ନଭେମ୍ବର ୨୬ , ୨୭ ଏବଂ ୨୮ ଏହି ୬ ଗୋଟି ରାଶି ପାଇଁ ଆଣିବ ନୂଆ ମୋଡ଼ , କରିଦେବ ମାଲାମାଲ

ଧନୁ ରାଶି ଏବଂ ସିଂହ ରାଶି:-ଚଳିତ ମାସ ଅର୍ଥାତ ନଭେମ୍ବର ମାସର ୨୬ , ୨୭ ଏବଂ ୨୮ ତାରିଖ କିଛି ରାଶି ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛି । ତେବେ ଏହି ତିନି ଦିନ ଧନୁ ରାଶି ଏବଂ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଫଳପ୍ରଦ ହେବାକୁ ଯାଉଛି । ଯାହାଦ୍ୱାରା ସେମାମଙ୍କ ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ତେବେ ଏହି ରାଶିର ବ୍ୟକ୍ତି ବିଶେଷଙ୍କର କ୍ରୋଧ ଏବଂ ରୋଗରେ ନିୟନ୍ତ୍ରଣ ହାରିବାକୁ ଯାଉଛି । ଅବ୍ୟବସ୍ଥା ସେମାନଙ୍କ କ୍ଷତିର କାରଣ ହେବାକୁ ଯାଉଛି । ଅବାଞ୍ଛିତ କାର୍ଯ୍ୟ ଘଟିବାକୁ ଯାଉଛି ।

ତେଣୁ ପାରିବାରିକ ସମସ୍ୟା ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟାକୁ ବୁଝି ବିଚାରି ପ୍ରଭାବିତ କରିବା ଉଚିତ । କୌଣସି କାର୍ଯ୍ୟରେ ସହଯୋଗ ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ଏବଂ ମାନ ସମ୍ମାନରେ ବୃଦ୍ଧି ହେବ । ପାରିବାରିକ ଅଶାନ୍ତି ଉତ୍ତେଜନା ମନକୁ ବିଚଳିତ କରିପାରେ । ମାତ୍ର ମନକୁ ସଂଯତ କରିବାକୁ ଚେଷ୍ଟା କରନ୍ତୁ । ନଚେତ ଭଲ ସ୍ଥିତିରେ ବି କ୍ଷତି ହୋଇପାରେ ।ଉପଯୁକ୍ତ ମାର୍ଗଦର୍ଶନ ପାଇଁ ନିଜକୁ ବୁଝିବା ପ୍ରଥମ ଆବଶ୍ୟକ ଅଟେ । ଏହାବ୍ୟତୀତ କର୍କଟ ରାଶି , ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଠାରେ ପୁରୁଣା ଗମ୍ଭୀର ରୋଗ ଦେଖା ଦେଇପାରେ । ଯେଉଁ କାରଣରୁ ମନ ବିଚଳିତ ହେବ । ଆପଣଙ୍କ ପ୍ରୟାସ ସଫଳ ହେବାକୁ ଯାଉଛି ।

ଯୋଜନା ପ୍ରସ୍ତୁତ କରାଯାଉଛି , ଯେଉଁ କାରଣରୁ କାର୍ଯ୍ୟରେ ଉନ୍ନତି ହେବ । ଆପଣଙ୍କ ପାଇଁ ଉଚିତ ହେବ ଯେ ବ୍ୟବସାୟର ଗୋପନୀୟତାକୁ ଉଲ୍ଲଂଘନ କରନ୍ତୁ ନାହିଁ , ନଚେତ କ୍ଷତି ହୋଇପାରେ । ଏହି ସମୟରେ ପୁଞ୍ଜି ବିନିଯୋଗ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ବ୍ୟବସାୟ କୌଣସି ସମୟରେ ଚିନ୍ତାଜନକ ହୋଇପାରେ । ପାରସ୍ପରିକ ଆଲୋଚନା ଲାଭଦାୟକ ହେବାକୁ ଯାଉଛି । ଯାହାଦ୍ୱାରା ଆପଣଙ୍କ ଆଶା ମୁତାବକ ପରିସ୍ଥିତି ସୃଷ୍ଟି ହେବ । ନୂତନ ଚୁକ୍ତିନାମା ମଧ୍ୟ ହୋଇପାରେ । ଯେଉଁ କାରଣରୁ ବ୍ୟବସାୟରେ ଉନ୍ନତି ଦେଖା ଦେବ । ସମାଜରେ ସମ୍ମାନ ବୃଦ୍ଧି ପାଇବ ।

କୁମ୍ଭ ରାଶି ଏବଂ ମୀନ ରାଶିର ବ୍ୟକ୍ତି ବିଶେଷ ଧର୍ମ ବିଷୟ ପ୍ରତି ଆଗ୍ରହୀ ହେବେ । ଆଇନଗତ କୌଣସି ବାଧା ଦୂର ହେବାକୁ ଯାଉଛି । ଆପଣଙ୍କ ରୋଜଗାରରେ ବୃଦ୍ଧି ହେବ , ଯାହାଦ୍ୱାରା ଖ୍ୟାତି ଏବଂ ପ୍ରତିଷ୍ଠା ବୃଦ୍ଧି ହେବାର ସମ୍ଭାବନା ରହିଛି । ମନୋରଞ୍ଜନର ଅବସର ପ୍ରାପ୍ତ ହେବ । ଧ୍ୟାନ ଦେବେ ଅବାଞ୍ଛିତ କାର୍ଯ୍ୟକଳାପରେ ଲିପ୍ତ ଯେପରି ନହୁଅନ୍ତି । ଶ୍ରମର ଜିଜ୍ଞାସା ବୃଦ୍ଧି ପାଇବ । ଆର୍ଥିକ ଅବସ୍ଥା ଭଲ ହେବାକୁ ଯାଉଛି । ଆଘାତ, ଚୋରି ଏବଂ ବିବାଦ ଇତ୍ୟାଦି ପାଇଁ ଉପଯୁକ୍ତ ହେବ କୌଣସି ରିସ୍କ ନିଅନ୍ତୁ ନାହିଁ । ଆୟରେ ହ୍ରାସ ହୋଇପାରେ । ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହି ହେବେ । ପାରିବାରିକ ବିବାଦ ମଧ୍ୟ ଦେଖା ଦେଇପାରେ । ତେଣୁ ଆପଣ ନିଜ ସ୍ଥିତି, ସାମର୍ଥ୍ୟ ଅନୁଯାୟୀ ହିଁ କାର୍ଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *