ସ୍ତ୍ରୀ ମାନଙ୍କ ବୟସ କାହିଁକି Swami ଙ୍କ ବୟସ ଠାରୁ କମ୍ ହେବା ଉଚିତ, ଏହା ପଛରେ ଥିବା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ଲକ୍ଷ୍ୟ କରିଥିବେ ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୟସର ବ୍ୟବଧାନ ରହିଥାଏ। ବେଳେବେଳେ ସେମାନଙ୍କ ମଧ୍ୟରେ ଅନେକ ବର୍ଷର ବ୍ୟବଧାନ ଥାଏ। ଏବଂ ବୟସ୍କ ବ୍ୟକ୍ତିମାନେ କୁହନ୍ତି ଯେ ସ୍ବାମି ସ୍ତ୍ରୀଙ୍କ ପାଖରୁ ସର୍ବଦା ବଡ଼ ହେବା ଦରକାର। କିନ୍ତୁ ଏହା ପଛର କାରଣ କେହି ଜାଣି ନାହାନ୍ତି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣମାନଙ୍କୁ ଜଣେଇବୁ ଯେ ସ୍ତ୍ରୀଙ୍କ ବୟସ ସ୍ବାମିଙ୍କ ପାଖରୁ କମ ହେବା କାହିଁକି ଦରକାର।
Google
ବନ୍ଧୁଗଣ ସ୍ବାମି ଏବଂ ସ୍ତ୍ରୀ ମଧ୍ୟରେ ବୟସର ପାର୍ଥକ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ। ପୂର୍ବ କାଳରେ ବୟସ୍କ ବ୍ୟକ୍ତି ମାନେ ସର୍ବଦା କହୁଥିଲେ କି ବିବାହ କରିବା ସମୟରେ ବର ଏବଂ କନ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ ରହିବା ଉଚିତ। ଆଜି ମଧ୍ୟ ସେହି ଜିନିଷ ଗୁଡିକର ସମ୍ପର୍କ ଖୋଜୁଥିଲା ବେଳେ ଯତ୍ନ ନିଆଯାଏ। ପ୍ରାୟତଃ ଝିଅ ମାନେ ଝିଅମାନେ ୫ ରୁ ୬ ବର୍ଷ ପୁଅ ମାନଙ୍କ ଠାରୁ ସାନ ଦେଖାଯାନ୍ତି। ଯଦିଓ ଲୋକମାନେ ଏହା ବୁଝନ୍ତି ନାହିଁ କିନ୍ତୁ ଏହା ପଛରେ କିଛି ମୁଖ୍ୟ କାରଣ ଥାଏ। ସମୟ ସହିତ ମହିଳା ମାନଙ୍କ ଠାରେ ଘଟୁଥିବା ହର୍ମୋନର କମି ଯୋଗୁ ପୁରୁଷ ମାନଙ୍କ ଅପେକ୍ଷା ଶୀଘ୍ର ବାର୍ଦ୍ଧକିୟ୍ଯ ହେବାକୁ ଲାଗନ୍ତି। ସ୍ତ୍ରୀମାନେ ନିଜ ସ୍ବାମିଙ୍କ ଠାରୁ ଅଧିକ ବୟସ୍କ ନ ଲାଗିବା ପାଇଁ ପୁଅ ଠାରୁ ଝିଅର ବୟସ କମ ରଖାଯାଇ ବାହାଘର କରାଯାଇ ଥାଏ। ବିଶ୍ୱାସ କରାଯାଏ ଯେ ଝିଅମାନେ ପୁଅ ମାନଙ୍କ ଅପେକ୍ଷା ସବୁ ପରିସ୍ଥିତିରେ ଅଧିମ ପରିପକ୍ୱ ଅଟନ୍ତି। ଯଦି ଉଭୟଙ୍କ ବୟସ ସମାନ ହୁଏ ତାହେଲେ ସେମାନେ କେବେବି ସେମାନଙ୍କ ଚିନ୍ତାଧାରା ସମାନ ପାଇବେ ନାହିଁ ଏବଂ ସେଥିପାଇଁ ଆଜିର ବିବାହ ପରେ ସେମାନଙ୍କ ମଧ୍ୟରେ ଝଗଡା ହେବାର ସମ୍ଭାବନା ମଧ୍ୟ ବଢି ଯାଇଥାଏ।
Google
ଯଦି ପୁଅ ଝିଅ ଠାରୁ ବଡ଼ ହୋଇଥାଏ, ତେବେ ସେ ଘରେ ସ୍ବାମି ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ। ଅନ୍ୟ ପ୍ରକାର ଯଦି ସ୍ବାମି ସ୍ତ୍ରୀ ଉଭୟଙ୍କ ବୟସ ସମାନ ହୁଏ ତାହେଲେ ଉଭୟଙ୍କର ବୁଝାମଣା ମଧ୍ୟ ସମାନ ଅଭିଜ୍ଞତା ରହିବ। ଯାହାକି ଉଭୟଙ୍କୁ ଜୀବନରେ ଅନେକ ସମସ୍ୟାରେ ସମୁଖୀନ ହେବାକୁ ପଡ଼ିପାରେ। ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ଭାବ ପ୍ରବଣ ସେଥିପାଇଁ ବାପ ମା ସର୍ବଦା ନିଜ ଝିଅର ଭାବ ପ୍ରବଣତାକୁ ଭଲ ଭାବରେ ବୁଝି ପାରୁଥିବା ପୁଅ ଖୋଜି ଥାଆନ୍ତି। ଏହି କ୍ଷେତ୍ରରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଉଲ୍ଲେଖ କରାଯାଇଥାଏ। ଅନୁସନ୍ଧାନରେ ସିନ୍ଧାନ୍ତ କରାଯାଇଛି କି ଯଦି ପୁଅଟି ଝିଅ ଠାରୁ ୨ ରୁ ୩ ବର୍ଷ ବଡ଼ ତାହେଲେ ସେମାନଙ୍କ ଘରୋଇ ଜୀବନ ଭଲ ଭାବରେ ଚାଲିଥାଏ। ସେମାନେ ସମୁଖୀନ ହେଉଥିବା ଅସୁବିଧା ମଧ୍ୟ ଅତି ସହଜରେ ଦୂର କରାଯାଇପାରେ। ଆଜିର ସମୟରେ ଯଦି ଆପଣ ଧ୍ୟାନ ଦେଇଛନ୍ତି ତେବେ ପୁଅ ଏବଂ ଝିଅମାନେ ନିଜ ବୟସର ସାଥି ଖୋଜନ୍ତି। କିମ୍ବା ସେମାନେ ଘର ଲୋକଙ୍କର ପସନ୍ଦର ଲୋକମାନଙ୍କୁ ପସନ୍ଦ କରନ୍ତି। କିନ୍ତୁ ସେମାନଙ୍କ ସମ୍ପର୍କ ର ୬ ମାସ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଏ ଏବଂ ସେମାନଙ୍କ ସମ୍ପର୍କ ଭାଙ୍ଗିବା ପଥରେ ଠିଆ ହୁଏ। ତେବେ ଏହି ଯୁକ୍ତି ସମ୍ପୂର୍ଣ ଠିକ ଯେ ପୁଅ ସର୍ବଦା ତାଙ୍କ ଠାରୁ ବୟସର କମ ଝିଅ ଖୋଜି ବିବାହ କରିବା ଉଚିତ। ସେମାନଙ୍କର ଘରୋଇ ଜୀବନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ। ଏବଂ ଜୀବନର ପ୍ରତ୍ୟକ ଦୁଖଃ ଏବଂ ସୁଖରେ ସର୍ବଦା ପରସ୍ପର ସହ ମିଶି ଛିଡା ହୋଇ ପାରିବେ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *