ଘର କରିସାରିଛି ସେହିପରି ତାହା ସହ ଲଢ଼ି ଛଡେଇ ଆଣିବାକୁ ହେବା | ଏହା ପରେ ପାପ ଆମ ମନ କୁ ଛାଡି ଚାଲିଯିବ ଏବଂ ମନ ନିର୍ମଳ ହୋଇଯିବ ଏହା ସହିତ ଭଗବାନ ଙ୍କ ପାଖ ରେ ଆମ ମନ ଲାଗିବ | ତେବେ ଭଗବାନ କୁହନ୍ତି ଗୋଟିଏ ବାଟ ଅଛି ଏହି କଳିଯୁଗରୁ ମୁକ୍ତି ପାଇବା ପାଇଁ | ତେବେ ଆସନ୍ତୁ ଜାଣିବା –
ଭଗବତ ର ଅର୍ଥ ବ୍ରହ୍ମ ଜିଂଜ୍ଞାସା ଅର୍ଥାତ ଯାହା ମନ ରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଜାଣିବାର ଇଛା ଅଛି | ଏବଂ ଏହା ସହିତ ନିଜ କୁ ଜାଣିବାର ଇଛା ଯାହାର ରହିଛି ତେବେ ଆପଣ କିଏ, ଆପଣ କେଉଁଠି ରହୁଛନ୍ତି ଏବଂ ଆପଣଙ୍କ ନାମ କଣ? ଆମେ ଜାଣିଚୁ ଆପଣ ଏହାର ଉତ୍ତର କହିପାରିବେ କି ମୁଁ ଏଇ ଜାଗାରେ ରହୁଛି ମୋ ନାମ ଏଇଆ କିନ୍ତୁ ଏହା ତ ଆପଣଙ୍କ ଶରୀରର ପରିଚୟ | ତେବେ ମଣିଷ ଯେତେବେଳେ ଚିତା ରେ ଜାଳିବା ସେତେବେଳେ ହିଁ ଜାଣିପାରିବ | ତେବେ ଶେଷ ଠିକଣା ଭଗବାନ ଙ୍କ ଚରଣ ହିଁ ହୋଇଥାଏ|