30 ବର୍ଷ ପରେ 17 ଜାନୁଆରୀରେ କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳିବ !

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ରେ ଉର୍ଜାର କାରକ ଶନିଦେବ 30 ବର୍ଷ ପରେ 17 ଜାନୁଆରୀ କୁ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି | ଶନି ଏହି ଦିନ ମକର ରାଶିକୁ ଛାଡି କୁମ୍ଭ ରାଶିରେ ପ୍ରବେଶ କରବେ | ଶନି ଙ୍କର ରାଶି ପରିବର୍ତ୍ତନ ଚତୁର୍ପାଶ୍ୱ ପ୍ରଭାବ ନଜର ଆସିବ

ଧନୁ ରାଶିର ଲୋକଙ୍କ ସାଢେ ସାତି ସମାପ୍ତ ହେବ | ମିଥୁନ, ସିଂହ ଏବଂ ତୁଳା ରାଶିର ଲୋକଙ୍କୁ ଢେୟା ରୁ ମୁକ୍ତି ମିଳିବ |ସେବା ତଥା ବ୍ୟବସାୟ କ୍ଷେତ୍ର ରେ ଅବସ ବଢିବ | ଜ୍ୟୋତିଷ ଆଚାର୍ଯ୍ୟ ପି. ଅମର ଡବାୱାଲା କହିଛନ୍ତି ପଞ୍ଚାଗୀୟ ଗଣନା ଅନୁସାରେ ନବଗ୍ରହ ରେ ଧର୍ମ, ଆଧ୍ୟାତ୍ମ, ସଂସ୍କୃତି, ଉର୍ଜା, ନେତୃତ୍ୱ କ୍ଷମତା, ବ୍ୟବସାୟୀକ ଉନ୍ନତି, ଆର୍ଥିକ ପ୍ରଗତି ତଥା ଭାଗ୍ୟଦୋୟ ର କାରକ ଶନି ଦେବ 17 ଜାନୁଆରୀ କୁ ମକର ରାଶି ଛାଡି କୁମ୍ଭ ରାଶି ରେ ପ୍ରବେଶ କରିବେ | ଏହି ରାଶି ରେ ଶନିଙ୍କ ପ୍ରଭାବ ସକାରାତ୍ମକ ହୋଇଥାଏ

ପୂର୍ବ ଅଢେଇ ବର୍ଷ ରୁ ଶନିଙ୍କ ବକ୍ରୀ ମାର୍ଗୀ କ୍ରମ ମକର ରାଶି ରେ ଅବସ୍ଥିତ ଥିଲେ | କିନ୍ତୁ ବର୍ତ୍ତମାନ ସମୟ କାଳଖଣ୍ଡ ଏବଂ ନିଜର ନିଶ୍ଚିତ ଗତି ତଥା ରାଶି ଚକ୍ର ପୁରା କରିବା ପାରେ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ | ଶନିଙ୍କ କୁମ୍ଭ ରାଶି ରେ ପ୍ରବେଶ କରିବା ପାରେ ସଂସାରିକ ପରିଦୃଶ୍ୟ ବଦଳିଯିବ | ଧର୍ମ, ଆଧ୍ୟାତ୍ମିକ ଏବଂ ସଂସ୍କୃତି ଆଡକୁ ସାଧାରଣ ଜନ ସମାଜର ବିଶେଷ ଚିନ୍ତନ ହେବ | ନୂଆ ଧାର୍ମିକ ଶୋଧ ହେବ | ଶାସକୀୟ ସେବା ରେ ପଦବୀ ର ବୃଦ୍ଧି ହେବାରୁ ରୋଜଗାର ରେ ଅବସର ମିଳିବ |

ଗୋଟିଏ ରାଶିରେ ଅଢେଇ ବର୍ଷ ରହିଥାନ୍ତି ଶନି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ର ରାଶି ପରିବର୍ତ୍ତନ ର ଚକ୍ର ଅଲଗା ଅଟେ | ଶନି ନବଗ୍ରହ ରେ ଗୋଟିଏ ମାତ୍ର ଏମିତି ଦେବତା ଅଟନ୍ତି ଯାହାଙ୍କୁ ଶନିଶ୍ଚର କୁହାଯାଏ, ଅର୍ଥାତ ତାଙ୍କ ଗତି ଧୀର ଅଟେ |କୁହାଯାଏ କି ଗୋଟିଏ ରାଶିରେ ଶନି ନକଟା ସଂଚରଣ ପ୍ରାୟ ଅଢେଇ ବର୍ଷ ରହିଥାଏ | ଏହା ପାରେ ଶନି ରାଶି ପରିବର୍ତ୍ତନ କରିଥାନ୍ତି | ଏହି ଦୃଷ୍ଟି ରୁ 30 ବର୍ଷ ପରେ ଶନି ଙ୍କ କୁମ୍ଭ ରାଶିରେ ପ୍ରବେଶ ହେବାକୁ ଯାଉଛନ୍ତି |

କେଉଁ ରାଶି ଉପରେ କିପରି ରହିବ ପ୍ରଭାବ

-ମେଷ : ଆକସ୍ମିକ ଧନ ଲାଭ ହେବା ତଥା ବ୍ୟାପାର ର ନୂଆ ଅବସର ପ୍ରାପ୍ତ ହେବ |

-ବୃଷଭ : ରାଜକୀୟ ପଦ କିମ୍ବା ରାଜ୍ୟ ସ୍ତରୀୟ ବ୍ୟକ୍ତି ଠାରୁ ବିଶେଷ ଲାଭ ପ୍ରାପ୍ତ ହେବ |

-ମିଥୁନ : ଶନି ଙ୍କ ଢ଼େୟା ସମାପ୍ତ ହେବା ପାରେ ହିଁ ଶାରୀରିକ କଷ୍ଟ ଦୂର ହେବ |

-କର୍କଟ : ଢ଼େୟା ର ଆରମ୍ଭ ହେବା ଦ୍ୱାରା ନୂଆ ବିଚାର ଆସିବ, ଏହାକୁ ଧ୍ୟାନ ପୂର୍ବକ କାର୍ଯ୍ୟ ରୂପରେ ପରିଣତ କରନ୍ତୁ |

-ସିଂହ : ଶନି ଙ୍କ ସମସପ୍ତକ ଦୃଷ୍ଟି ସମ୍ବନ୍ଧ ଦର୍ଶନୀକ ଏବଂ ଧର୍ମିକତା ସହିତ ଜୀବନ କୁ ସନ୍ତୁଳିତ କରିବ |

-କନ୍ୟା : ଶନି ଙ୍କ ପ୍ରଭାବ ସ୍ୱାସ୍ଥ୍ୟ କୁ ପ୍ରଭାବିତ କରିପାରେ | ଖାଦ୍ୟ ପେୟ ରେ ଧ୍ୟାନ ରଖନ୍ତୁ |

-ତୁଳା : ଶନିଙ୍କ ପ୍ରଭାବ ସମାପ୍ତ ହେବା ଦ୍ୱାରା ରୋକି ହୋଇଥିବା କାର୍ଯ୍ୟ ରେ ଗତି ବଢିବ ତଥା ପ୍ରତିଷ୍ଠା ର ଲାଭ ମିଳିବ |

-ବିଛା :ସମ୍ପତ୍ତି ରେ ବୃଦ୍ଧି ର ଯୋଗ ହେବ | ଭୂମି, ଭବନ, ବାହାନ ର ପ୍ରାପ୍ତ ହୋଇପାରେ |

-ଧନୁ : ସାଢେ ସତୀ ପୂର୍ଣ୍ଣ ହେବା ର ଅନୁଭବ ହେବ | ଜୀବନ ଅଲଗା ପ୍ରକାରର ଅନୁଭୂତି ଦେବ |

-ମକର : ସାଢେ ସତୀ ର ଅନ୍ତିମ ଢ଼େୟା ରୋକି ହୋଇଥିବା କାର୍ଯ୍ୟ କୁ ଗତି ଦେବ, ନୂଆ ଉଚ୍ଚତା କୁ ଛୁଇଁବେ |

କୁମ୍ଭ : ଶନି ଙ୍କ ସାଢେ ସତୀ ର ଅନ୍ୟ ଢ଼େୟା ଆରମ୍ଭ ହେବ | ଆଇନ ମାମଲା ରେ ସାବଧାନତା ରଖନ୍ତୁ |

-ମୀନ : ସାଢେ ସତୀ ର ଆରମ୍ଭ ହେବ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ, ଅଧିକ ଭାବିବାରୁ ବଞ୍ଚନ୍ତୁ |

Leave a Reply

Your email address will not be published. Required fields are marked *