କ’ଣ ଏହି ଅକ୍ଷରରୁ ଆରମ୍ଭ ହେଉଛି ଆପଣଙ୍କ ନାମ? ଧବବାନ ହୋଇଥାନ୍ତି ଏହି ଲୋକେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନାମର ପ୍ରଥମ ଅକ୍ଷରକୁ ବହୁତ ଭାଗ୍ୟଶାଳୀ ମାନା ଯାଇଥାଏ। ଚନ୍ଦ୍ର ଓ ନକ୍ଷତ୍ର ମାନଙ୍କର ଚଳନକୁ ଆଧାର କରି ନାମକରଣ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କିଛି ଖାସ ନାମର ଲୋକଙ୍କ ବିଷୟରେ, ଯାହାଙ୍କ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ବ୍ୟକ୍ତିତ୍ଵ, ଚରିତ୍ର ବିଷୟରେ ଜଣା ପଡ଼ିଥାଏ।

କିପରି ହୋଇଥାନ୍ତି ଏହି ଅକ୍ଷର ବିଶିଷ୍ଟ ଲୋକେ –

୧/ B :- ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ, ସେମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରି ଥାଆନ୍ତି। ଏମାନେ କୌଣସି କାର୍ଯ୍ୟକୁ ଶ୍ରଦ୍ଧାର ସହିତ ସମ୍ପନ୍ନ କରିଥାନ୍ତି। କଠିନ ପରିସ୍ଥିତି ସମୟରେ ଏମାନେ ସାହସର ସହିତ ଆଗେଇ ଚାଲି ଥାଆନ୍ତି।

୨/ E:- ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର E ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟକୁ ସଂପନ୍ନ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏମାନେ ସିଧାସଳଖ କଥାବାର୍ତ୍ତା କରିବାକୁ ପସନ୍ଦ କରିଥାନ୍ତି।

୩/ N :- ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଖୁବ୍ ଶୀଘ୍ର କଥା ବୁଝି ପାରନ୍ତି। ଏମାନେ କୌଣସି କଠିନ ନିଷ୍ପତ୍ତି ନେବାରେ ସର୍ବଦା ସକ୍ଷମ ହୋଇଥାନ୍ତି।କିନ୍ତୁ ଏମାନେ ସର୍ବଦା ଶାରୀରିକ ରୂପରେ ଅସୁସ୍ଥ ରହିଥାନ୍ତି।

୪/ R :- ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର R ଅକ୍ଷରରୁ ଆରମ୍ଭ ହୋଇଥାଏ। ଏମାନେ ଜ୍ଞାନର ଭଣ୍ଡାର ହୋଇଥାନ୍ତି। ଏମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଏହି ନାମର ଲୋକଙ୍କ ବୈବାହିକ ଜୀବନ ସର୍ବଦା ସୁଖମୟ ରହିଥାଏ।

୫/ S :- ଯେଉଁ ଲୋକଙ୍କର ନାମର ପ୍ରଥମ ଅକ୍ଷର S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଚତୁର ହୋଇଥାନ୍ତି। ଏହାସହିତ ଏମାନେ ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। କ୍ରୋଧ ସମୟରେ ଏମାନଙ୍କୁ ଶାନ୍ତ କରିବା ବହୁତ କଷ୍ଟ ଅଟେ।

Leave a Reply

Your email address will not be published. Required fields are marked *